ବାପା ଓ ପୁଅକୁ ଆଜୀବନ କାରାଦଣ୍ଡ ଆଦେଶ ସୁଣାଇଲେ ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରାଜଜ।

ଉମରକୋଟ-୦୮-୦୫-୨୩-ଏକ ହତ୍ୟା ଘଟଣାରେ ଆଜି ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରାଜଜ ଗିରିଜା ପ୍ରସାଦ ମହାପାତ୍ର ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି।ଘଟଣାଟି ଘଟିଥିଲା 13/3/2016 ତାରିଖ ଦିନ ନବରଙ୍ଗପୁର ଜିଲା କୁନ୍ଦେଇ ଥାନା ଅନ୍ତର୍ଗତ ତରେଇଡିହି ଗ୍ରାମ ଠାରେ। ସକାଳ ପ୍ରାୟ…

ଇକୋରୋ ଦ୍ୱାରା ଶିଶୁମାନଙ୍କ ପାଇଁ ଗ୍ରୀଷ୍ମ କାଳୀନ ଶିବିର ଆୟୋଜନ

ଭୁବନେଶ୍ୱର : ଗ୍ରୀଷ୍ମ ସମୟରେ ରେଳ କର୍ମଚାରୀଙ୍କ ପିଲାମାନଙ୍କୁ ବିଭିନ୍ନ ଅବକାଶ ମୂଳକ କାର୍ଯ୍ୟରେ ନିୟୋଜିତ କରିବା ଏବଂ ବିଭିନ୍ନ ପ୍ରକାରର ସୃଜନଶୀଳ କାର୍ଯ୍ୟକଳାପ ପ୍ରଦାନ କରିବା ପାଇଁ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ଦ୍ୱାରା ରେଳ ବିହାର ଠାରେ ଶିଶୁମାନଙ୍କ ପାଇଁ ଏକ…

ମଣିପୁର ହିଂସାରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କ୍ଷେତ୍ରରେ ବିଜେପି ନିରବ: ବିଜେଡି

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଫେରିଲେ ଛାତ୍ରଛାତ୍ରୀ  ରାଜନୈତିକ ସ୍ୱାର୍ଥ ପାଇଁ ମଣିପୁର ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ  ମଣିପୁର ହିଂସା ପରେ ଓଡିଆଙ୍କୁ ଆଇନ୍‍ହୀନ କହିଥିବା ବିଜେପି ନେତା କ୍ଷମା ମାଗନ୍ତୁ…

ବିଜେପି ନେତା ପୃଥ୍ୱୀରାଜଙ୍କୁ “ଆନ୍ଧ୍ର ମଡେ଼ଲ” ମନେ ପକାଇ କଟାକ୍ଷ କଲା ବିଜେଡି

 ବିଧାନ ପରିଷଦ ସଭ୍ୟ ପଦ ପାଇଁ ଟଙ୍କା ଆଦାୟ ମାମଲାରେ ଫୌଜଦାରୀ ମାମଲା ହେବାକୁ ଯାଉଛି  ବିବାଦୀୟ ଓ କଳଙ୍କିତ ଛବି ଥିବା ନେତାଙ୍କ ଯୋଗୁଁ ବିଜେପିକୁ ବହୁ ମୂଲ୍ୟ ଦେବାକୁ ପଡ଼ିପାରେ ଭୁବନେଶ୍ୱର: ଓଡ଼ିଶାରେ ତାମିଲନାଡୁ ମଡେଲ ଶାସନ ଚାଲିଛି ବୋଲି ମନ୍ତବ୍ୟ ଦେଇଥିବା ବିଜେପି…

ଡି. ପ୍ରିୟଙ୍କାଙ୍କୁ ”ଗୁରୁ ଦେବ ପ୍ରସାଦ ଦାସ ପ୍ରତିଭା ସମ୍ମାନ”

 https://youtu.be/ZR4505F5SOE ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱରର ନୃତ୍ୟାର୍ଚ୍ଚନା ଅନୁଷ୍ଠାନ ପକ୍ଷରୁ ଷଷ୍ଠତମ ଗୁରୁ ଦେବ ପ୍ରସାଦ ଦାସ ସମ୍ମାନ ଉତ୍ସବ - ୨୦୨୩ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ,…

ନବରଙ୍ଗପୁର ରେ ବିଶ୍ୱ ରେଡ଼କ୍ରସ ଦିବସ ପାଳନ ।

 https://youtu.be/zVM00InHy88 ନବରଙ୍ଗପୁର/ଅଶୋକ ସାହୁ,:.ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ଆଜି ନବରଙ୍ଗପୁର ଜିଲ୍ଲା ସଦରମହକୁମା ମିଶନ ଶକ୍ତି ସଭା ଗୃହରେ ପାଳନ ହୋଇଯାଇଛି। ଏହି ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ବିଶ୍ୱ ରେଡ଼କ୍ରସ ର ପତିଷ୍ଠାତା…

ରାଉରକେଲା ରେ ବିଶ୍ବ ରେଡକ୍ରସ ଦିବସ ପାଳିତ, ବାହାରିଲା ସଚେତନତା ରାଲି

ରାଉରକେଲା: ୮/୫/୨୩(ବସନ୍ତ କୁମାର ଜେନା): ଭାରତୀୟ ରେଡକ୍ରସ ସୋସାଇଟି ର ରାଉରକେଲା ଶାଖା ପକ୍ଷରୁ ବିଶ୍ୱ ରେଡ଼କ୍ରସ ଦିବସ ଆଜି ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ କକ୍ଷଠାରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ର ଆୟୁକ୍ତ…