ଚିନ୍ତନ ଶିବିରରେ ଯୋଗଦେଲେ କ୍ରୀଡ଼ା ମନ୍ତ୍ରୀ

ଓଡିଶା କ୍ରୀଡ଼ାର ଝଲକ ଦେଖିବ ସବୁ ରାଜ୍ୟ ଭୁବନେଶ୍ୱର: ମଣିପୁରର ରାଜଧାନୀ ଇମ୍ଫାଲଠାରେ ଆରମ୍ଭ ହୋଇଥିବା ଦୁଇଦିନିଆ ଚିନ୍ତନ ଶିବିରରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଛନ୍ତିା ମନ୍ତ୍ରୀଙ୍କ ସହ କମିଶନର ତଥା ଶାସନ ସଚିବ ଶ୍ରୀ ଆର. ଭିନୀଲ କ୍ରୀଷ୍ଣା ମଧ୍ୟ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସିକୁଳିପଦର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ…

ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିବା ପରିବହନ ଶ୍ରମିକ ପରିବାର କୁ ସି ଆଇ ଟି ୟୁ ପକ୍ଷରୁ ୫ ଲକ୍ଷ ଟଙ୍କାର ବୀମା ରାଶି…

ରାଉରକେଲା,(ବସନ୍ତ କୁମାର ଜେନା):-ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସାରଳା ବସ୍ ର କଣ୍ଡକ୍ଟର ତଥା ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ ( ସି ଆଇ ଟି ୟୁ) ର ସଦସ୍ୟ ଅରୁଣ କୁମାର ମହାନ୍ତ ଙ୍କ ପରିବାର କୁ ଆଜି ନୂଆ ବସ୍ ଷ୍ଟାଣ୍ଡରେ ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ…

ଶ୍ରମିକ ଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବାକୁ ସି ଆଇ ଟି ୟୁ ର ଦାବି

ରାଉରକେଲା, (ବସନ୍ତ କୁମାର ଜେନା):- ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବାକୁ ସି ଆଇ ଟି ୟୁ ପକ୍ଷରୁ ଦାବି କରାଯାଇଛି। ଆଜି ଏ ସଂକ୍ରାନ୍ତରେ ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ…

ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ

ରାଇଘର/ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କନଫରେନ୍ସ ହଲ ଠାରେ ଆଜି ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ୪୦ ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ୩୦ ଟି ବ୍ୟକ୍ତିଗତ ଓ ୧୦ ଟି ଗୋଷ୍ଟି ଗତ ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗ ଙ୍କ ମଧ୍ୟ ରୁ ୪…

ମାମୁଁ ଘରକୁ ଯାତ୍ରା ଦେଖି ଯାଇଥିବା ବେଳେ ଖୋଲା କୂଅରେ ପଡି ୧୨ ବର୍ଷ ବାଳକର ମୃତ୍ୟୁ ।

କାମାକ୍ଷାନଗର: କାମାକ୍ଷାନଗର- ମାମୁଁ ଘର ଗାଁକୁ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଅଘଟଣ । ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ଖୋଲା କୂଅରେ ପଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ସରଦେଇପୁର ଗାଁରେ । ମୃତ ନାବାଳକ ଜଣଙ୍କ…

ରେଳବାଇ ବୋର୍ଡ ସଦସ୍ୟ ଇନଫ୍ରା (ଭିତ୍ତିଭୂମି ବିକାଶ) ଙ୍କ ଦ୍ୱାରା ପୂର୍ବତଟ ରେଳପଥ କାର୍ଯ୍ୟଦକ୍ଷତା ସମୀକ୍ଷା |

ଭୁବନେଶ୍ବର: ରେଳ ବୋର୍ଡ ସଦସ୍ୟ (ଇନଫ୍ରାସ୍ଟ୍ରକ୍ଚର ଡେଭଲପମେଣ୍ଟ/ଭିତ୍ତିଭୂମି ବିକାଶ) ଶ୍ରୀ ରୂପ ନାରାୟଣ ସୁନକର ଆଜି ପୂର୍ବତଟ ରେଳପଥ ଅଧିକାରୀମାନଙ୍କ ସହିତ ରେଳପଥର ମୁଖ୍ୟାଳୟ ଭୁବନେଶ୍ବର ଠାରେ ରେଳ ଭିତ୍ତିଭୂମି କାର୍ଯ୍ୟ ଏବଂ ଏହାର ବିକାଶ ନେଇ କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ସମୀକ୍ଷା…

ପୁନର୍ବାର ଅଚଳ ହେଲା ସେବା ଏକ୍ସପ୍ରେସ ମେମୁ ଟ୍ରେନର ଇଞ୍ଜିନ: ଟ୍ରେନ ଚଳାଚଳରେ ବିଳମ୍ବ,ଯାତ୍ରୀ ହନ୍ତସନ୍ତ

ନୟାଗଡ଼,୨୪ା୪:ନୟାଗଡ଼ ଭୁବନେଶ୍ୱର ଏବଂ ନୂଆଗାଁ ମଧ୍ୟରେ ଚଳାଚଳ କରୁଥବା ସେବା ଏକ୍ସପ୍ରେସ ମେମୁ ଟ୍ରେନର ଇଞ୍ଜିନ ପୁନର୍ବାର ଅଚଳ ହୋଇ ପଡ଼ିଛି । ଫଳରେ ଅନ୍ୟ ଏକ ବାହ୍ୟ ଇଞ୍ଜିନ ଦ୍ୱାରା ଏହି ଟ୍ରେନ ଏବେ ଚଳାଚଳ କରୁଛି । ଏହାଦ୍ୱାରା ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଟ୍ରେନ ଚଳାଚଳ କରୁଥବା…

ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ନୟାଗଡ଼,୨୪/୪:ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ, ବାଣିଜ୍ୟ ବିଭାଗ ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତହୋଇଅଛି । ବିଭାଗୀୟ ମୁଖ୍ୟ ବଂଶୀଧର ଗୌଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟ ଅଧକ୍ଷ ସୁରେଶ କୁମାର ପ୍ରଧାନ, ବାଣିଜ୍ୟ ବିଭାଗର…

ପଡୋଶୀ ଛତିଶଗଡ ରେ ସମ୍ମାନିତ ହେଲେ ବିଧାୟକ ସୁଶାନ୍ତ ସିଂ

ବରଗଡ :- ପଡୋଶୀ ରାଜ୍ୟ ଛତିଶଗଡ ର ରାୟଗଡ଼ ଜିଲ୍ଲା ବରମକେଳା ଅନ୍ତର୍ଗତ ପଡ଼ିଗାଉଁ ଗ୍ରାମରେ ନବନିର୍ମିତ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଙ୍କର ଭବ୍ୟ ମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ଅତି ଧୁମଧାମରେ , ବିପୁଳ ଜନସମାଗମ ରେ ଜାରି ରହିଛି । ସପ୍ତାହ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ପ୍ରତେକ…