ଜଳ ସଂପଦ ବିଭାଗ ତରଫରୁ ପ୍ରାକ୍ ବନ୍ୟା ଓ ବାତ୍ୟା ପ୍ରସ୍ତୁତି ବୈଠକ
• ସମସ୍ତଙ୍କ ସହଯୋଗରେ ଗତ ବର୍ଷ ବନ୍ୟାକୁ ବିଭାଗ ସଫଳତାର ସହ ମୁକାବିଲା କରିଛି ।
• ଗତ ବନ୍ୟାରେ ରହିଥିବା ତ୍ରୁଟିକୁ ଅନୁଧ୍ୟାନ କରି ଆଗାମୀ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରୁହ- ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ
ଭୁବନେଶ୍ୱର:…