Sign in
Sign in
Recover your password.
A password will be e-mailed to you.
Author
SPNEWS 57806 posts 0 comments
ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ବାବାଙ୍କ ଶୀତଳଷଷ୍ଠୀ ପାଇଁ ନୂତନ ମୂର୍ତ୍ତି ପ୍ରତିଷ୍ଠା ସମ୍ପନ୍ନ
ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ଆଜି ପଦ୍ମପୁର ସହର ପୁରୁଣାବସ୍ତି କଣ୍ଟାବନ୍ଧ ସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ବାବାଙ୍କ ମନ୍ଦିରରେ ଆସନ୍ତା ଶୀତଳ ଷଷ୍ଠୀ ପାଇଁ ପଦ୍ମପୁର ଶୀତଳଷଷ୍ଠୀ କମିଟୀ ଦ୍ଵାରା ଆଜି ବାବା ଶିବ ଶଙ୍କର ଏବଂ ଜଗତ୍ଜନନୀ ମାତା ପାର୍ବତୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ…
ଅଗ୍ରିଆ ସମାଜ ପାଇଁ ଅଧ ଏକର ଜମି ଓ ତିନି କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଅଗ୍ରିଆ ସମାଜ ପଶ୍ଚିମ ଓଡିଶାର ଏକ ପ୍ରମୁଖ ଗୋଷ୍ଠୀ । କୃଷି ଉପରେ ନିର୍ଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ, ସମ୍ବଲପୁର, ଝାରସୁଗୁଡା,ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ ଆଦି ଜିଲ୍ଲାମାନଙ୍କରେ ବସବାସ କରିଥାନ୍ତି ।
ସେମାନେ ନିକଟରେ ସେମାନଙ୍କର ବିଭିନ୍ନ…
ଭାରତର ଅଭିବୃଦ୍ଧି ଯୋଜନା ପାଇଁ ନ୍ୟୁ-ଏଜ ଏନର୍ଜି ମିନେରାଲ ଗୁରୁତ୍ୱପୂର୍ଣ୍ଣ :ଶୁଭ୍ରକାନ୍ତ ପଣ୍ଡା
ନୂଆଦିଲ୍ଲୀ : ୨୦୨୩: ଭାରତର ଆର୍ଥିକ ବିକାଶ ଏବଂ ଚିରସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ନ୍ୟୁ-ଏଜ ଏନର୍ଜି ମିନେରାଲ ଗୁରୁତ୍ୱପୂର୍ଣ୍ଣ। ଫିକି ଦ୍ୱାରା ପ୍ରସ୍ତୁତ "ନ୍ୟୁ-ଏଜ ଏନର୍ଜି ମିନେରାଲ" ଶୀର୍ଷକ ଏକ ରିପୋର୍ଟର ଉନ୍ମୋଚନ କାର୍ଯ୍ୟକ୍ରମରେ ଫିକ୍କି ଇଣ୍ଡିଆର ସଭାପତି ତଥା ଇମ୍ଫାର ପରିଚାଳନା…
ବିଜେପି ପାଦ ତଳୁ ଖସୁଛି ଅତଡ଼ା : ଅସମ୍ଭବଠୁ ଦୂରରେ ମିଶନ ଝାରସୁଗୁଡା
ଉପନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଝଟକା:ଶଙ୍ଖ ଫୁଙ୍କିଲେ ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ
୨୫ ବର୍ଷ ଧରି ବିଜେପିର ବହୁ ପଦପଦବୀରେ ଥିଲେ
ନବ ଦାସଙ୍କ ହତ୍ୟାକୁ ନେଇ କିଛି ବିଜେପି ନେତାଙ୍କ ହୀନ ରାଜନୀତି ଦୁଃଖ ଦେଇଥିଲା
ମୁଖ୍ୟମନ୍ତ୍ରୀଙ୍କ…
ଛତିଶଗଡ ରୁ ଆସୁଥିବା ଲୋକ ଙ୍କୁ ଅଟକ କଲା ପୋଲିସ
ରାଇଘର/ନରସିଂ ବାଘ: ନବରଙ୍ଗପୁରଜିଲ୍ଲା ରାଇଘର ବ୍ଲକ ରାଇଘର ପଲିସି ଶୁଣି ଛତିଶଗଡ ର ଗାରିଆବନ୍ଧ ଓ ଧାମତାରୀ ଜିଲ୍ଲାରୁ ୨୦୦୦ ରୁ ଉର୍ଦ୍ଧ ଗ୍ରାମବାସୀ ରାଇଘର ଥାନା ଘେରାଉ କରିବା ନିମନ୍ତେ ରାଇଘର ଥାନା କୁ ଆସୁଥିବା ବେଳେ ସୋନପୁର ନିକଟସ୍ଥ ମୁଖ୍ୟ ରାସ୍ତା ରେ ରାଇଘର ପୋଲିସ କୌଣସି ସୂତ୍ର ରୁ…
ହାଟଭରାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଏବଂ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ମେଗା ରକ୍ତ ଦାନ ଶିବିର
ନବରଙ୍ଗପୁର ଜିଲ୍ଲା/ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାଟଭରାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଏବଂ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆଜି ଦୁଇଗୋଟି ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ଦୁଇଗୋଟି ଟିମ୍ ଉଭୟ…
ସୁନ୍ଦରଗଡ଼ ଜିଲ୍ଲା ରେ ତୃତୀୟ ପର୍ଯ୍ୟାୟରେ 49 ଟି 5T ରୂପାନ୍ତରିତ ବିଦ୍ୟାଳୟ ଉଦଘାଟିତ
ସୁନ୍ଦରଗଡ଼ (ବସନ୍ତ କୁମାର ଜେନା) : 5T ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ତୃତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲା ର 49 ଟି ରୂପାନ୍ତରିତ ସ୍କୁଲ ଆଜି ଉଦଘାଟିତ ହୋଇଯାଇଛି I ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ରୂପାନ୍ତରିତ…
ନୀଳଜୀପତ୍ରl( ଚମରାଡ଼ିହି) ଠାରେ ବିଶ୍ୱ ଶାନ୍ତି ବ୍ରହ୍ମ ଯଜ୍ଞ l
ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl ପଞ୍ଚାୟତ ର ନୀଳଜୀପତ୍ରl (ଚମରାଡିହି ) ଗ୍ରାମ ସ୍ଥିତ ବିଶ୍ଵଶାନ୍ତି ବ୍ରହ୍ମ ଯଜ୍ଞ ମହିମା ବାଲ୍ୟ ଲୀଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଜୀବ ଜଗତ ର ସ୍ରଷ୍ଟା ବ୍ରହ୍ମାଣ୍ଡ ଠାକୁର ମହିମା ଅଲେଖ ସନାତନ ଯଜ୍ଞ…