ତିନି ଦିନିଆ ଓଡିଶା ଗସ୍ତରେ କେରଳର ନିର୍ବାଚିତ ପୌର ପ୍ରତିନିଧି ଓ ବିଭାଗୀୟ ଅଧିକାରୀ

ଭୁବନେଶ୍ୱର: କେରଳର କୋଝିକୋଡ ଏ ବଂ ପାଲକାଡ ପୌରାଞ୍ଚଳର ୨୧ ଜଣ ପ୍ରତିନିଧୀ ଏବଂ କାର୍ଯ୍ୟକର୍ତ୍ତା ଫେବୃଆରୀ ୨୮ ରୁ ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ପରିବେଶ ଓ ବିକାଶ କେନ୍ଦ୍ର (ସିଇଡି), ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏକ ଜାତୀୟ ତାଲିମ…

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା: ଶିକ୍ଷକର କେବେ ଅବସର ନଥାଏ

ନୟାଗଡ଼,୧ା୨: ଜଣେ ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ହିଁ ପାଇଥାଏ । ନୟାଗଡ଼ ବ୍ଲକ ଅନ୍ତର୍ଗତ ବାରବାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ଦେବୀଙ୍କ ଅବସରକାଳୀନ…

ମିଶନ୍ ଲାଇଫ ଓ ପ୍ଲାଷ୍ଟିକ ମୁକ୍ତ ଭାରତ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼,୧/୩ ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ , କ୍ଷେତ୍ରୀୟ କାର୍ଯ୍ୟାଳୟ, ଫୁଲବାଣୀ ପକ୍ଷରୁ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଘଡୁଆଳ ଗ୍ରାମ ରେ " ମିଶନ୍ ଲାଇଫ ଓ ପ୍ଲାଷ୍ଟିକ ମୁକ୍ତ ଭାରତ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଯୋଜନାବଦ୍ଧ ଆକ୍ରମଣ କରିଥିଲେ ଯୁବମୋର୍ଚ୍ଚା କର୍ମକର୍ତ୍ତା: ବିଜେଡି

 ନେତାଙ୍କ ସ୍ୱାର୍ଥର ସାରଥୀ ନହେବାକୁ ବିଜେପି କର୍ମୀଙ୍କୁ ପରାମର୍ଶ  ଏହି ଘଟଣାରେ ଧର୍ମେନ୍ଦ୍ରଙ୍କ ନିରବତାକୁ ନେଇ ପ୍ରଶ୍ନ  ଗଣ୍ଡଗୋଳକାରୀଙ୍କ ବିରୁଦ୍ଧରେ ଆଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ଭୁବନେଶ୍ୱର: ଗତକାଲି ଆନ୍ଦୋଳନ ନାଁରେ ଭାରତୀୟ ଯୁବମୋର୍ଚ୍ଚା…

ବେଆଇନ ବାଲି ଟ୍ରାକ୍ଟର ଜବତ ଓ ଇଟାଭାଟି ଉପରେ ଚଢାଉ

କାମାକ୍ଷାନଗର/ରିତେଶ ବ୍ରହ୍ମା : ପରଜଙ୍ଗ ତହସିଲ ଅନ୍ତର୍ଗତ ରୋଡ ଓ କନ୍ଦରସିଂହା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଅଞ୍ଚଳରେ ମାଟା ଇଟାଭାଟି ଓ ବାଲି ବୋଝେଇ ଟ୍ରାକ୍ଟର ଜବତ କରି ୧.୨୦ ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାଯାଇଛି । ରୋଡ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ଗଇଲୋ…

ଗୁରୁଜାଙ୍ଗୁଲି ଗ୍ରାମ୍ୟ ଜଙ୍ଗଲ ଜଳୁଛି ,ବନ ବିଭାଗର ନିଘା ନାହିଁ ।

କାମାକ୍ଷାନଗର/ରିତେଶ ବ୍ରହ୍ମା :ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଦଶୀପୁର ପଞ୍ଚାୟତ ଗୁରୁଜାଙ୍ଗୁଲି ଗ୍ରାମ୍ୟ ଜଙ୍ଗଲରେ ଲାଗିଛି ନିଆଁ ।ଏହି ଅଗ୍ନିକାଣ୍ଡରେ ଏକର ଏକର ଜଙ୍ଗଲ ନିଆଁରେ ଜଳିବା ଦ୍ୱାରା ଜଙ୍ଗଲ ନଷ୍ଟ ହେବା ସାଙ୍ଗକୁ ପରିବେଶ ପ୍ରଦୂଷଣ ବଢୁଛି ।ଏଥିସହ ଉତ୍ତାପ…

ଜଳ ସଂପଦର ବିକାଶ ଓ ଜଳସେଚନ ଭିତ୍ତିଭୂମି ନିର୍ମାଣ : ୫ବର୍ଷରେ ୭୫,୦୦୦ କୋଟି ବିନିଯୋଗ ଲକ୍ଷ୍ୟ

୨୦୨୩-୨୪ ରେ ଜଳ ସମ୍ପଦ ବିଭାଗ ସଂପର୍କିତ ବ୍ୟୟ ବରାଦ ସଂପର୍କରେ ଜଳ ସଂପଦ ମନ୍ତ୍ରୀ ଏବଂ ଉନ୍ନୟନ କମିଶନର ଦେଲେ ସୂଚନା ଭୁବନେଶ୍ୱର : ଓଡିଶା ବଜେଟ୍-୨୦୨୩-୨୪ ରେ ଜଳ ସମ୍ପଦ ବିଭାଗ ସଂପର୍କିତ ବ୍ୟୟ ବରାଦ ସଂପର୍କରେ ଆଜି ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି…

ଟାଟା ପାୱାର , ପ୍ରଶାସନ ଓ ଚାଷୀ ସଂଗଠନର ସଫଳ ଆଲୋଚନା

ବରଗଡ :- ପାଇକମାଳ ବ୍ଲକ ରାଜବୋଡାସମ୍ବର୍ କୃଷକ ସଂଗଠନ ର ସଭାପତି ଶ୍ରୀ ନନ୍ଦଲାଲ ତ୍ରିବେଦୀଙ୍କ ନେତୃତ୍ୱରେ ପାଇକମାଳ ବ୍ଲକ କାର୍ଯ୍ୟାଳୟ ଠାରେ ଚାଷୀ ପ୍ରତିନିଧି ମଣ୍ଡଳୀ ,ତହସିଲଦାର,ବିଦ୍ୟୁତ୍ ବିତରକ ପାଇକମାଳ sdo ଙ୍କ ସହିତ ବିଦ୍ୟୁତ୍ ସମସ୍ୟା ର ସମାଧାନ ପାଇଁ ବୈଠକ ବସିଥିଲା ,କୃଷକ…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ମନ୍ତ୍ରାଳୟ ପକ୍ଷରୁ ତଥା ସୋସିଓ କଲ୍ଚୁରାଲ ଡେଭଲପମେଣ୍ଟ ସେଣ୍ଟର ଓଡ଼ିଶା ସହଯୋଗରେ ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜିଲ୍ଲାସ୍ତରୀୟବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।…

ବିଦ୍ୟାଳୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ଜାଜପୁର ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ , ଗଜପତି ପ୍ରୋଦୋଷ କୁମାର ନାଇକଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର…