ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗଆକ୍ସନ ମୂଡ଼ରେ
ନବରଙ୍ଗପୁର /ଅଶୋକ ସାହୁ: ଜିଲ୍ଲା ପରିଷଦ ବୈଠକରେ ପ୍ରବଳ ବାକବିତଣ୍ଡା ମଧ୍ୟରେ ଜିଲ୍ଲା ଅବକାରୀ ବିଭାଗ ହତବାନ୍ଧି ବସିଥିବା ଅଭିଯୋଗ ଆସିବା ପରେ ଜିଲ୍ଲପାଳ ଡାକ୍ତର କମଳଲୋଚନ ମିଶ୍ରଙ୍କ ତାଗିତ ଓ ଜିଲ୍ଲା ଅବକାରୀ ଅଧିକ୍ଷିକ ଶ୍ରୀ ଗଙ୍ଗା ପାଇକରାୟ ନିର୍ଦେଶକ୍ରମେ ବର୍ତମାନ ଜିଲ୍ଲା ଅବକାରୀ…