ବନବିଭାଗ ପକ୍ଷରୁ ଗୋପାଳପାଲି ରେ ୨୮ ପରିବାରଙ୍କୁ ସୋଲାର ଲାଇଟଲଣ୍ଠନ ବଣ୍ଟନ
ଜମନକିରା /ଲିପନ ନାୟକ: ବାମରା ବନ୍ୟପ୍ରାଣୀ ବନଖଣ୍ଡ ଭୋଜପୁର ରେଞ୍ଜ ଅଧିନସ୍ଥ ସିରିଡ ପଞ୍ଚାୟତ ର ଗୋପାଳପାଲି ଗ୍ରାମରେ ଆଜି ବନ ବିଭାଗ ପକ୍ଷରୁ ୨୮ ପରିବାରଙ୍କୁ ସୋଲାର ଲାଇଟ ଲଣ୍ଠନ ବଣ୍ଟନ କରାଯାଇଛି। ଯାହା ଫଲରେ ଅଂଚଳରେ ଅନେକ ସମୟରେ ବିଦ୍ୟୁତ କାଟରୁ ଲୋକେ ଉପକୃତ ହୋଇ ପାରିବୁ ବୋଲି…