ଗୋଦାବରୀଶ ମହାବିଦ୍ୟାଳୟ ପ୍ରଚାର୍ଯ୍ୟ ଙ୍କୁ ଭେଟିଲେ କମାଣ୍ଡିଙ୍ଗ ଅଫିସର ଡି ଜେ ସିଂ l
ବାଣପୁର/ଖୋର୍ଦ୍ଧା:(ସେକ୍ କୌଶର): ଆଜି ତା 5/08/2023ଦିନ.1ଓଡ଼ିଶା ନାଭାଲ ୟୁନିଟ ଏନ.ସି.ସି, ବ୍ରହ୍ମପୁର କମାଣ୍ଡିଙ୍ଗ ଅଫିସର କମାଣ୍ଡର ଡି ଜେ. ସିଂ ଗୋଦାବରୀଶ ମହାବିଦ୍ୟାଳୟର ଭବିଷ୍ୟତର ଲାଭ ପାଇଁ ନାଭାଲ ୱିଙ୍ଗ ଏନସିସି ଖୋଲିବା ଉଦେଶ୍ୟ ରେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରଚାର୍ଯ୍ୟଙ୍କୁ…