ମିଶନ ଓଡିଶା @ 2036 ତରଫରୁ ଆରମ୍ଭ ହେଲା ଦୁର୍ନୀତି ବିରୋଧୀ ସାମୁଖ୍ୟ
ଭୁବନେଶ୍ୱର: 1936 ମସିହାରେ ଭାଷା ଭିତିକ ରାଜ୍ୟ ଭାବେ ଓଡିଶା ଗଠନ ପାଇଁ ନିଜକୁ ଉତ୍ସାର୍ଗୀକୃତ କରି ଥିବା ମହାମନୀଷୀ ମାନେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଆଜି ବାସ୍ତବିକ କେତେ ପୂରଣ ହୋଇଛି ତାହା ଆମକୁ ବେଶ ଜଣା l ସମସ୍ତ ସମ୍ପଦର ପ୍ରଚୁର୍ଯ୍ୟରେ ପରିପୂର୍ଣ ଏହି ରତ୍ନଗର୍ଭା ଓଡିଶା l ହେଲେ…