ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ବିରୋଧୀଙ୍କ ସମାଲୋଚନାର ଉତ୍ତର : ଶୁଣନ୍ତୁ ଭିଡିଓ

0


“ମୁଁ ମୋ ସଚିବ ପାଣ୍ଡିଆନ ବାବୁଙ୍କୁ ଆପଣଙ୍କ ସୁଖ ଦୁଃଖ ବୁଝିବାକୁ ପଠାଇଛି”

https://youtu.be/5riblrsow1c

ବରଗଡ଼: ଆଜି ବରଗଡ଼ଗସ୍ତରେ ଅଛନ୍ତି  5T ସଚିବ ଭି.କେ ପାଣ୍ଡିଆନ୍ | ବରଗଡ ନିଶାମଣି ହାଇସ୍କୁଲ ପଡିଆରେ ଆୟୋଜିତ ଜନସଭାରେ  ଏକ ସଭାରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଲୋକଙ୍କୁ ଶୁଣାଇଛନ୍ତି 5T ସଚିବ । ଆଉ ସେଇ ଅଡିଓ ବାର୍ତ୍ତା ଆପାତତଃ ଦେଇ ଦେଇଛି ନିକଟରେ ଅପରାଜିତା ଷଢଙ୍ଗି, ସୌମ୍ୟରଂଜନ ପଟ୍ଟନାୟକ ତଥା ଅନ୍ୟ ବିରୋଧୀ ପଚାରିଥିବା ପ୍ରଶ୍ନର ଉତ୍ତର | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବଲପୁରୀ ଭାଷାରେ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି । ଏହି ବାର୍ତ୍ତାରେ ସେ  ଲୋକଙ୍କ ସୁଖଦୁଃଖ ବୁଝିବାକୁ ତାଙ୍କ ସଚିବ ପାଣ୍ଡିଆନ୍ ବାବୁଙ୍କୁ ପଠାଇଥିବା କହିଛନ୍ତି । ଲୋକଙ୍କ ସବୁ ପ୍ରକାର ସମସ୍ୟାର ସମାଧାନ ପାଇଁ ଆପଣମାନଙ୍କ ପାଖକୁ ପାଣ୍ଡିଆନ ବାବୁଙ୍କୁ ପଠାଇଛି ବୋଲି ନବୀନ ନିଜ ବାର୍ତ୍ତାରେ କହିଛନ୍ତି । 

Leave A Reply

Your email address will not be published.