ଶ୍ରୀମଦ୍ ଭାଗବତ୍ କଥାମୃତ ସପ୍ତାହ ଉଦ୍‌ଘାଟିତ : ମୁରଲୀଧର ରଥ ସମ୍ମାନିତ

ଭୁବନେଶ୍ୱର : ଭୁବନେଶ୍ୱରର ବୀର ସୁରେନ୍ଦ୍ର ସାଏ ନଗର ସ୍ଥିତ ‘ଭୁବନେଶ୍ୱରୀ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ ଶ୍ରୀଭାଗବତ ପାରାୟଣ ଓ ଭଗବତ୍ କଥା’ ସପ୍ତାହ ଉଦ୍‌ଘାଟିତ ହୋଇଯାଇଛି । ଏହି ଆଧ୍ୟାତ୍ମକ କାର୍ଯ୍ୟକ୍ରମକୁ ଶ୍ରୀ ଶ୍ରୀ ନିଗମାନନ୍ଦ ଆଶ୍ରମ…

ଆନନ୍ଦ ବଜାର ବିଶୃଙ୍ଖଳା ମମଲା:ଲାଗିବ ମହାପ୍ରସାଦ ରେଟ ଚାର୍ଟ; ଖୋଲିବ ପୋଲିସ ସହାୟତା କେନ୍ଦ୍ର

ପୁରୀ (ଅନିମେଶ ପଟ୍ଟନାୟକ): ଶ୍ରୀମନ୍ଦିର ଆନନ୍ଦ ବଜାରରେ ଏଥର ଲାଗିବ ମହାପ୍ରସାଦ ରେଟ ଚାର୍ଟ । ଅସାଧୁ ବ୍ୟବସାୟୀଙ୍କ କବଳରୁ ମୁକ୍ତ ହେବ ଅବଢା ଖଳା । ଖୋଲାଯିବ ପୋଲିସ ସହାୟତା କେନ୍ଦ୍ର । ଫଳରେ ଆଉ ଶୋଷଣ ଓ ଦୁର୍ବ୍ୟବହାରର ଶିକାର ହେବେ ନାହିଁ ଭକ୍ତ । ଶନିବାର ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ…

ଯୁବ କୁଶଳତା ଦିବସ ଅବସରରେ ଡାଲମିଆ ଭାରତ ଫାଉଣ୍ଡେସନ୍‍ ପକ୍ଷରୁ ୨୦୨୪ ଆର୍ଥିକ ବର୍ଷରେ ସମଗ୍ର ଭାରତରେ ୮ଟି ନୂଆ ଦୀକ୍ଷା…

- ଦୀକ୍ଷା କାର୍ଯ୍ୟକ୍ରମ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ନିମନ୍ତେ ୧ ଲକ୍ଷ ଯୁବକଙ୍କୁ କୁଶଳୀ କରିବା ଲକ୍ଷ୍ୟ ରଖିଛି ନୂଆଦିଲ୍ଲୀ/ ଭୁବନେଶ୍ୱର, ୧୫ ଜୁଲାଇ ୨୦୨୩ : ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‍)ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ ଶାଖା ଡାଲମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍‍)…

କୋଭିଡ ରିଲିଫ୍ ପଦକ୍ଷେପ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ହେଲଥ ଇମ୍ପାକ୍ଟ ଆୱାର୍ଡ

ଭୁବନେଶ୍ୱର: କୋଭିଡ ରିଲିଫ୍ ପଦକ୍ଷେପ ପାଇଁ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ହେଲଥ ଇମ୍ପାକ୍ଟ ଗୋଲ୍ଡ ପୁରସ୍କାର ମେଗା ପ୍ରୋଜେକ୍ଟ ବର୍ଗରେ ପ୍ରଦାନ କରାଯାଇଛି । ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ହେଡ…

