କଳିଙ୍ଗ ହସ୍ପିଟାଲର ନୂତନ ଏମଡିଙ୍କୁ ସ୍ୱାଗତ ସମ୍ବର୍ନ୍ଧନା

ଭୁବନେଶ୍ୱର: ଓଡିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ ଭାବେ ଭୁବନେଶ୍ୱରସ୍ଥ କଳିଙ୍ଗ ହସ୍ପିଟାଲ ୧୯୯୭ ମସିହାରୁ ସେବା ପ୍ରଦାନ କରିଆସୁଅଛି । ବିଗତ ୨୬ ବର୍ଷ ମଧ୍ୟରେ କଳିଙ୍ଗ ହସ୍ପିଟାଲ ଲିମିଟେଡ୍ ସୁଲଭ ମୁଲ୍ୟରେ ଉକ୍ରୁଷ୍ଟ ସ୍ୱାସ୍ଥ୍ୟ ସେବା ପାଇଁ ଓଡିଶା ଏବଂ ପଡୋଶୀ ରାଜ୍ୟରେ ବେଶ୍ ସୁନାମ…

ଏନ୍‌ସେଫାଲୋସେଲେସ୍ ସମସ୍ୟାରେ ପୀଡ଼ିତ ଥିବା ୪ ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହେଲେ ସମ୍ ସର୍ଜନ୍‌

ଭୁବନେଶ୍ୱର , ୧୬/ ୦୩ : ଏକ ଚାରି ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର କରି ତାକୁ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ୍‌ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନ୍ । ୪ ବର୍ଷର ଶିଶୁଟିର ଏକ ଜନ୍ମଗତ ତ୍ରୁଟି ଯୋଗୁଁ…

ସୁରଗନ୍ଧର୍ବ ନବକିଶୋର ମିଶ୍ରଙ୍କ ସଙ୍ଗୀତ ସନ୍ଧ୍ୟା

ନୟାଗଡ଼,୧୬/୩:ନୟାଗଡ଼ ଜିଲ୍ଲାର ସୁନାମଧନ୍ୟ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବ କିଶୋର ମିଶ୍ରଙ୍କ ସଙ୍ଗୀତ ସନ୍ଧ୍ୟା ଗତ କାଲି ସନ୍ଧ୍ୟାରେ ମା' ଦକ୍ଷିଣକାଳୀଙ୍କ ମନ୍ଦିର ନିକଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି । "ଘାରିଛି କାଳିଆ ନିଶା" ସଙ୍ଗୀତ ଅନୁଷ୍ଠାନ ପକ୍ଷରୁ ସମ୍ପାଦକ ଲକ୍ଷ୍ମଣ ପଟେଲଙ୍କ…

ଦ୍ୱିତୀୟ ଦିନରେ ଡ୍ରାଇଭର ମହାସଂଘ ଆନ୍ଦୋଳନ, ପରିବା ଦର ଆକାଶ ଛୁଆଁ

ନୟାଗଡ଼,୧୬/୩:ନୟାଗଡ଼ ଜିଲ୍ଲାରେ ଡ୍ରାଇଭର ମହାସଂଘ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଦ୍ବିତୀୟ ଦିନରେ ପହଞ୍ଚିଛି । ନୟାଗଡ଼ ସହର ମୁଖ୍ୟ ଟ୍ରାଫିକ ଛକରେ ନୟାଗଡ଼ ବ୍ଲକର ୨୯ ପଞ୍ଚାୟତ ଓ ପୌର ପରିଷଦକୁ ମିଶାଇ ୩୦ଟି ଟେଣ୍ଡରେ ଡ୍ରାଇଭରମାନେ ଧାରଣା ଦେଇଛନ୍ତି । ୩ ହଜାରରୁ ଉର୍ଦ୍ଧ ଡ୍ରାଇଭର ଦୁଇ ଦିନ…

ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ ପାଇଁ ଚିଠି ଲେଖିଲେ ଅରୁଣ

ନୟାଗଡ଼,୧୬/୩:ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ ପାଇଁ ଇଷ୍ଟକୋଷ୍ଟ ରେଲ୍ସ ଜେନେରାଲ ମ୍ୟାନେଜର ମନୋଜ ଶର୍ମାଙ୍କୁ ଚିଠି ଲେଖିଲେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ । ନୟାଗଡ଼ ଜିଲ୍ଲାର ଅନେକ ବାସିନ୍ଦା ନିକଟସ୍ଥ ବାଲେଶ୍ବର, ଭଦ୍ରକ ଓ କଟକ ଜିଲ୍ଲାରେ ବସବାସ କରୁଛନ୍ତି । ସେମାନେ ନୟାଗଡ଼କୁ…

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର:: ଆଜି ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । ସୂଚନାନୁସାରେ,ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳର ଜଣେ ୩୨ବର୍ଷିୟ ବ୍ୟକ୍ତି କେଶବ ନାୟକ ୬ବର୍ଷ ପୂର୍ବେ କେରଳର ଏକ ଯନ୍ତ୍ରପାତି…

ଡ୍ରାଇଭର ଆନ୍ଦୋଳନ: ଧର୍ମେନ୍ଦ୍ରଙ୍କୁ କାଠଗଡାରେ ଛିଡା କଲା ବିଜେଡି

 ଟୁଇଟ୍‍ କରି ଉତ୍ତର ମାଗିଲେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର  କେଉଁ ରାଜ୍ୟରେ ଡ୍ରାଇଭରଙ୍କ ପାଇଁ କି ନୀତି କରିଛ କୁହ  ବିଜେଡି ସରକାର ଏଭଳି ନୀତି କଲେ ବିଜେପି ଶାସିତ ରାଜ୍ୟରେ ଲାଗୁ ହେବ କି? ଭୁବନେଶ୍ୱର: ଡ୍ରାଇଭର ଆନ୍ଦୋଳନକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ…

ପଦ୍ମପୁର ନିର୍ବାଚନ ମଣ୍ତଳୀର ବିକାଶ ପାଇଁ ପ୍ରତିବଦ୍ଧ ବିଧାୟିକା ବର୍ଷା ସିଂ ବରିହା

ବିଧାନସଭାରେ ଉଠାଇଲେ ଅଂଚଳର ବିଭିନ୍ନ ସାମୁହିକ ସମସ୍ୟା ବରଗଡ / ଭୁବନେଶ୍ୱର :- ଗତ ଉପ ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟର ମୁକୁଟ ପିନ୍ଧିଥିବା ବିଧାୟିକା ବର୍ଷା ସିଂ ବରିହା ବିଧାନସଭାରେ ପ୍ରଥମ ଥର ପାଦ ଦେଇ ଅଂଚଳର ସାମୁହିକ ସ୍ବାର୍ଥ ପାଇଁ ନିଜର ପରାକାଷ୍ଠା ଦେଖାଇଛନ୍ତି।…

ଧର୍ମ ପରାୟଣା ମହିଳାଙ୍କ ପରଲୋକ

ପାଇକମାଳ, ୧୫।୩ : ପାଇକମାଳ ବ୍ଲକ୍  ସ୍ବର୍ଗତ ରାମ ପ୍ରସାଦ ସୁନ୍ଦର ତ୍ରିବେଦୀଙ୍କ ଧର୍ମପତ୍ନୀ ରାମକିଶୋରୀ ତ୍ରିବେଦୀ ଙ୍କ ୯୪ ବର୍ଷ ରେ ଗୁରୁବାର ସକାଳ ୧୧ ଘଟିକାରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା ପରୋପକାରୀ ମହିଳା ଥିଲେ । ମୃତ୍ୟୁ ସମୟରେ ତାଙ୍କ ତିନି ପୁଅ ସାନ ପୁଅ ଓକିଲ ମନୋଜ…