ବାସୁଦେବପୁର ପୋଲିସ ର ବଡ ସଫଳତା।

 ତିନି ଅଭିଯୁକ୍ତ ଗିରଫ ସହ ୩୦ଲକ୍ଷ ଟଙ୍କା ର ସୁନା ଅଳଙ୍କାର ଓ ୩୮୬୦୦୦ ଟଙ୍କା ଉଦ୍ଧାର ବାସୁଦେବପୁର - ସଫଳତା ପରେ ସଫଳତା ହାସଲ କରି ଚାଲିଛି ବାସୁଦେବପୁର ପୋଲିସ। ବାସୁଦେବପୁର ର ବିଭିନ୍ନ ସ୍ଥାନ ରୁ ହେଉ ଥିବା ଚୋରି ର ସନ୍ଧାନ କରି ଚୋର ଙ୍କୁ ଧରିବାରେ ସକ୍ଷମ ହେଉଛି ବାସୁଦେବପୁର ପୋଲିସ।…

ସମ୍ବଲପୁର ହିଂସା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା

ରାଇଘର/ନରସିଂ ବାଘ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରାଇଘର ହିନ୍ଦୁ ମହାସଂଘ :ଗତ ୧୨ ତାରିଖରେ ହନୁମାନ ଜୟନ୍ତୀ ସମାରୋହ ସମୟରେ ହନୁମାନ ଭକ୍ତଙ୍କ ଉପରେ କିଛି ନିର୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ରକ୍ତାକ୍ତ ଆକ୍ରମଣ ସହ ୧୪ ତାରିଖରେ ଜଣେ ବନବାସୀଙ୍କୁ ହତ୍ୟା ଘଟଣାକୁ ନିନ୍ଦା କରିଛି ରାଇଘର…

ଚାରି କାନ୍ଧରେ ବୁହା ହେଲା ରୋଗୀଙ୍କୁ

ରାଇଘର /ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଠାରୁ ମାତ୍ର ୧୩ କିଲୋମିଟର ଦୂର କରଞ୍ଜିପାଣି ଗ୍ରାମରେ ରାସ୍ତା ନଥାଇ ଚାରିକାନ୍ଧରେ ବୁହାହେଲେ ରୋଗୀ ଚୈତନ ମୁଦୁଲି (50) | ତାଙ୍କୁ କାଠକୁ ଷ୍ଟ୍ରେଚର ଭଳି ବାନ୍ଧି ଆଉ ବନ୍ଧାଯାଇଥିବା ଏହି କାଠ ଷ୍ଟ୍ରେଚରରେ ରୋଗୀ ଚୈତନ କୁ ଚାରିକାନ୍ଧ…

ଏକାଧିକ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

ନୟାଗଡ଼,୨୫/୪: ନୟାଗଡ଼ ସଦର ଥାନା ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ କଞ୍ଚନବିଲି ଗ୍ରାମରେ ଗୋଟିଏ ରାତିରେ ଏକାଧିକ ଘରୁ ସିନ୍ଧିଚୋରି ହୋଇଥିବା ପୋଲିସରେ ଅଭିଯୋଗ ହୋଇଛି। ଆନୁମାନିକ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବା ଜଣାପଡିଛି। ରଘୁନାଥ ଦାସଙ୍କ ଘରୁ ମାଳି,ସୁନାମୁଦି, ପାଉଁଜି ଆଦି…

ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ ସୋଆ ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍ କୁ ପ୍ରଶଂସା କଲେ…

ଭୁବନେଶ୍ୱର,୨୫/୦୪: ଆଇଏମଏମ୍‌ଟି ପରିସରରେ ଚାଲିଥିବା ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀର ତୃତୀୟ ଦିନ ରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍ କୁ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା…

ମେ ୫ ଯାଏଁ ଆଶ୍ୱସ୍ତି, ବୃଦ୍ଧି ପାଇବନି ଦିନର ତାପମାତ୍ରା

ଭୁବନେଶ୍ୱର, ୨୫/୦୪: ଓଡ଼ିଶାବାସୀଙ୍କୁ ଖରା ତାତିରୁ ମିଳବ ଆଶ୍ୱସ୍ତି । ମେ ୫ ତାରିଖ ପର୍ଯ୍ୟନ୍ତ ବଢ଼ିବନି ଦିନର ତାପମାତ୍ରା । ବଙ୍ଗୋପ ସାଗର ସଂଲଗ୍ନ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ସମୁଦ୍ର ଆଡୁ ଜଳକଣାପୂର୍ଣ୍ଣ ପବନ ପ୍ରବାହିତ ହୋଇଥିବାରୁ ତାପମାତ୍ରା ବୃଦ୍ଧି ପାଇବ ନାହିଁ ବୋଲି…