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ନେଇ ଅନିୟମିତତା ଅଭିଯୋଗ

ବାଲେଶ୍ଵର ,ସିମୁଳିଆ (ଅକ୍ଷୟ କୁମାର ଜେନା)-ଅଭଝୁଣା ପଞ୍ଚାୟତ ଯୋଗ୍ୟ ଅଠର ରୁ ଉର୍ଦ୍ଧ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇବାକୁ ଥିବା ହିତାଧିକାରୀ ଆଜି ସିମୁଳିଆ ବ୍ଲକ ପରିସର ରେ ଧାରଣା ଦେଇ ଥିଲେ। ସରପଞ୍ଚ ଙ୍କ ଅଜ୍ଞାତ ସାର୍ ରେ ଚଂଚକତା କରି ଯୋଗ୍ୟ ବାଦ୍ ପଡିବା ନେଇ ଜିଲ୍ଲାପାଳ ଏବଂ ପିଡି…

ମହିଳା ଙ୍କୁ ନେଇ ସଂଗଠନ ମଜବୁତ କରୁଛନ୍ତି ବର୍ଷା

ବରଗଡ଼ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ହେଉଛନ୍ତି , ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଧାୟିକା ହୋଇଥିବା ପ୍ରଥମ ମହିଳା । ଏହା ପୂର୍ବରୁ ନିର୍ବାଚନ ମଣ୍ଡଳୀରୁ କୋଣସି ମହିଳା ପ୍ରାର୍ଥୀ ବିଧାନସଭା ପାଇଁ…

ଭାରତରେ ଦକ୍ଷତା ବୃଦ୍ଧି ପାଇଁ ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମଓୟୁ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତରେ ଦକ୍ଷତାର ବିଶ୍ଵସ୍ତରୀୟ ସ୍ଥିତିକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ୍ ୟୁନିଭରସିଟି , ଯାହାକି ଏହା ଭାରତର ପ୍ରାଥମିକ ଅନୁଷ୍ଠାନ ଏବଂ ସେଞ୍ଚୁରିଅନ୍ ୟୁନିଭରସିଟି ଯାହା ଭାରତର ପ୍ରଥମ ପ୍ରିମିୟର୍ ସ୍କିଲ୍ ବିଶ୍ୱବିଦ୍ୟାଳୟ ଓ ଦକ୍ଷତା ବିକାଶ ଏବଂ…

ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପୂର୍ବ ପ୍ରସ୍ତୁତି ବୈଠକ ଶୁକ୍ରବାର ଦିନ ଅଧ୍ୟକ୍ଷା ଶ୍ରୀମତୀ ମରୀୟମ ରଇତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ପୂର୍ବ ପ୍ରସ୍ତୁତି ବୈଠକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଲକ୍ଷ୍ୟ ଓ…

ଇଂଲଣ୍ଡ ରାଷ୍ଟ୍ରୀୟ ଜ୍ୟୋତିର୍ବିଜ୍ଞାନ ବୈଠକରେ କିଟ୍‍ ଛାତ୍ର ସ୍ନେହାଦୀପ

ସର୍ବ କନିଷ୍ଠ ପ୍ରତିନିଧି ପଠାଇବାରେ କିଟ୍‍ ବିଶ୍ୱର ପ୍ରଥମ ଅନୁଷ୍ଠାନ ଭୁବନେଶ୍ୱର, ୧୪ ।୭: ଇଂଲଣ୍ଡର ରାଷ୍ଟ୍ରୀୟ ଜ୍ୟୋତିର୍ବିଜ୍ଞାନ ବୈଠକରେ ଜଣେ କିଶୋରଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ରହିଥାଏ। କାରଣ ଏହି ବୈଠକରେ ଅନ୍ୟମାନେ ପ୍ରାୟ ପ୍ରବୀଣ ଓ ବୟସ୍କ ଥିଲେ। ଛାତ୍ର ଜଣକ ନିଜ ପରିଚୟ ଦେଇ…

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ‘ଶ୍ରୀ ବିମଳା ରହସ୍ୟ’ ଗ୍ରନ୍ଥ ଅର୍ପଣ

ଭୁବନେଶ୍ୱର, ଜୁଲାଇ ୧୩: ଓଡିଶାର ଶ୍ରୀଜଗନ୍ନାଥ ସଂସ୍କୃତି ଭିତିକ ସଂଗଠନ ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ଟ୍ରଷ୍ଟର ସଭାପତି ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର, ସମ୍ପାଦକ ଗବେଷକ ଡକ୍ଟର ଭାସ୍କର ମିଶ୍ର…