କାଶୀପୁର :ରାୟଗଡା ଜିଲ୍ଲା ଯୁବ କଂଗ୍ରେସର ନିର୍ବାଚନ ଫଳାଫଳ ଘୋଷଣା ହୋଇଯାଇଛି, ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ଦଳ ପକ୍ଷରୁ କିଛି ମାସ ତଳେ ନିର୍ବାଚନ ହେଇଥିଲା ସେହି ନିର୍ବାଚନ ରେ କାଶୀପୁର ବ୍ଲକ ର ଜୋସେଫ ଖୋସଲା ନିର୍ବାଚିତ ହେଇଛନ୍ତି,ଏନେଇ ରାୟଗଡା ଜିଲ୍ଲା ରୁ ବିଭିନ୍ନ ମହଲରୁ ସ୍ବାଗତ ର ସ୍ୱର ଫୁଟୁଛି,
Sign in
Sign in
Recover your password.
A password will be e-mailed to you.