ବାଣିପୀଠ ମଧୁବୈଶ ସମାଜ (ସ୍ୱଜାତି) ଜ଼ିଲ୍ଲାସ୍ତରୀୟ ବନ୍ଧୁମିଳନ

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଂଚାୟତ ଅଧୀନ ବସନ୍ତ ବଗିଚା ଠାରେ ବାଣିପୀଠ ମଧୁବୈଶ୍ୟ ସମାଜ (ସ୍ୱଜାତି ବନ୍ଧୁ ମିଳନ ) ଜ଼ିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସମସ୍ତ କର୍ମକର୍ତ୍ତା ମାନେ ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ…

ମଇ ୩ ରୁ ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା

ଭଞ୍ଜନଗର,୨୬/୦୨ : ଦୀର୍ଘ ୬ବର୍ଷ ପରେ ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ମଇ ୩ ତାରିଖରୁ ଆରମ୍ଭ ହେବ। ଏଥି ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେବା ସହ ଏ ନେଇ ଯାତ୍ରା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ରବିବାର କମିଟି ଉପଦେଷ୍ଟା ତଥା…

ବରିଷ୍ଠ ସାମ୍ବାଦିକ ଶ୍ରୀ ଅଜିତ୍ କୁମାର ମହାନ୍ତିଙ୍କ ପରଲୋକ

ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଜିତ ଶୋକାକୁଳ ପରିବେଶ ମଧ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଭୁବନେଶ୍ୱର : ଭୁବନେଶ୍ୱରର ବରିଷ୍ଠ ତଥା ଜଣାଶୁଣା ସାମ୍ବାଦିକ ଶ୍ରୀ ଅଜିତ୍ କୁମାର ମହାନ୍ତିଙ୍କର ଆଜି ଅପରାହ୍ଣ ୧୨ଟା ୪୩ ମିନିଟ୍ ସମୟରେ…

ବିଜୁ ଜନତା ଦଳ କାହା ସପକ୍ଷରେ “ନବ ନା ଗୋପାଳ” ? : ମନୋଜ ମହାପାତ୍ର

 ୨୦୦୫ରେ କାମାକ୍ଷାନଗର ଥାନା ଅଧିକାରୀଙ୍କ ଘର ଭିତରେ ପଶି ସଂଘବଦ୍ଧ ମରଣାନ୍ତ୍ରକ ଆକ୍ରମଣ, ଅପହରଣ କରିବା ଭଳି ସଙ୍ଗୀନ ମାମଲାରେ ସଂପୃକ୍ତ ବର୍ତମାନର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କ୍ୟାବିନେଟ୍‌ରେ ସ୍ଥାନ ଦେବା ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ପୋଲିସ ପ୍ରତି କି ପ୍ରକାର ସମ୍ମାନ ?…

ପ୍ରଦୀପ ଜେନା ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ

ଅନୁ ଗର୍ଗ ନୂଆ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓଇଆରସି ଅଧ୍ୟକ୍ଷ   ଭୁବନେଶ୍ୱର : ବିଳମ୍ବରେ ହେଲେ ବି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଅଧିଷ୍ଠିତ ହୋଇଛନ୍ତି ବର୍ତ୍ତମାନର ଉନ୍ନୟନ କମିସନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ୧୯୮୯ ବ୍ୟାଚ୍ ବରିଷ୍ଠ ଆଇଏଏସ୍ ପ୍ରଦୀପ କୁମାର ଜେନା ।…

ସମାଜରେ ବିଭିନ୍ନ ବର୍ଗଙ୍କ ମଧ୍ୟରେ ଭିନ୍ନକ୍ଷମ ମାନଙ୍କ ସାମାଜିକ ଉତ୍ଥାନ ଏବଂ କଲ୍ୟାଣ ପାଇଁ କବି ସାହିତ୍ୟିକ ମାନେ…

କୁସୁମାଞ୍ଜଳିର ଦ୍ୱିତୀୟ ବାର୍ଷିକ ଉତ୍ସବ ନୟାଗଡ଼/ଲକ୍ଷ୍ମୀଧର ସାହୁ: ନୟାଗଡ଼ ଜିଲ୍ଲାରୁ ପ୍ରକାଶ ପାଉଥିବା ମାସିକ ସମ୍ବାଦ ଓ ସାହିତ୍ୟ ପତ୍ରିକା 'କୁସୁମାଞ୍ଜଳି'ର ଦ୍ୱିତୀୟ ସ୍ବର୍ଣ୍ଣକ୍ଷେତ୍ର ଉତ୍ସବ ସ୍ଥାନୀୟ କୃଷ୍ଣଚନ୍ଦ୍ର କ୍ଲବ ସଭାଗୃହରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି।…

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

ଭବାନୀପାଟଣା/ଭୁବନେଶ୍ବର, ୨୬।୦୨- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦିନିକିଆ କଳାହାଣ୍ଡି ଗସ୍ତ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯୮ତମ “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ…

ତାଲିମ ଦେଇ ଆଗ୍ରୋପଲିଟେକନିକ ଛାତ୍ରଛାତ୍ରୀଙ୍କୁ ଫାଙ୍କିଦେଉଛନ୍ତି ଓଡିଶା ସରକାର!!!

ଯଦି ସୁବିଧା ଦେବାର ନଥିଲା ତେବେ ଦି ବର୍ଷିଆ ତାଲିମ ଦେଉଥିଲେ କାହିଁକି!!ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଏପରି ପାଠ୍ୟକ୍ରମ ଖୋଲି ପିଲାଙ୍କୁ ଭୁଆଁ ବୁଲାଇଲେ କାହିଁକି!!! ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ କୃଷି, ମତ୍ସ୍ୟ, ପଶୁପାଳନ ଆଦି ବିଷୟରେ…

ସାବାସ ସୌଭିକ :ସୁନ୍ଦର ମଣିଷ ପଣିଆ

କୋଲକାତା : ମଣିଷ ପଣିଆ ଦେଖାଇଲେ ପୋଲିସ ଇନ୍ସପେକ୍ଟର ସୌଭିକ ଚକ୍ରବର୍ତ୍ତୀ | ଅନେକଙ୍କ ନଜରରେ ଗୁରୁତ୍ୱହୀନ ଛୋଟିଆ ବିବେଚିତ ହେଉଥିବା କାମଟିଏ କରି ନିଜ ବିରାଟ ହୃଦୟର ପରିଚୟ ଦେବା ସହ ନିଜ ବର୍ଦ୍ଦିର ଗୌରବ ବଢ଼ାଇଛନ୍ତି | ଘଟଣାଟି କଲିକତା ସହରର | ପୋଲିସ ଇନ୍ସପେକ୍ଟର ସୌଭିକ ଚକ୍ରବର୍ତ୍ତୀ…