ବାଇକ ଟ୍ରକ ମୁହାଁ ମୁହିଁ ଧକ୍କା, ୨ ମୃତ୍ୟୁ |

କାମାକ୍ଷାନଗର/ରିତେଶ ବ୍ରହ୍ମା  :-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଏନ.ଏଚ ୫୩ ମୁଣ୍ଡେଇଲ ଗ୍ରାମ ଛକ ନିକଟରେ ବାଇକ ଟ୍ରକ ମୁହାଁ ମୁହି ଧକ୍କା। ଧକା ଫଳରେ ଉଭୟେ ୨ ଜଣ ଙ୍କର ମୃତ୍ୟୁ ହୋଇଛି |ମୃତକ ୨ ଜଣେ ହେଉଛନ୍ତି ଜଣେ ପରଜଙ୍ଗ ଥାନା କନ୍ତୁର ଗ୍ରାମର ମାମୁଦ ସାହୁ। ଅନ୍ୟ ଜଣେ ହେଉଛନ୍ତି…

ଚାଷୀଙ୍କ ଫାର୍ମ ହାଉସ ବୁଲିଲେ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଅଧିକାରୀ

କାମାକ୍ଷାନଗର/ରିତେଶ ବ୍ରହ୍ମା :ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହାଳ ଗାଁରେ ଜିଲ୍ଲାପାଳ ସରୋଜ କୁମାର ସେଠି । କଟାବାହାଳ ଗାଁର ଚାକିରିଆ ଦମ୍ପତ୍ତି ତପନ କୁମାର ପ୍ରଧାନ ଓ ସ୍ମିତା ପ୍ରଧାନଙ୍କ ଫାର୍ମ ହାଉସକୁ ବୁଲି ଦେଖିଛନ୍ତି ଜିଲ୍ଲାପାଳଙ୍କ ସମେତ…

ରିଲାଏନ୍‌ସ ଜୁଏଲ୍‌ସ ପକ୍ଷରୁ ସ୍ୱତନ୍ତ୍ର ଭାଲେଂଟାଇନ୍ ଡେ କଲେକ୍‌ସନର ଶୁଭାରମ୍ଭ

-ଚଳିତ ଭାଲେଂଟାଇନ୍ ଦିବସରେ ଉପସ୍ଥାପନ କରାଯାଉଛି ଆତ୍ମ ପ୍ରେମ ଦ୍ୱାରା ଅନୁପ୍ରେରିତ ଏକ୍ସକ୍ଲୁସିଭ୍ କଲେକ୍ସନ, 'ଖୁଦ୍ ସେ ଭି ପ୍ୟାର କରୋ' ମୁମ୍ବାଇ:  ଚଳିତ ଭାଲେଂଟାଇନ୍ ଦିବସରେ ରିଲାଏନ୍ସ ଜୁଏଲ୍ସ ଏହାର ଗ୍ରାହକମାନଙ୍କୁ ସବୁଠାରୁ ପ୍ରମୁଖ ବ୍ୟକ୍ତିଙ୍କୁ ଭୁଲି ନଯିବା ପାଇଁ କହିଛନ୍ତି, …

ମେଲଛାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଳା କାୟାକଳ୍ପ ଆକଳନ ଦଳ

ମେଲଛାମୁଣ୍ଡା,(ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଳା କାୟାକଳ୍ପ ଆକଳନ ଦଳ ଡିପିଏମ ଗିରିଜା ପ୍ରସାଦ ମିଶ୍ର ଓ ଏଏମଏଏ୍‌କ୍ୟୁ ଦିପାଜଂଳି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଂଧ୍ୟାରେ ସମ୍ପର୍ଣ୍ଣ ହୋଇଯାଇଛି । ଏହି ଆକଳନ ଦଳକୁ ଜମଲା…

ଯୁଗ୍ମ ପ୍ରବେଶିକା ପରିକ୍ଷାରେ ଅଖିଲେଶ ଅଗ୍ରଓାଲଙ୍କ ବାଜିମାତ

୯୯.୯୯ ପ୍ରତିଶତ ସହ ରାୟପୁର ଟପର ମେଲଛାମୁଣ୍ଡା,(ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡା ବାସିନ୍ଦା ଅଖିଲେଶ ଅଗ୍ରଓାଲ ସର୍ବଭାରତୀୟ ଯୁଗ୍ମ ପ୍ରବେଶିକା ପରିକ୍ଷାରେ ୯୯.୯୯ ପ୍ରତିଶତ ମାର୍କ ରଖି ଛତିଶଗଡ ରାଜ୍ୟରେ ପ୍ରଥମ ସ୍ଥାନ ରଖିବା ସହ ମେଲଛାମୁଣ୍ଡା ଅଂଚଳରେ ପ୍ରଶଂସାର କେନ୍ଦ୍ର ବିନ୍ଦୁ…

