ନବ ଦାସଙ୍କ ହତ୍ୟାକାଣ୍ଡରୁ ନଜର ଏଡାଇବା ପାଇଁ ରାଜ୍ୟ ସରକାରଙ୍କ ନୂଆ ନାଟକ : ସୋନାଲୀ ସାହୁ
ଭୁବନେଶ୍ୱର, ତା.୦୩/୦୩: ଗ୍ୟାସ ଭଳି ପଦାର୍ଥର ଦର ଅନ୍ତର୍ଜାତୀୟ ବଜାରର ସ୍ଥିର କରିଥାଏ । ଏଥିରେ ମୋଦୀ ସରକାରଙ୍କ କୌଣସି ଭୂମିକା ନାହିଁ । ଏକଥାକୁ କଣ ବିଜୁ ଜନତା ଦଳର ନେତାନେତ୍ରୀ ଜାଣନ୍ତିନି କି? ଗ୍ୟାସ ଉପରେ ସର୍ବାଧିକ ଟିକସ ରାଜ୍ୟ ସରକାର ନେଉଛନ୍ତି । ତେଣୁ ପ୍ରଥମେ ରାଜ୍ୟ ସରକାର…