ବେଲଗୁଣ୍ଠାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ
ଗଂଜାମ ଜିଲ୍ଲା ପ୍ରତିନିଧି,(ନିଲୁ ବିଷୋୟୀ):- ଗଞ୍ଜାମ ଜିଲ୍ଲା ବେଲଗୁ଼ଣ୍ଠା ଥାନାରେ ସୋମବାର ନୂତନ ଥାନାଧିକାରୀ ଭାବେ ବନବିହାରୀ ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ପ୍ରଧାନ ପୂର୍ବରୁ ଖୋର୍ଦ୍ଧା ଟାଉନ୍ ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିଲେ । ବେଲଗୁଣ୍ଠାରେ ପୂର୍ବରୁ…