ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ମଣ୍ଡି: ଚଳିତ ବର୍ଷ ୩୦ ହଜାର କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ଲକ୍ଷ୍ୟ

ସୁନ୍ଦରଗଡ଼/ରାଉରକେଲା (ବସନ୍ତ କୁମାର ଜେନା): ୯ ଫେବ୍ରୁଆରି ୨୦୨୩: ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୨-୨୩ ବର୍ଷ ଲାଗି ଚାଷୀମାନଙ୍କଠାରୁ ଖରିଫ୍ ମାଣ୍ଡିଆ ସଂଗ୍ରହ କରାଯାଉଛି। ଏଥିପାଇଁ ଜିଲ୍ଲାରେ ମୋଟ ୪୦ଟି ମଣ୍ଡି ଖୋଲା ଯାଇଛି। ଚାଷୀମାନେ ନିକଟସ୍ଥ ମଣ୍ଡିକୁ ଆସି ସୁବିଧାରେ ମାଣ୍ଡିଆ ବିକ୍ରି କରି…

ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ସଚେତନତା

ନୟାଗଡ଼(ବିଶ୍ଵଜିତ ନାୟକ) - ନୟାଗଡ଼ ଜିଲ୍ଲା ପ୍ରଶାସନ ତଥା ନୟାଗଡ଼ ଡାକ ମଣ୍ଡଳ ପକ୍ଷରୁ ମିଳିତ ଭାବରେ ଜିଲ୍ଲାପାଳଙ୍କ କାଯ୍ୟାଳୟ ସଦଭାବନା ଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠତି ଏହି ବୈଠକରେ ନୟାଗଡ଼ ଡାକ ମଣ୍ଡଳ…

ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ସୁନ୍ଦରଗଡ଼/ରାଉରକେଲା ,(ବସନ୍ତ କୁମାର ଜେନା): ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି I ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଜନ , ଉଠା ଜଳସେଚନ ବିଭାଜନ ଏବଂ ଜଳସେଚନ ବିଭାଜନ କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା…

ଫେବୃୟାରୀ ୧୨ରୁ ୧୪ କ୍ୟାପିଟାଲ ହାଇସ୍କୁଲ,ୟୁନିଟ୍-୩ ରେ ଇସ୍ରୋ ମହାକାଶ ବିଜ୍ଞାନ ପ୍ରଦର୍ଶନୀ

ପ୍ରସ୍ତୁତି ସଂପର୍କରେ ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଦ୍ୟା ମନ୍ତ୍ରୀଙ୍କ ସମୀକ୍ଷା ଭୁବନେଶ୍ୱର:   ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ), ମହାକାଶ ପ୍ରୟୋଗ କେନ୍ଦ୍ର, ବିକ୍ରମ ସରାଭାଇ ମହାକାଶ ପ୍ରଦର୍ଶନୀ ଦ୍ୱାରା ‘ସ୍ପେସ ଅନ ହୁଇଲ’ ପ୍ରଦର୍ଶନୀ ଫେବୃୟାରୀ୧୨ରୁ ୧୪ତାରିଖ ୩ଦିନ ଧରି…

କାମାକ୍ଷାନଗର ମହୋତ୍ସବରେ ଲୋକାରଣ୍ୟ: ସାଂସ୍କୃତିକ କାର୍ଯ୍ୟକ୍ରମ କିଣୁଛି ଲୋକଙ୍କ ମନ

କାମାକ୍ଷାନଗର/ରିତେଶ ବ୍ରହ୍ମା:କାମାକ୍ଷାନଗର ମହୋତ୍ସବ ଆଜି ୨ୟ ଦିନ ରେ ଲୋକାରଣ୍ୟ ଦେଖିବାକୁ ମିଳୁଛି। ଦିନ ରେ କବାଡି, ଖୋକୋ, ଭଲିବଲ୍ ଆଦି ଖେଳ ଅନୁଷ୍ଠିତ ହୋଇଥିଲା।ମହୋତ୍ସବ ର ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଛି ପଲିଶ୍ରୀ ମେଳା ସାଙ୍ଗ କୁ ସିନେ କଳାକାର ମାନଙ୍କର ଆଗମନ ସହ ବିଭିନ୍ନ…

