https://youtu.be/h8_sSNwtQPI
ରାଉରକେଲା/ ବସନ୍ତ ଜେନା : ରାଉରକେଲା ଅବକାରୀ ବିଭାଗ ଦ୍ୱାରା ଅତର୍କିତ ଚଢ଼ାଉ କରାଯାଇଛି | ଚଢ଼ାଉ ବେଲେ ତେଇଶି କିଲୋରୁ ଉର୍ଦ୍ଧ ଗଂଜେଇ ଜବତ କରିବା ସହ ସହ ଜଣେ ଗିରଫ ହୋଇଛି | ଘଟଣାସ୍ଥଳରୁ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି | ଯାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ହେବ |
Sign in
Sign in
Recover your password.
A password will be e-mailed to you.