ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ: ୪୮,୨୪୪ଟି ମାମଲାର ଫଇସଲା
ମଇ ୧୩ରେ ଜାତୀୟ ଲୋକ ଅଦାଲତ
ଭୁବନେଶ୍ୱର– ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରା ଜଜ ଶ୍ରୀ ନିଶିଥ ନିଶାକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଯଥା ଖୋର୍ଦ୍ଧା, ବାଣପୁର, ଚିଲିକା,ଜଟଣୀ ପରିସରରେ ଜିଲ୍ଲାସ୍ତରୀୟ…