ମା’ର ମମତା , ସ୍ନେହ , ତ୍ୟାଗ , ପ୍ରେମ ଅନନ୍ତ , ଅମାପ , ତାରି ଡୋରୀରେ ବନ୍ଧା ଏ ଜଗତ ତା ବିନା ଆମର ନାହିଁ…

https://youtu.be/VdUVhOSG0l0 ପାରାଳlଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ପାରଳାର ଅଗ୍ରଣୀ ମହିଳା ସଙ୍ଗଠନ "ପ୍ରଗତି" ଆନୁକୁଲ୍ୟରେ "ଆନ୍ତର୍ଜାତିକ ମାତୃ ଦିବସ" ଓ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଶ୍ରୀମତୀ କଳ୍ପନା…

“ନିର୍ବାଚନ ପାଖେଇ ଆସିଲେ ମନେ ପକାନ୍ତି ସ୍ୱତନ୍ତ୍ର ଉନ୍ନୟନ ପରିଷଦ”

ନିର୍ବାଚନ ପରେ ଭୁଲିଯାଆନ୍ତି ରାଜ୍ୟ ସରକାର : ମୋହନ ମାଝୀ ଭୁବନେଶ୍ୱର, ତା.୧୪/୦୫: ଜନଜାତି ବହୁଳ ଜିଲ୍ଲାଗୁଡ଼ିକର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସଂରକ୍ଷଣ, ପ୍ରଜାତିକ, ପରିଚିତିର ସ୍ଥିତାବସ୍ଥା ବଜାୟ ରଖିବା ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ୨୦୧୯ ସାଧାରଣ…

ଧନ୍ଦାମୂଳକ ଶିକ୍ଷକଙ୍କ ପାଞ୍ଚଦିନିଆ ପ୍ରଶିକ୍ଷଣ ଉଦଯାପିତ

ପ୍ରଶିକ୍ଷଣ ସହ ଓ୍ୱାର୍ଲଡ ସ୍କିଲ ସେଣ୍ଟର ଓ ସେଣ୍ଟ୍ରାଲ ଟୁଲ ଓ ଟ୍ରେନିଂ ସେଣ୍ଟର ପରିଦର୍ଶନ କଲେ ପ୍ରଶିକ୍ଷାର୍ଥୀ ଭୁବନେଶ୍ୱର,:ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ପାଞ୍ଚଦିନ ଧରି ଆଞ୍ଚଳିକ ପ୍ରଶିକ୍ଷଣ ସଂସ୍ଥାନ ଭୁବନେଶ୍ୱର ଠାରେ ଆୟୋଜିତ ଧନ୍ଦାମୂଳକ ଶିକ୍ଷକମାନଙ୍କର ତାଲିମ…

ସିବିଏସ୍‍ଇ ପରୀକ୍ଷାରେ ଏବିପିଏସ୍‍ର ଉଲ୍ଲେଖନୀୟ ସଫଳତା

କାଶୀପୁର/ଟିକିରି ରୁ ବୈକୁଣ୍ଠ ଦୁରିଆ : ଏହାର ପାରିପାଶ୍ୱର୍ିକ ଅଞ୍ଚଳରେ ବାସକରୁଥିବା ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କର ସାମର୍ଥ୍ୟ ପରିସ୍ଫୁଟନ କରାଇବା ଏବଂ ଗୋଷ୍ଠୀକୁ ସମୃଦ୍ଧ କରିବା ସକାଶେ ଏକ ପୂର୍ଣ୍ଣାଙ୍ଗ ଶିକ୍ଷା ଯୋଗାଇଦେବା ଲକ୍ଷ୍ୟରେ ଅଗ୍ରସର ହେଉଥିବା ରାୟଗଡା ଜିଲ୍ଲାର ଟିକିରି…

ଆରିୟା ଷ୍ଟିଲରେ ପୁଣି ଦୁର୍ଘଟଣା : ୩ ଗୁରୁତର

ଶାସକ ପ୍ରଶାସକ (ବଡ଼ବିଲ):ବଡ଼ବିଲ ମାଟକାମବେଡ଼ା ଠାରେ ଥିବା ଆରିୟା ଆଇରନ ଏଣ୍ଡ ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ଜଣକ ଅବସ୍ଥା ସଙ୍କଟପନ୍ନ ଥିବାର ସୂଚନା ମିଳିଛି। ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସାପରେ…

ଆଉ ୧୪ ଟି ଜିଲ୍ଲାର ୫୫ଟି ବ୍ଲକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠିତ

ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଂଖ୍ୟା ୯ ରୁ ୨୩ କୁ ବୃଦ୍ଧି ରାଜ୍ୟର ୧୭୨ଟି ବ୍ଲକ ରେ ହେବ କାର୍ଯ୍ୟକାରୀ, ସାମିଲ ହେବେ 83ଲକ୍ଷରୁ ଅଧିକ ଜନଜାତି ବର୍ଗର ଲୋକ ଚଳିତ ଆର୍ଥକ ବର୍ଷରେ ଖର୍ଚ୍ଚ ହେବ ୨୨୩ କୋଟି ଛୋଟ, ବଡ ସବୁ ଜନଜାତି ଗୋଷ୍ଠୀର ମୌଳିକ ପରିଚୟ ସୁରକ୍ଷିତ…

କିମ୍‍ସରେ ବିଶ୍ୱ ମାତୃ ଦିବସ

ଭୁବନେଶ୍ୱର ୧୪ ।୫: ମାଆର ମମତା ଓ ବାତ୍ସଲ୍ୟ ସନ୍ତାନଙ୍କ ଜୀବନର ସ୍ରୋତ। ମାଆ ନିଜ ସନ୍ତାନ ପାଇଁ ସମଗ୍ର ଜୀବନ କଷ୍ଟ ସହ୍ୟ କରିଥାଏ ଏବଂ ପ୍ରତି ବଦଳରେ ସନ୍ତାନକୁ ପୃଥିବୀର ସର୍ବଶ୍ରେଷ୍ଠ ମଣିଷ ଭାବେ ଗଢ଼ି ତୋଳେ। ରବିବାର କିମ୍‍ସ-ଭୁବନେଶ୍ୱର ପରିସରରେ ବିଶ୍ୱ ମାତୃ ଦିବସ ପାଳନ ଅବସରରେ କିଟ୍‍,…

ଜାତୀୟ ଲୋକ ଅଦାଲତ, ୪୧,୯୧୫ ମାମଲାର ଫଇସଲା

ଭୁବନେଶ୍ୱର:ସଂପ୍ରତି ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶମତେ ଚଳିତ ବର୍ଷ ୨୦୨୩ର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍-ତଥା-ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ନିଶିଥ ନିଶାଙ୍କଙ୍କ…

ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ: କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍, କେଇଏମ୍‍ ଓ କିସ୍‍-ଦିଲ୍ଲୀ…

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଭୁବନେଶ୍ୱରସ୍ଥିତ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍, କଲରାବାଙ୍କ ସ୍ମାର୍ଟ ଭିଲେଜସ୍ଥିତ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ୍‍ (କେଇଏମ୍‍) ଓ…