ଏନଏସି ଦ୍ୱାରା ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ଏନଏସି ଟାଉନହଲ ଠାରେ ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ସମାଜରେ ରକ୍ତ ହୀନତାରୁ ମୃତ୍ୟୁ ବରଣ କରୁଥିବା ଲୋକଙ୍କୁ ଏକ ନୂତନ ଜୀବନଦାନ ପାଇଁ ବିଜ୍ଞାପିତ…

ଇନରହ୍ୱିଲ କ୍ଲବର ଅଧିଷ୍ଠାନ ଦିବସ ପାଳିତ

ସମ୍ବଲପୁର - ସମ୍ବଲପୁର ଇନରହ୍ୱିଲ କ୍ଲବର ଅଧିଷ୍ଠାନ ଦିବସ ପାଳିତ ହୋଇଯାଇଛି l ସ୍ଥାନୀୟ ମହାନଦୀ କ୍ଲବ ରେ ଅନୁଷ୍ଠିତ ଉତ୍ସବରେ ପି ଡି ସି କ୍ରିଷ୍ନା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଗତ ୨୦୨୨-୨୩ ବର୍ଷର ଅଧ୍ୟକ୍ଷା ଓ ସମ୍ପାଦିକା ଚଳିତ ବର୍ଷ ପାଇଁ ନିଯୁକ୍ତ ଅଧ୍ୟକ୍ଷା ମମତା…

ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁରର ଗୋଷାଣୀ ନୂଆଗାଁ ଫିଡର୍ ଏବଂ ନେଟୱାର୍କ ଶକ୍ତି ବୃଦ୍ଧି ଦିଗରେ ପଦକ୍ଷେପ

~୧.୨ ସର୍କିଟ କିଲୋମିଟର ନୂତନ ନେଟୱର୍କ ~୨୨ଟି ବିଜୁଳି ଖୁଣ୍ଟି ସ୍ଥାପନ ବ୍ରହ୍ମପୁର : ଟିପି ସାଉଥ୍ ଓଡିଶା ବିତରଣ ଲିମିଟେଡ୍, ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁରର ଗୋଷାଣୀ ନୂଆଗାଁ ଫିଡର୍ ଏବଂ ନେଟୱାର୍କ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ…

ରଶ୍ମି ରଞ୍ଜନ ହେଲେ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି

ଓଡ଼ଗାଁ,୧୨।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଆଦର୍ଶ ଥାନାର ନୂଆ ଆଇଆଇସି ଭାବେ ରଶ୍ମି ରଞ୍ଜନ ସାହୁ ବୁଧବାର ସନ୍ଧ୍ୟାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ଓଡ଼ଗାଁ ଆରାଧ୍ୟ ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କ ଦର୍ଶନ କରିବା ପରେ ଓଡ଼ଗାଁ ଆଦର୍ଶ ଥାନାରେ ପହଁଞ୍ଚି ବିଧିବଦ୍ଧ ଭାବେ ଦାଇତ୍ୱ…

ସାମାଜିକ ସମୀକ୍ଷାର ଜନଶୁଣାଣୀ

ଜଗତସିଂହପୁର,ତା-୧୨.୦୭.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକର ୨୦୨୨-୨୩ ଆର୍ଥିକ ବର୍ଷର ଅକ୍ଟୋବର, ୨୦୨୨ ରୁ ୩୧ ମାର୍ଚ୍ଚ ୨୦୨୩ ସମସ୍ତ ୩୦ ଟି ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଅର୍ଥ କମିଶନ ଅନୁଦାନ ଯୋଜନା ଅଧୀନରେ ସମ୍ପାଦିତ ପ୍ରକଳ୍ପଗୁଡିକର…

ପାଠାଗାର ଆନ୍ଦୋଳନର ପୁରୋଧା ଦାଶିଆ ଅଜାଙ୍କ ୧୧୬ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ତଥା ସଂଗ୍ରାହକ ଓ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ (ଦାଶିଆ ଅଜା)ଙ୍କ ଜୟନ୍ତୀ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରାନ୍ଥାଗାର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛିା ଏହି ଅବସରରେ ଏକ ପୁସ୍ତକ ପ୍ରଦର୍ଶନୀ ସହିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲାା…

ଓଡ଼ିଶାରେ ମିଶନ ଶକ୍ତି ଅଭିଯାନ ବନ୍ଦ କରିବାକୁ ବିଜେପିର ଷଡଯନ୍ତ୍ର: ବିଜେଡିି

 ଓଡିଶାର ମହିଳାମାନେ ଘର ଭିତରେ ବନ୍ଦ ହୋଇ ରହନ୍ତୁ ଚାହୁଁଛି ଓଡିଶା ବିଜେପି  ମାଆମାନଙ୍କ ସଶକ୍ତିକରଣ ଅଭିଯାନକୁ ସହ୍ୟ କରିପାରୁନି ଓଡିଶା ବିଜେପି ଭୁବନେଶ୍ୱର: ମିଶନ ଶକ୍ତି ଅଭିଯାନ ଯୋଗୁଁ ଓଡ଼ିଶାର ୭୦ ଲକ୍ଷ ମହିଳା କିପରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଏବଂ ସାମାଜିକ,…

ବର୍ତମାନ କୁକୁରମାନଙ୍କର ଶରୀରରେ ବି ଲାଗିଲାଣି ପେସମେକର

ମଣିଷର ସବୁଠାରୁ ବିଶ୍ୱାସୀ ବନ୍ଧୁ କୁକୁରମାନଙ୍କର ମଧ୍ୟ ହୋଇଥାଏ ହୃଦସମସ୍ୟା, ନୀରବରେ ସହିଯାଆନ୍ତି ସେ ଯନ୍ତ୍ରଣା ଭୁବନେଶ୍ୱର : ମଣିଷର ସବୁଠାରୁ ବିଶ୍ୱାସୀ ବନ୍ଧୁ କୁହାଯାଉଥିବା କୁକୁରମାନଙ୍କର ମଧ୍ୟ ହୃଦସମସ୍ୟା ହୋଇଥାଏ, କିନ୍ତୁ କଥା କହି ପାରୁନଥିବାରୁ ସେମାନେ ନୀରବରେ ଯନ୍ତ୍ରଣା…

ନିଖିଳ ଓଡିଶା 662 ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର/ଅଶୋକ ସାହୁ,: ନିଖିଳ ଓଡିଶା 662 (+2ଓ +3 ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ରାଜ୍ୟ ସଂଘ ର ଆହ୍ୱାନ କ୍ରମେ ନବରଙ୍ଗପୁର ଜିଲ୍ଲା ସଂଘ ତରଫରୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶରେ ଜିଲ୍ଲପାଳ ଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l ଜିଲ୍ଲପାଳଙ୍କ…

ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସାଂସଦଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ପଦ୍ମପୁର:/ଶିବାଶିଷ ପଟ୍ଟନାୟକ : ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ମାନ୍ୟବର ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଯାଇଛି। ଏଥିରେ ଶ୍ରୀପୂଜାରୀ ସାଂସଦ ପାଣ୍ଠିରୁ ମଞ୍ଜୁର ହୋଇଥିବା ସମସ୍ତ ପ୍ରକଳ୍ପର ସମୀକ୍ଷା କରିଛନ୍ତି।…