ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ଙ୍କ ଓଭର୍ଶାଇଟ କର୍ତ୍ତୃପକ୍ଷ ଜଷ୍ଟିସ ଏ. କେ ପଟ୍ଟନାୟକ ଙ୍କ ସରସକଣା…
ସାରସ କଣାରୁ ଦିପୁ ମହାପାତ୍ର :ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ଙ୍କ ଓଭର୍ଶାଇଟ କତୃପକ୍ଷ ପୁର୍ବ ତନ ଜଷ୍ଟିସ ଏ. କେ ପଟ୍ଟନାୟକ ଙ୍କ ଚାରି ଦିନିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ ର ଆଜି ଦ୍ୱିତୀୟ ଦିନରେ ସରସକଣା ବ୍ଲକ ଗସ୍ତ କରିଥିଲେ l ପ୍ରଥମେ ଝାଡବେଡା ସ୍ଥିତ ନିନି ମହାନ୍ତ ଙ୍କ…