ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ

ପ୍ରତିବର୍ଷ ଜୁଲାଇ ମାସ୨୯ ତାରିଖ କୁ ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ରୂପେ ପାଳନ କରାଯାଏ l ଇଂରାଜୀରେ ଏହାକୁ ଗ୍ଲୋବାଲ ଟାଇଗର ଡେ କୁହଯାଏ l ଏହି ଦିବସ ପାଳନ ନିମେନ୍ତ ୨୦୧୦ ମସିହା ରେ ସେନପିଟର ବର୍ଗ ଠାରେ ଅନୁଷ୍ଠିତ ବାଘ ଶୀର୍ଷ କ ସମ୍ମିଳନୀ ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ବ୍ୟାଘ୍ର…

ପୁନର୍ଗଠିତ ହେଲା ଟିମ ନଡ୍ଡା: ଓଡିଶାରୁ କେବଳ ବୈଜୟନ୍ତ

ଲଗାତାର ତୃତୀୟ ଥର ପାଇଁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ନିଯୁକ୍ତ file photo ନୂଆଦିଲ୍ଲୀ : ପୁନର୍ଗଠିତ ହେଲା ବିଜେପିର ଜାତୀୟ ଟିମ | ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ପୁନର୍ଗଠିତ ଏହି ୩୮ ଜଣିଆ ନୂଆ ଟିମ୍ ଘୋଷଣା କରିଛନ୍ତି ଓଡ଼ିଶାର ଏକମାତ୍ର ସଦସ୍ୟ ବୈଜୟନ୍ତ…

ପିଡ଼ିଏସ୍ ଚାଉଳ ବିତରଣ କେନ୍ଦ୍ର ଉଦଘାଟନ କଲେ ବିଧାୟିକା

ପଦ୍ମପୁର :- ସ୍ଥାନୀୟ ରଜାପଡା ଠାରେ ୦୧,୦୮,୦୯,୧୦ ଓ ୧୧ ନମ୍ବର ୱାର୍ଡ ପାଇଁ ଏକ ପିଡିଏସ ଚାଉଳ ବିତରଣ କେନ୍ଦ୍ର ଉଦଘାଟିତ ହୋଇଛି l ଏହି ବିତରଣ କେନ୍ଦ୍ର କୁ ବିଧାୟିକା ବର୍ଷା ସିଂ ବରିହା ଉଦଘାଟନ କରିଥିଲେ l ରାଜ୍ୟ ସମ୍ପାଦକ ରାଜୁ ଘିଭେଲା, ସହକାରୀ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ପ୍ରଧାନ…

ଖଣି ପରେ ଏବେ କଣ ଭୁବନେଶ୍ୱର ଜମି ଉପରେ ପ୍ରଭାକରନଙ୍କ ଲୋଲୁପ ନଜର ??

ଉଦବେଗ ପ୍ରକାଶ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଭୁବନେଶ୍ୱର : ଗତ କିଛି ବର୍ଷ ଧରି ବେଆଇନ ଖଣି କାରବାରରେ ଲିପ୍ତ ଥିବା ଅଭିଯୋଗ ହେଉଥିବା ତାମିଲ ଖଣି ବେପାରୀ ପ୍ରଭାକରନଙ୍କୁ ନେଇ ସଦ୍ୟ ଏକ ଅଭିଯୋଗ ଆସିଛି ରାଜନୀତିରେ ଏକାଧିକ ଜମି ହାତେଇବା ଘଟଣାକୁ ନେଇ | ସରକାରୀ ପ୍ରୋତ୍ସାହନରେ…

ଜିଲ୍ଲାସ୍ତରୀୟ ବିଶ୍ଵ ହେପାଟାଇଟିସ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ଦିନ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ହେପାଟାଇଟିସ ଦିବସ…

ମେଧା ସମ୍ମାନ ସମାରୋହ ୨୦୨୩ ଅନୁଷ୍ଠିତ

ବାସୁଦେବପୁର - ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ବାସୁଦେବପୁର ରେ ବିଜୟ ଶ୍ରୀ ରାଉତ ରାୟ ଙ୍କ ୭୧ ତମ ଜନ୍ମ ଜୟନ୍ତୀ ପାଳନ ଅବସର ରେ ବିଜୟ ଶ୍ରୀ ରାଉତ ରାୟ ସ୍ମୃତି ସଂସଦ ବାସୁଦେବପୁର ପକ୍ଷ ରୁ ବାସୁଦେବପୁର ଅଞ୍ଚଳ ର ଦଶମ ଶ୍ରେଣୀ ପରୀକ୍ଷା ରେ ବ୍ଲକ୍ ଟପ୍ ମାନଙ୍କୁ ନେଇ ମେଧା ସମ୍ମାନ…

ସ୍ବାଧୀନତା ଦିବସ ପାଳନ ନିମନ୍ତେ ଵଣାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ସୁନ୍ଦରଗଡ଼/ ରାଉରକେଲା (ବସନ୍ତ କୁମାର ଜେନା): ବନାଇଁଗଡ଼ ୭୭ ତମ ସ୍ବାଧିନତା ଦିବସ ପାଳନ ନିମନ୍ତେ ଵଣାଇଁ ପାଳନ କମିଟି ର ସମସ୍ତ ସଦସ୍ୟ/ ସଦସ୍ୟା ମାନଙ୍କ ଉପସ୍ଥିତି ରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ…

ଉତ୍ତମ ମଣିଷ ଗଢିବାରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ

ରାଉରକେଲା(ବସନ୍ତ କୁମାର ଜେନା) : ରାଉରକେଲା, ସହରର ୨୪ଗୋଟି ନାଟ୍ଯାନୁଷ୍ଠାନକୁ ନେଇ ଗଠିତ 'ଏକତ୍ର' ରାଉରକେଲା ଆନୁକୂଲ୍ୟରେ ଦି ବିଲିଭର୍ସ ନାଟ୍ଯାନୁଷ୍ଠାନର ୨୩ତମ ବାର୍ଷିକୋତ୍ସବ ସେକ୍ଟର ୭ ମଧୁମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକତ୍ର ର ସଭାପତି ରାଜୀବ ପାଣିଙ୍କ ସଭାପତିତ୍ବ ତଥା ମଂଚ…

ଓଡ଼ିଶା ଷ୍ଟେଟ୍ ବ୍ୟାଙ୍କିଙ୍ଗ୍ ଟିଟି ଚାମ୍ପିଅନସିପ୍ ଆରମ୍ଭ

ଭୁବନେଶ୍ୱର : ସ୍ଥାନୀୟ ସହିଦ୍ ନଗର ଇଣ୍ଡୋର ହଲରେ ଶୁକ୍ରବାରଠାରୁ ଓଡ଼ିଶା ଷ୍ଟେଟ୍‌ ବ୍ୟାଙ୍କିଙ୍ଗ୍ ଟେବଲ ଟେନିସ (ଟିଟି) ଚାମ୍ପିଅନସିପ୍ ଆରମ୍ଭ ହୋଇଛି। ଭୁବନେଶ୍ବର ଟେବଲ ଟେନିସ୍‌ ଆସୋସିଏସନ ଓ ଓଡ଼ିଶା ଷ୍ଟେଟ୍ ଟେବଲ ଟେନିସ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି…

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଅତିରିକ୍ତ ତହସିଲଦାର

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗଣିଆ ବ୍ଳକ ତହସିଲରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଣିଆ ତହସିଲଦାର ବନମାଳୀ ପରିଡ଼ାଙ୍କୁ ଉଠାଇ ଆଣିଛି…