୩୫୭ଟି ରୂପାନ୍ତରିତ ହାଇସ୍କୁଲ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହେଲା

 ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହେଲା ରାଜ୍ୟର ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ହାଇସ୍କୁଲ http://youtu.be/riw_qWN7KK8   ତୃତୀୟ ପର୍ଯ୍ୟାୟରେ ୨୧୫୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହେବ ଆଜି ପ୍ରଥମ ଦିନରେ ୪ଟି ଜିଲ୍ଲାର ୩୫୭ଟି ସ୍କୁଲ…

ବି.ଏସ୍.କେ.ୱାଇ. ଟିମ୍ ପ୍ରଚେଷ୍ଟାରେ ନିରଞ୍ଜନକୁ ମିଳିଲା ଉପଯୁକ୍ତ ଚିକିତ୍ସା

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି. ଏସ୍. କେ. ୱାଇ.) ଟିମ୍ ଙ୍କ ପ୍ରଚେଷ୍ଟାରେ ବରିଷ୍ଠ ନାଗରିକ ନିରଞ୍ଜନ ନାୟକଙ୍କୁ ଉପଯୁକ୍ତ ଚିକିତ୍ସା ମିଳିଛି। ପ୍ରାୟ ୬୦ ବର୍ଷ ବୟଷ୍କ ନିରଞ୍ଜନ ନାୟକ ଯାଜପୁର ଜିଲ୍ଲା ଅନ୍ତର୍ଗତ ଦାନଗଦିର ବାସିନ୍ଦା ଅଟନ୍ତି। ତାଙ୍କର ବାମ ଗୋଡଟି ଅଚଳ…

ପିଆର୍‌ଏସ୍‌ଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ବିଜିୟୁ ଛାତ୍ରଛାତ୍ରୀଙ୍କ ସହ ଜାତୀୟ ଜନ ସମ୍ପର୍କ ଦିବସ ପାଳିତ

ଭୁବନେଶ୍ୱର: ପବ୍ଲିକ୍ ରିଲେସନ୍‌ସ ସୋସାଇଟି ଅଫ୍ ଇଣ୍ଡିଆ (ପିଆର୍‌ଏସ୍‌ଆଇ) ଭୁବନେଶ୍ୱର ଚାପ୍ଟର ପକ୍ଷରୁ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି (ବିଜିୟୁ)ର ଛାତ୍ରଛାତ୍ରୀମାନଙ୍କ ସହ ଜାତୀୟ ଜନ ସମ୍ପର୍କ ଦିବସ ପାଳନ କରାଯାଇଛି । ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‌ସି)ର ଆଂଚଳିକ ନିର୍ଦେଶକ…

ଗୋଟିଏ ମାସରେ ୧୦ ବିଲିଅନ ଜିବି ଡାଟା ବ୍ୟବହାର କରି ଜିଓ ଗ୍ରାହକ ରଚିଲେ ଇତିହାସ

ଭୁବନେଶ୍ୱର: ଜିଓ ଗ୍ରାହକମାନେ ଗୋଟିଏ ମାସରେ ୧୦ ଏକ୍ସାବାଇଟ୍ (୧୦ ବିଲିଅନ ଜିବି) ଡାଟା ବ୍ୟବହାର କରି ଇତିହାସ ରଚିଛନ୍ତି । ୨୦୧୬ରେ ରିଲାଏନ୍ସ ଜିଓ ଟେଲିକମ୍ କ୍ଷେତ୍ରରେ ପ୍ରବେଶ କରିବା ବେଳେ ସମସ୍ତ ଟେଲିକମ୍ କଂପାନିଙ୍କ ମିଳିତ ଭାବେ ମାସିକ ନୁହେଁ ବର୍ଷ ସାରାର ଡାଟା ବ୍ୟବହାର ଥିଲା…