କଫ ସିରଫ ବ୍ୟାପାରି ଗିରଫ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବସନ୍ତ ବିହାର ନିକଟସ୍ଥ ଏକ ପୋଖରୀ ହୁଡ଼ାରେ ଆଜି ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ ଙ୍କର ନେତୃତ୍ୱରେ ଏକ ପୋଲିସ ଟିମ ଚଢ଼ାଉ କରି ଜଣେ କଫ ସିରଫ ବ୍ୟବସାୟୀ କୁ ଗିରଫ କରିଛି । ପ୍ରାପ୍ତ ସୂଚନା ଅନୁସାରେ ପଦ୍ମପୁର ବଡବନ୍ଧ ପଡା ନିବାସୀ…

ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଆଦ୍ୟାଶା

୨ ବର୍ଷରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିଲେଣି ୧୨୦୦ ରୁ ଉର୍ଦ୍ଧ ସାପ କାମାକ୍ଷାନଗର/ରିତେଶ ବ୍ରହ୍ମା - କାମାକ୍ଷାନଗର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ୨ ବିଜ୍ଞାନ ଦ୍ଵିତୀୟ ବର୍ଷ ର ଛାତ୍ରୀ ଆଦ୍ୟାଶା ଅପରାଜିତା ମିଶ୍ର। ପୈତୃକ ଘର କାମାକ୍ଷାନଗର ମଢି ସାହି ୨ ନଂ ୱାର୍ଡ ରେ।…

ଟ୍ରାକ୍ଟର ମାଡି ଯାଇ ଜଣେ ଶିଶୁର ମୃତ୍ୟୁ

କାମାକ୍ଷାନଗର/ରିତେଶ ବ୍ରହ୍ମା  -ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓ ପୁଟସାହି ଗ୍ରାମରେ ଟ୍ରାକ୍ଟର ମାଡି ଯାଇ ଜଣେ ଶିଶୁ ର ମୃତ୍ୟୁ ହୋଇଛି |ମୃତ ଶିଶୁ ଜଣକ ହେଉଛନ୍ତି ସେହି ଗ୍ରାମର ବିଜୟୀ ଦେହୁରୀ ଙ୍କ ୪ବର୍ଷର ପୁଅ ବିସ୍ମୟ ଦେହୁରୀ |ସୂଚନା ମୁତାବକ ବିସ୍ମୟ ଗାଁ ଦାଣ୍ଡ ରେ…

କଲମ ଧରିବ ଦିବ୍ୟାଙ୍ଗ ମୁନା: ଓଡ଼ିଶା-ମୋ ପରିବାରର ସହାୟତା

ଭୁବନେଶ୍ୱର (ଶାସକ ପ୍ରଶାସକ): ପିଲା ଦିନୁ ଦୁଇ ହାତ ହରାଇ ଦିବ୍ୟାଙ୍ଗ ହୋଇପଡିଥିଲେ ମୁନା । ମନରେ ପଢା ଲେଖା କରିବାକୁ ଅନାବିଳ ଆଗ୍ରହ ଥିଲେ ସୁଦ୍ଧା ତାଙ୍କର ଶାରୀରିକ ଅକ୍ଷମତା ପ୍ରତିବନ୍ଧକ ସାଜିଥିଲା । ଛୋଟ ପିଲାଟିର କରୁଣ କାହାଣୀ ସମ୍ପର୍କରେ ଜାଣିବା ପରେ, କୃତ୍ରିମ ହାତ ଯୋଗାଇ ଦେଲା…

ସୁବଳୟା ବିରାଟ ଧନୁଯାତ୍ରା ମହୋତ୍ସବ ଉଦଘାଟିତ

କଂସ ମହାରାଜଙ୍କ ରାଜ୍ୟ ଅଭିଷେକ ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ବାବା ଅବଧୂତ ସାଂସ୍କୃତିକ ସଂଘ ପକ୍ଷରୁ ବିରାଟ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି।‌ ଏଥିରେ ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ ମୁଖ୍ୟ…