କାଜୁଜମି ଅଧିକାର ଦାବିରେ ଆଦିବାସୀଙ୍କ ବିକ୍ଷୋଭ

ନୟାଗଡ଼,୨୭/୪ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଶାଳିଆଝରି ଓ ଅନ୍ୟାନ୍ୟ ଗ୍ରାମର ଶତାଧୂକ ଆଦିବାସୀ ମହିଳା ଓ ପୁରୁଷ ନିଜଗ୍ରାମ ସନ୍ନିକଟ କାଜୁପଦରରେ ପାରମ୍ପରିକ ଅଧିକାର ସାବ୍ୟସ୍ତ କରିବା ଦାବିରେ ଆଜି ଓଡିଶା ଆଦିବାସୀ ଅଧିକାର ମଞ୍ଚ ଓ କୃଷକ ସଭା ନେତୃତ୍ୱରେ ପଟୁଆର ସହକାରେ ନୟାଗଡ଼…

ନାବାଳିକାକୁ ଗର୍ଭବତୀ କରାଇଥିବା ସମ୍ପର୍କୀୟ ମାମୁଁଙ୍କୁ ପୁଲିସ କଲା ଗିରଫ

ନୟାଗଡ଼(ବିଶ୍ଵଜିତ ନାୟକ) -: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ୧୪ ବର୍ଷ ବୟସ୍କା ନାବାଳିକାଙ୍କ ସହ ସମ୍ପର୍କ ରଖି ଗର୍ଭବତୀ କରାଇଥିବା ସମ୍ପର୍କୀୟ ମାମୁଁଙ୍କୁ ପୁଲିସ ଗିରଫ କରିଛି । ଘଟଣା ଜଣାପଡ଼ିବା ପରେ ଚାଇଲ୍ଡ ଲାଇନ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଦଶପଲ୍ଲା ପୁଲିସ…

ଦେଶର ମହିଳା ମଲ୍ଲଯୋଦ୍ଧାଙ୍କ ପ୍ରତି ଯୌନ ଶୋଷଣକାରୀ ବି ଜେ ପି ସାଂସଦ ବ୍ରିଜ ଭୂଷଣ ସରନ୍ ସିଂହ ଙ୍କୁ ଗିରଫ ଦାବିରେ…

ରାଉରକେଲା (ବସନ୍ତ କୁମାର ଜେନା):- ଭାରତ ପାଇଁ ବହୁ ସମୟରେ ସୁନାମ ଆଣିଥିବା ତଥା ଅଲମ୍ପିକ୍ସ ରେ ପଦକ ବିଜୟୀ ଦେଶର ମହିଳା ମଲ୍ଲଯୋଦ୍ଧା ମାନେ ଆଜକୁ ତିନି ଦିନ ଧରି ଦିଲ୍ଲୀରେ ଆନ୍ଦୋଳନ କରୁଥିଲା ବେଳେ କେନ୍ଦ୍ର ସରକାର ସେମାନଙ୍କ ଅଭିଯୋଗ ପ୍ରତି କର୍ଣ୍ଣପାତ କରୁନାହି। ମଲ୍ଲଯୋଦ୍ଧା ମାନଙ୍କ…

ସୁନ୍ଦରଗଡ଼ର ଷଷ୍ଠ ଜିଲ୍ଲା ପରିଷଦ ର ତୃତୀୟ ବୈଠକ ଅନୁଷ୍ଠିତ

ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱାରୋପ ସୁନ୍ଦରଗଡ଼,(ବସନ୍ତ କୁମାର ଜେନା) : ସ୍ଥାନୀୟ ବିକାଶ ଭବନ ଠାରେ ଆଜି ସୁନ୍ଦରଗଡ଼ ଜିଲ୍ଲା ର ଷଷ୍ଠ ଜିଲ୍ଲା ପରିଷଦ ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ସଭାପତିତ୍ବ କରିଥିଲେ Iବୈଠକରେ…

ଛତିଶଗଡ ସୀମାରେ କୁନ୍ଦେଇ ପୁଲିସ ପକ୍ଷରୁ ଯାଞ୍ଚ କଡ଼ା କଡି

ରାଇଘର/ନରସିଂ ବାଘ :ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଅଞ୍ଚଳରେ କୁନ୍ଦେଇ ପୋଲିସ ପକ୍ଷରୁ ବ୍ୟାପକ ଯାଞ୍ଚ କରାଯାଉଥିବା ଜଣାପଡିଛି। ସୂଚନା ପ୍ରକାରେ ଗତ କାଲି ଛତିଶଗଡ଼ ସୀମାନ୍ତ ଦନ୍ତବେଡା ଠାରେ ଲ୍ୟାଣ୍ଡଲାଇନ ବିସ୍ପୋରଣ ରେ 11 ଜଣ ଶହିଦ ହୋଇଥିଲେ। ସେହି ଘଟଣା ପରେ ଓଡ଼ିଶା ପୋଲିସ…

ନବରଙ୍ଗପୁର ଠାରୁ ତିରୁପତି ପର୍ଯ୍ଯନ୍ତ ଗଡ଼ିଲା ଶ୍ରୀ ବାଲାଜୀ ବସ

ନବରଙ୍ଗପୁର/ଅଶୋକ ସାହୁ : ଆଜି ନବରଙ୍ଗପୁର ଜିଲ୍ଲା ଘରୋଇ ବସ ମାଲିକ ସଂଘ ର ସଭାପତି ପ୍ରକାଶ ତ୍ରିପାଠୀ ଙ୍କ ଦ୍ଵାରା ନବରଙ୍ଗପୁର ଠାରୁ ତିରୁପତି ପର୍ଯ୍ଯନ୍ତ ଶ୍ରୀ ବାଲାଜୀ ନାମକ ଏକ ଘରୋଇ ବସ ର ଶୁଭାରମ୍ଭ ହୋଇଯାଇଛି l ଏହି ଶୀତତାପ ନିୟନ୍ତ୍ରିତ ବସ ରେ ସର୍ବମୋଟ ୩୪ ଟି ସିଟ ଥିବାବେଳେ ପୁରା…

ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ ସୋଆ

ଭୁବନେଶ୍ୱର: - ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ଉଚ୍ଚ ଶିକ୍ଷା ବିଭାଗର ସଚିବ ଶ୍ରୀ କେ ସଞ୍ଜୟ ମୂର୍ତ୍ତି ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ…

ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତ

ଶ୍ରୀ ବଳଦେବଜୀଉ ଓ ଦଧିବାମନ ମନ୍ଦିର ଓ ରାମଚଣ୍ଡୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ, ମହାକାଳପଡା, ଡେରାବିଶ ଆଦି ଅଞ୍ଚଳର ବିଭିନ୍ନ ଉନ୍ନୟନ କାମ ଅନୁଧ୍ୟାନ କଲେ, ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ମହାକାଳପଡାରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟର…