ମିଳିତ କାର୍ଯ୍ୟକ୍ରମ ନେଇ ସୋଆ ଏବଂ ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର , ୧୬/ ୦୩ : ଶିଳ୍ପ ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରାଂଶ ପ୍ରସ୍ତୁତି ନିମନ୍ତେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପୁନେ ସ୍ଥିତ ଆରଏସବି ଟ୍ରାନ୍ସମିସନ୍ସ( ଆଇ) ଲିମିଟେଡ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି…

୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଏପ୍ରିଲ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜଧାନୀ ପ୍ରତିଷ୍ଠା ଦିବସ ଓ ମହୋତ୍ସବ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ଆଲୋଚନା ଭୁବନେଶ୍ୱର ତା-୧୫.୦୩.୨୦୨୩: ଆଗାମୀ ଅପ୍ରେଲ ୧୩ ତାରିଖରେ ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ…

ଜଳୁଛି ଜଙ୍ଗଲ, ଢୁଳାଉଛି ବନବିଭାଗ

କାମାକ୍ଷାନଗର/ରିତେଶ ବ୍ରହ୍ମା(15/3) : କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ରେ ଦୀର୍ଘ ସମୟ ଧରି ଜଳୁଛି ଜଙ୍ଗଲ | ୫୩ ନଂ ଜାତିୟରାଜପଥ ରାସ୍ତା କଡରେ ଥିବା ବାଉଁଶପାଳ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ନିଆଁ ଜଳୁଛି |ତେବେ ଆଜି ଅପରାହ୍ନ ରେ କୌଣସି କାରଣ ରୁ ନିଆଁ ଲାଗି ଥିବା ବେଳେ,ଦୀର୍ଘ ସମୟ…

ସର୍ବଶିକ୍ଷା ଅଭିଯାନରେ ଶାରିରିକ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଉପକରଣ ବଣ୍ଟନ।

କାମାକ୍ଷାନଗର/ରିତେଶ ବ୍ରହ୍ମା- ସରକାରଙ୍କ ଦ୍ବାରା ଶର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଅଧ୍ୟୟନ କରୁଥିବା ଶାରିରିକ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଉପକରଣ ବଣ୍ଟନ କରାଯାଇଛି। କାମାକ୍ଷାନଗର ସାରଙ୍ଗଧର ଉଚ୍ଚବିଦ୍ୟାଳୟ ପରିସରରେ ଏହିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ…

ନୂତନ ପେନସନ ଯୋଜନାର କରୁଣ ପରିଣତି

ଅବସର ପରେ ପାନ ଦୋକାନ କରି ଚଳୁଛନ୍ତି ଶିକ୍ଷକ ନୟାଗଡ଼,୧୫ା୩ (ଲକ୍ଷ୍ମୀଧର ସାହୁ): ଏକ ଜନମଙ୍ଗଳକାରି ରାଷ୍ଟ୍ରରେ ସରକାର ନାଗରିକ ମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ପ୍ରକାରର ଜନ କଲ୍ୟାଣକାରୀ ଯୋଜନା ସବୁ ପ୍ରଣୟନ କରିଥାନ୍ତି । ଏହା ଦ୍ୱାରା ସମାଜରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକମାନେ…

ହାତୀ ଆକ୍ରମଣରେ ଜଣେ ମୃତ୍ୟୁ

ମହାବିରୋଡ଼/କାମାକ୍ଷାନଗର/ରିତେଶ ବ୍ରହ୍ମା( ୧୫/୦୩):ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ କୁଟୁରିଆ ପଞ୍ଚାୟତ ଗୋଳାଗାଡ଼ିଆ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି ।ସୂଚନା ଅନୁସାରେ ଗ୍ରାମର ସରତ ଧଳ(୬୯) ,ପତ୍ନୀ ରମ୍ଭାଙ୍କ ସହିତ ଛେଳି ଚରାଇବା ପାଇଁ ଗୋଲାଗାଡ଼ିଆ ଗ୍ରାମ…

କେବୁଲ ତାର ଚୋରି ଅଭିଯୋଗ ରେ ଜଣେ ଗିରଫ l

ଝାରବନ୍ଧ -ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ପୋଲିସ ଜଣ କୁ କେବୁଲ ତାର ଚୋରି ଅଭିଯୋଗ ରେ କୋର୍ଟ ଚାଲାଣ କରିଛି l ଜଗଦଲପୁର ଥାନା ବଡ଼ କଞ୍ଜlରୀ ଗ୍ରାମ ର ଶର୍ମା ସତନାମୀ ଙ୍କ ନିଜ ଚାଷ ଜମିରେ ଥିବା ନଲ କୂପରେ କେବୁଲ ତାର ଚୋରି ହୋଇଥିବା ନେଇ ଥାନା ରେ ଲିଖିତ…

ଷ୍ଟେରିଙ୍ଗ ଛାଡ ଆନ୍ଦୋଳନରେ ପାଇକମାଳ ଡ୍ରାଇଭର ସଂଘ

ପାଇକମାଳ, ୧୫।୩ : ଓଡିଶା ଡ୍ରାଇଭର ମହାସଂଘ ଆହ୍ବାନ କ୍ରମେ ଡ୍ରାଇଭର ଏକତା ମହାମଞ୍ଚ ତରଫରୁ ଡାକରା ଦିଆଯାଇଥିବା ଷ୍ଟେରିଙ୍ଗ ଛାଡ ଆନ୍ଦୋଳନରେ ପାଇକମାଳ ଡ୍ରାଇଭର ସଂଘ ର ସମସ୍ତ ଡ୍ରାଇଭର ଭାଈ ମାନେ ୧୦ ଦଫା ଦାବି ନେଇ ପାଇକମାଳ ମୂଖ୍ୟ ଛକ ଠାରେ ଆଜି ସକାଳ ୬ ଟା ଠାରୁ ଅନ୍ଦୋଳନରେ ବସିଛନ୍ତି ।…

ଜନସାଧାରଣ ଙ୍କୁ ସେବା କ୍ଷେତ୍ରରେ ଓଡିଶା ମୋ ପରିବାରର ସ୍ଥାନ ସ୍ୱତନ୍ତ୍ର :- ଭୋଜରାଜ ସିଂ

ବରଗଡ :- ବିଜୁ ଜନତା ଦଳର ଓଡିଶା ମୋ ପରିବାର ଓଡିଶା ବାସୀ ଅନେକ ପ୍ରଜାର ସେବା ଯୋଗାଇ ଏଜ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ମୁଖ୍ୟତଃ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରି ରାଜ୍ୟର ରକ୍ତ ଅଭାବକୁ ଦୂର କରିବା ନିମନ୍ତେ ଓଡିଶା ମୋ ପରିବାରର ପ୍ରୟାସ ଆଜି ଉଚ୍ଚ…

ଶ୍ରୀରାମ ନବମୀ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଯାତ୍ରା ସମୟରେ ମନ୍ଦିର ରାସ୍ତା ପାଶ୍ୱର୍ରେ ଆମିଷ ବିକ୍ରୟ ନିଷେଧ ଓଡ଼ଗାଁ, ୧୫|୦୩ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ପ୍ରସିଦ୍ଧ ସ୍ୱର୍ଣ୍ଣକଳସ କ୍ଷେତ୍ରଭାବେ ପ୍ରସିଦ୍ଧି ଲାଭ କରିଥିବା ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ବିଜେ ଶ୍ରୀରାମ ନବମୀ ଯାତ୍ରା ତଥା ନବଦିନ ସନ୍ଧ୍ୟାବେଶ ପାଇଁ…