ମନମୋହନ ସାମଲ ରାଜ୍ୟ ବିଜେପି ସଭାପତି ନିଯୁକ୍ତ

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ଯକ୍ଷ ଶ୍ରୀ ଜେ ପି ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ରାଜ୍ୟ ବିଜେପି ସଭାପତି ଭାବେ ନିଯୁକ୍ତ କରାଯାଇଛି। ଆଜି ଏକ ପ୍ରେସ…

ଓଡ଼ିଶାରେ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ପଦକ୍ଷେପ ନିଆଯାଉ – ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ/ଭୁବନେଶ୍ୱର, ମାର୍ଚ୍ଚ ୨୩ – ଓଡ଼ିଶାରେ ହାତୀ ଓ ବନ୍ୟାପ୍ରାଣୀଙ୍କ ମୃତ୍ୟୁକୁ ନେଇ ଚିନ୍ତାପ୍ରକଟ କରିବା ସହ ସେମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ହସ୍ତକ୍ଷେପ କରିବା ତଥା…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ରାଷ୍ଟ୍ରୀୟ ନବବର୍ଷ” ପାଳିତ

https://youtu.be/gj-UTQvpEXU ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଚୈତ୍ରଶୁକ୍ଳ ପ୍ରତିପଦା ଉତ୍ସବ ତଥା "ରାଷ୍ଟ୍ରୀୟ ନବବର୍ଷ" ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଷଷ୍ଠ ଠାରୁ…

ଭକ୍ତି ସଙ୍ଗୀତ ସଂସଦର ଗୁରୁ ଏମ୍. ମାଧବ ପାତ୍ରଙ୍କୁ “ମାଆ ରାଧାଦେବୀ କଳାଶ୍ରୀ ସମ୍ମାନ”

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ନବରଙ୍ଗପୁର ଜିଲ୍ଲାର ଏକ ମାତ୍ର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ "ଭାରତୀ କଳା ନିକେତନ" ଦ୍ଵାରା ଆୟୋଜିତ ସପ୍ତଦଶ ବାର୍ଷିକ ଉତ୍ସବ ଓ ପଞ୍ଚମ ତ୍ରିଦିବସୀୟ ନାଟକ ମହୋତ୍ସବରେ ଭକ୍ତି ସଙ୍ଗୀତ ସଂସଦ, ପାରଳାଖେମୁଣ୍ଡିର ଗୁରୁ ଏମ୍. ମାଧବ…

ଦରିଦ୍ରତା ଏବଂ ରୋଗରେ ଅଛନ୍ତି ପରମାଣିକ ପରିବାର:ମାଗିଛନ୍ତି ସରକାରଙ୍କ ସହାୟତା

ଜଗତସିଂହପୁର,ତା-୨୨.୦୩.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ଅନୀତି ଦୂରରେ ଓଡ଼ିଶ ଗ୍ରାମ ପଞ୍ଚାୟତର ଓଡିଶ ଗ୍ରାମରେ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି, ଦରିଦ୍ରତାର କୋଷାଘାତରେ ଘାଣ୍ଟି ହେଉଥିବା ଏକ ପରିବାର l ପରିବାରର ମୁଖ୍ୟ କହିଲେ ଲୋକନାଥ ପରମାଣିକ ବୟସ ପ୍ରାୟ ୮୫ ପାଖାପାଖି l…

ବିଶ୍ଵ ବନ ଦିବସ ଜିଲ୍ଲା ସ୍ତରରେ ବଇଦପାଲି, ରାଜ୍ୟ ସ୍ତରରେ କୁଳିପୋଷ ଓ ଵଣାଇଁ ପୁରସ୍କୃତ ।

ସୁନ୍ଦରଗଡ଼ /ଵଣାଇଁଗଡ(ବସନ୍ତ କୁମାର ଜେନା) : ସାରା ବିଶ୍ବରେ ବନ ଦିବସ ଭାବେ ପାଳନ କରାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବିକାଶ ଭବନ ଠାରେ ଆଜି ଜିଲ୍ଲା ସ୍ତରୀୟ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ରାଉରକେଲା ଵନମଣ୍ଡଳ ର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡଃ. ଅରୁଣ କୁମାର…

ଶ୍ରୀହରି ସ୍ପଞ୍ଜ ର ବେଆଇନ ନାଳ,ପଶୁ ସମ୍ପଦ ପାଇଁ ସାଜିଛି ମରଣଯନ୍ତା ।

ରାଉରକେଲା (ବସନ୍ତ କୁମାର ଜେନା): ଵଣାଇଁ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମପଞ୍ଚାୟତ ନିକଟରେ ଅବସ୍ଥିତ ଶ୍ରୀହରି ସ୍ପଞ୍ଜ ଆଇରନ କାରଖାନା ର ଅର୍ଦ୍ଧ ନିର୍ମିତ ପାଚେରୀ ଓ ବେଆଇନ ଭାବେ ନିର୍ମିତ କୃତ୍ରିମ ନାଳ ଆଖପାଖ ୫ ଟି ଗ୍ରାମର ପଶୁସମ୍ପଦ ସହ ମଣିଷ ପାଇଁ ମରଣଯନ୍ତା ପାଲଟିଥିବା…

ଜଳ ସମ୍ପଦ ବିଭାଗରେ ଜଳ ଦିବସ ପାଳିତ : ‘ଜଳ ଯୋଗାଯୋଗ ରଣନୀତି’ ପୁସ୍ତକ ପ୍ରକାଶନ ଓ୍ୱାଟର ଡକ୍ସ ଓ ପିନସିସର ଶୁଭାରମ୍ଭ

ଜଳର ଆବଶ୍ୟକତା ଲକ୍ଷ୍ୟପୂରଣ ନିମନ୍ତେ ନିରନ୍ତର ପ୍ରୟାସ ଜାରି ରହିଛି –ଜଳ ସଂପଦ ମନ୍ତ୍ରୀ ଶ୍ରୀମତୀ ସାହୁ ଭୁବନେଶ୍ୱର: ରାଜୀବ ଭବନ ସ୍ଥିତ ରାଜ୍ୟ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ…

ଅଗ୍ନି ପ୍ରତିରୋଧକ ଇସ୍ପାତ ନିର୍ମାଣ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ପ୍ରଥମ ବିଆଇଏସ୍ ଲାଇସେନ୍ସ

· ବିଆଇଏସ୍ ୧୫୧୦୩ ଗ୍ରେଡ ଷ୍ଟ୍ରକଚରାଲ୍ ଷ୍ଟିଲ ୩ ଘଣ୍ଟା ପାଇଁ ୬୦୦ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରାକୁ ସହ୍ୟ କରିବାରେ ସକ୍ଷମ । · ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଯଥା ରିଫାଇନାରୀ, ବ୍ରିଜ୍, ମେଟ୍ରୋ ପ୍ରୋଜେକ୍ଟ, ଇଣ୍ଡଷ୍ଟ୍ରିଆଲ୍ ଷ୍ଟ୍ରକଚର ଏବଂ ଷ୍ଟିଲ୍ ଆଣ୍ଡ ପାୱାର…