୪୮୩ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କଲେ ନୟାଗଡ଼ ବିଧାୟକ
ପ୍ରଶାସକ, ଡାକ୍ତର, ଇଂଜିନିୟର, ଶିକ୍ଷକ ହେବାକୁ ହଁ, ନେତା ହେବାକୁ ନାଁ !
ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ ନିକଟସ୍ଥ କଲ୍ୟାଣୀ ମଣ୍ଡପ ଠାରେ ଶନିବାର ଅନୁଷ୍ଠିତ ଓଡ଼ଗାଁ ଏନ୍ଏସି ଓ ମଣ୍ଡଳସ୍ତରୀୟ ମେଧା ସମ୍ମାନ ୨୦୨୩ ଉତ୍ସବରେ ଯୋଗଦେଇ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ…