କୃଷକମାନଙ୍କ ସମସ୍ତ ଧାନ କ୍ରୟ ସହିତ ଏମ୍‍ଏସ୍‍ପିକୁ ନିଶ୍ଚିତ କରୁ କେନ୍ଦ୍ର: ବିଜେଡି

 ଧାନ କିଣାରେ ୨୦,୦୦୦ କୋଟି ଟଙ୍କା ହ୍ରାସ ଚାଷୀଙ୍କୁ ପ୍ରଭାବିତ କରିବ  ଧାନ କୁଇଣ୍ଟାଲ ୨୯୩୦ କରିବାକୁ ବିଧାନସଭା ପ୍ରସ୍ତାବକୁ କେନ୍ଦ୍ରର ଅଣଦେଖା  ଧାନର ଏମ୍‌ଏସ୍‍ପି ୧.୫ ଗୁଣ ବଢାଇବା ପ୍ରସ୍ତାବ ଶୀତଳଭଣ୍ଡାରରେ  ଓଡିଶାରୁ ଧାନ କିଣା ଲକ୍ଷ୍ୟ ୮୦% ହ୍ରାସ କରିଛି…

ଏତିହାସିକ ପୀଠ ପୋଡ଼ାଗଡ ମଣ୍ଡେଇ ଉଦଯାପିତ।

ଉମରକୋଟ/ଜିତେନ୍ଦ୍ର ମହାନ୍ତି: ଐତିହାସିକ ପୋଡ଼ାଗଡ ପୀଠ ର ମଣ୍ଡେଇ ଇତି ମଧ୍ୟରେ ସମ୍ପୂର୍ଣ ହୋଇଯାଇଛି।ଏହି ଅବସର ରେ ୯୩ ମୌଜା ତଥା ୩ ମୁଠା ,ବୋରିଗାଁ,ପରିଆ, ହୀରପୁର ର ସମସ୍ତ ଦେବଦେବୀ ପ୍ରତୀକ ଲାଠି କୁର୍ଚି ଓ ବିମାନ ସହ ପଡୋଶୀ ରାଜ୍ୟ ଛତିଶଗଡ ରାଜ୍ୟ କଲାବାଲି, କର୍ପାବଣ୍ଡ,…

ନିମ୍ନ ମାନର କାମ ଓ କାର୍ଯ୍ୟର ମନ୍ଥରତା ନେଇ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରଦାନ

ରାଉରକେଲା /ଵଣାଇଁ(ବସନ୍ତ କୁମାର ଜେନା) : ଜନସାଧାରଣ କଂ ଗମନାଗମନ ର ସୁବିଧା ଯୋଗାଇଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀକଂ ମଧ୍ୟ ରେ ସଲାସୁତୁରା ଯୋଗୁଁ ଅନେକ କାମ ନିମ୍ନ ମାନର ହେଉଥିବା ଦେଖିବାକୁ ମିଳିଛି । ସହର ର ମୁଖ୍ୟ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ସମ୍ମିଳନୀ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଆରକ୍ଷୀ…

ଆଦାନୀ ଗ୍ରୁପ ଠକେଇ ମାମଲାରେ ଷ୍ଟେଟବ୍ୟାଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା କଂଗ୍ରେସ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆମେରିକାର ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀଙ୍କ ସମ୍ପତ୍ତି ଅଧାରୁ କମ୍ ହୋଇଯାଇଛି। ଆଦାନୀ ଗ୍ରୁପର ସେୟାର ପ୍ରତିଦିନ ହ୍ରାସ ପାଉଛି ବୋଲି ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନି ଗ୍ରୁପ୍‌ର ବିଭିନ୍ନ ସଂସ୍ଥାର ନିବେଶକମାନେ ପ୍ରାୟ ୧୦…

ନିଆଁ ଦାଉରେ ଛଟପଟ ଅଞ୍ଚଳବାସୀ , ସଚେତନତା ଅଭାବ

 ଖତ ନାଁରେ ଏକର ଏକର ଜମିରେ ଜଳୁଛି ନିଆଁ ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ତଥା ଆଖପାଖ ଅଞ୍ଚଳରେ ଏବେ ଧାନ ଅମଳ ସରିଯାଇଛି।‌ କ୍ଷେତରୁ ଧାନ ନେଇଯିବା ପରେ ଚାଷୀ ବଳକା ନଡାକୁ ଛାଡିଯାଉଛି। ପୁଣି ଖରିଫ ଚାଷ ଆଗରୁ କ୍ଷେତ ପ୍ରସ୍ତୁତି କରିବା ପାଇଁ…

ଦୋଳଯାତ୍ରା ପାଇଁ ପ୍ରସ୍ତୁତି ବୈଠକ, ନୂତନ କମିଟି ଗଠିତ

ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପ୍ରସିଦ୍ଧ ଶୈବ ପୀଠ ଚମ୍ପାମାଲ ସ୍ଥିତ ବାବା ଚମ୍ପେଶ୍ୱର ମନ୍ଦିରରେ ପଞ୍ଚାଦୋଳ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ‌ହେବା ସହ ଏକ କମିଟୀ ଗଠନ ହୋଇଥିବା ଜଣାଯାଇଛି। ଚଳିତ ବର୍ଷ ଯାତ୍ରା ପାଇଁ ସଭାପତି ଭାବରେ କିଶୋର…

ଚିର ନିଦ୍ରାରେ ସାରସ୍ୱତ ସାଧିକା ନିର୍ମଳପ୍ରଭା

ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ମାତୃବିୟୋଗ ଭୁବନେଶ୍ୱର : ବିଶିଷ୍ଟ ସାରସ୍ୱତ ସାଧିକା ଶ୍ରୀମତୀ ନିର୍ମଳପ୍ରଭା ନାୟକଙ୍କର ଆଜି ଏଠାରେ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ସାହିତ୍ୟ, ରାଜନୀତି ଓ ସମାଜସେବା ସହ ଜଡିତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।…

ପ୍ରଥମ ଏନ୍‍ବିଏ ମାନ୍ୟତାପ୍ରାପ୍ତ ପଲିଟେକ୍‍ନିକ ମଧ୍ୟରେ କିଟ୍‍ ପଲିଟେକ୍‍ନିକ୍‍

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧୀନ ନ୍ୟାସ୍‍ନାଲ୍‍ ବୋର୍ଡ ଅଫ୍‍ ଆକ୍ରିଡିଟେସନ୍‍ (ଏନ୍‍ବିଏ) ମାନ୍ୟତା ପ୍ରାପ୍ତ ପଲିଟେକ୍‍ନିକ୍‍ ମଧ୍ୟରେ କିଟ୍‍ ପଲିଟେକ୍‍ନିକ୍‍ ସ୍ଥାନ ପାଇବାର ଗୌରବ ଅର୍ଜ୍ଜନ କରିଛି । ଏନ୍‍ବିଏ ପକ୍ଷରୁ କିଟ୍‍ ପଲିଟେକ୍‍ନିକର ୩ଟି…

ଯୋଡ଼ା ମଣ୍ଡଳ ବିଜେପି ର ପଞ୍ଚମ କାର୍ଯ୍ୟକାରିଣୀ ବୈଠକ

ଯୋଡ଼ା: ଆଜି ଯୋଡ଼ା ମଣ୍ଡଳ ବିଜେପି ର ପଞ୍ଚମ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ମଣ୍ଡଳ ସଭାପତି ସୁଶାନ୍ତ କୁମାର ବେବର୍ତ୍ତା ସଭାପତିତ୍ବ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଚମ୍ପୁଆ ବିଧାନସଭା ର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦୁଝର ଜିଲ୍ଲା ସଭାପତି…