ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ
ଜଗତସିଂହପୁର/ସୁମନ୍ତକୁମାରଦାସ: କଳି କଳୁଷ ଭରା ପ୍ରଳାୟନ୍ମୁଖି ସମାଜକୁ ରକ୍ଷା ଏବଂ ଉଚିତ୍ ଦିଗଦର୍ଶନ ଦେବା ପାଇଁ ଭଗବାନ ମହେଶ୍ୱର ହିଁ ଏକମାତ୍ର ଦେବତା l ସେହି ମହେଶ୍ୱର ଭୋଳା ବାବାଙ୍କ ଇଚ୍ଛାରେ ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତୁମ୍ଭାଅଣ୍ଡେଇସାହି ଗ୍ରାମ ପଞ୍ଚାୟତ ସ୍ଥିତ ଚଢେଇଗାଁ…