ଯୁଗ୍ମ ପ୍ରବେଶିକା ପରିକ୍ଷାରେ ଅଖିଲେଶ ଅଗ୍ରଓାଲଙ୍କ ବାଜିମାତ

୯୯.୯୯ ପ୍ରତିଶତ ସହ ରାୟପୁର ଟପର ମେଲଛାମୁଣ୍ଡା,(ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡା ବାସିନ୍ଦା ଅଖିଲେଶ ଅଗ୍ରଓାଲ ସର୍ବଭାରତୀୟ ଯୁଗ୍ମ ପ୍ରବେଶିକା ପରିକ୍ଷାରେ ୯୯.୯୯ ପ୍ରତିଶତ ମାର୍କ ରଖି ଛତିଶଗଡ ରାଜ୍ୟରେ ପ୍ରଥମ ସ୍ଥାନ ରଖିବା ସହ ମେଲଛାମୁଣ୍ଡା ଅଂଚଳରେ ପ୍ରଶଂସାର କେନ୍ଦ୍ର ବିନ୍ଦୁ…

ମହାବିରୋଡ଼ ଗ୍ରାମ୍ୟ ବ୍ୟାଙ୍କ୍ ଡକାୟତି ଘଟଣାର ପର୍ଦ୍ଦାଫାଶ୍

୯ ଅଭିଯୁକ୍ତ ଗିରଫ, ୬ କେଜି ସୁନା ସହ ୪.୩୨ ଲକ୍ଷ ଟଙ୍କା ଜବତ ଢେଙ୍କାନାଳ/ରିତେଶ ବ୍ରହ୍ମା: ଢେଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ଅନ୍ତର୍ଗତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ମହାବିରୋଡ ଶାଖାରୁ ଗତ ୩ ତାରିଖରେ ହୋଇଥିବା ବଡଧରଣର ସଶସ୍ତ୍ର ଡକାୟତି ଘଟଣାରେ ପୁଲିସ୍ ୯ ଜଣ ଡକାୟତଙ୍କୁ ଗିରଫ କରିବା…

ନର୍ସିଂ କଲେଜରେ ଛାତ୍ରୀ ନିର୍ଯ୍ୟାତନା। ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ରୀ।

ଉମରକୋଟ /ଜିତେନ୍ଦ୍ର ମହାନ୍ତି-ଆତ୍ମହତ୍ୟା ଉଦ୍ୟମ କଲେ ନର୍ସିଂ କଲେଜ ଛାତ୍ରୀ। ଗୁରୁତର ଅବସ୍ଥାରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି । ଅବସ୍ଥା ଗୁରୁତର ଥିବାରୁ ସ୍ଵଇଚ୍ଛାରେ କୋରାପୁଟ ସ୍ଥାନାନ୍ତର ହେଲେ ପୀଡିତା। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ…

ଓଡ଼ଗାଁ ବନାଞ୍ଚଳ ଅଧିକାରୀଙ୍କ ଦବଙ୍ଗଗିରି, ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦ

କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ, ଖବର ସଂଗ୍ରହ କାରୀ ସାମ୍ବାଦିକଙ୍କ ନାମରେ ଆକ୍ରୋଶମୂଳକ ଭାବେ ଥାନାରେ କଲେ ଅଭିଯୋଗ ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ଓଡ଼ଗାଁ ବାନାଞ୍ଚଳ ଅଧିକାରୀଙ୍କ କନ୍ଧମାଳ ଜିଲ୍ଲା ବୈୖାଦ୍ଧ…

ସୁବଳୟା ବିରାଟ ଧନୁଯାତ୍ରା ମହୋତ୍ସବ ତୃତୀୟ ସନ୍ଧ୍ୟା

କୃଷ୍ଣ ଜନ୍ମ ହେବାର ଶୁଣି କଂସ ବିଚଳିତ ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ବାବା ଅବଧୂତ ସାଂସ୍କୃତିକ ସଂଘ ପକ୍ଷରୁ ପ୍ରଥମ ବିରାଟ ଧନୁଯାତ୍ରା ମହୋତ୍ସବ ଗୁରୁବାର ଥିଲା ତୃତୀୟ‌ ସନ୍ଧ୍ୟା ।‌ କଂସଙ୍କ ନଗର ପରିକ୍ରମା…