ଶ୍ରମ ଓ ଯୋଜନା ସ୍ଵତନ୍ତ୍ର ସଚିବ ଗଜପତି ଜିଲ୍ଲା ଦିନିକିଆ ଗ୍ରସ୍ତରେ ଉନ୍ନତ ମୁଳକ କାର୍ଯ୍ୟ ସମୀକ୍ଷା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ଶ୍ରମ ଓ ଯୋଜନା ସ୍ଵତନ୍ତ୍ର ସଚିବ ଶ୍ରୀ ଚିତ୍ରା ଆରାଉଙ୍ଗମ୍ ଗଜପତି ଜିଲ୍ଲାର ଦିନିକିଆ ଗସ୍ତରେ ଆସି ବିଭିନ୍ନ ଉନ୍ନତ ମୂଳକ କାର୍ଯ୍ୟକ୍ରମକୁ ବୁଲି ଦେଖିବା ସହିତ ସୟଂ ସହାୟକ ଗୋଷ୍ଠୀ ମା ମାନଙ୍କ ସହିତ କଥା ହୋଇଥିଲେ। ରାୟଗଡ଼ା ବ୍ଲକ୍ ର…

ଅଡବା ଆମ ପୁଲିସ ସମିତି ପକ୍ଷରୁ ଭଲିବଲ ଖେଳ ଉଦଯାପିତ : କାଲେମା ଦଳ ବିଜୟୀ , ଡୁବୁରୀ ଦଳ ରନର୍ସ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ଗ୍ରାମଠାରେ ୨୭ତାରିଖ ଠାରୁ ୧୦ଟି ଟିମକୁ ନେଇ ଚାଲୁ ରହିଥିବା ଭଲିବଲ ଖେଳ ଉଦଯାପିତ ହୋଇଯାଇଛି। ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସ୍ୱାତୀ.କୁମାରଙ୍କ ନିର୍ଦ୍ଦେଶକ୍ରମେ ଓ ଅଡବା ଥାନା ଅଧିକାରୀ…

ମାତୃପିତୃହୀନ ଶିଶୁଙ୍କ ନିମନ୍ତେ ବୈଷୟିକ ଶିକ୍ଷା ସମ୍ବନ୍ଧୀୟ ପରାମର୍ଶ କାର୍ଯ୍ୟକ୍ରମ ଆୟୋଜିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମେଳନ କକ୍ଷରେ ଚଳିତ ବର୍ଷ ପ୍ରକାଶ ପାଇଥିବା ଦଶମ ବୋର୍ଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପିତୃମାତୃହୀନ ଛାତ୍ରଛାତ୍ରୀଙ୍କ…

ବାସୁଦେବପୁର ପ୍ରଶାସନ ପକ୍ଷରୁ ଉଠା ଦୋକାନୀ ମାନଙ୍କ ଜବର ଦଖଲ ଉଚ୍ଛେଦ।

 ଜୀବିକା ହରାଇ ନିରାଶ ରେ ଶତାଧିକ ପରିବାର, ତୁରନ୍ତ ଥଇଥାନ ଦାବି ବାସୁଦେବପୁର - ବାସୁଦେବପୁର ପ୍ରଶାସନ ପକ୍ଷ ରୁ ଜବର ଦଖଲ ଉଚ୍ଛେଦ କରାଯାଉଛି। ବାସୁଦେବପୁର ବଜାର ରେ ଉଠା ଦୋକାନୀ ମାନେ ଆଯକୁ ବହୁ ଦିନ ଧରି ସେମାନଙ୍କର ବ୍ୟବସାୟ ଚଳାଇ ଆସୁ ଥିଲେ। ପ୍ରଶାସନ ପକ୍ଷରୁ ରାସ୍ତା ର ସମ୍ପ୍ରସାରଣ…

ଅରବିନ୍ଦ ସିଂହ ଟିପିସିଓଡିଏଲର ନୂଆ ସିଇଓ ଭାବେ ନିଯୁକ୍ତି

ବିଦାୟୀ ସିଇଓ ଶ୍ରୀ ଏମ୍ ସେନ୍ବାଗମଙ୍କ ୨୦୨୩ ମେ’ ୩୧ରେ ଅବସର ଗ୍ରହଣ ଭୁବନେଶ୍ୱର : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଶ୍ରୀ ଅରବିନ୍ଦ ସିଂହଙ୍କୁ କଂପାନିର ନୂଆ ସିଇଓ ଭାବେ ନିଯୁକ୍ତ…

ରଜ ଉତ୍ସବ ପାଇଁ ଟ୍ରେଣ୍ଡ୍‌ସର ‘ରଜ ରାଜକୁମାରୀ’ ଅଭିଯାନ ଶୁଭାରମ୍ଭ

-୩୯୯୯ ଟଙ୍କା କିମ୍ବା ଅଧିକ ମୂଲ୍ୟର କିଣାକିଣି ସହିତ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ ଏବଂ ତାହା ସହିତ ପାଆନ୍ତୁ ୨୦୦୦ ଟଙ୍କା ମୂଲ୍ୟର କୁପନ -ରଜ ରାଜକୁମାରୀ କାର୍ଯ୍ୟକ୍ରମରେ ଭାଗନେବାର ସୁଯୋଗ ଏବଂ ରଜ ଶ୍ରେଷ୍ଠ ଲୁକ୍ ପ୍ରତିଯୋଗିତାରେ ଭାଗନେଇ ଅନେକ ଆକର୍ଷଣୀୟ…

+୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍‍ର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର, ୩୧ ।୫: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ରାଜ୍ୟର ବିଜ୍ଞାନରେ ପାସ ହାର ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ…

ମହିଳା ଓ ଶିଶୁ ବିକାଶ ବିଭାଗ କାର୍ଯ୍ୟାବଳୀ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

"ମମତା ଯୋଜନା'ରେ ବର୍ତ୍ତମାନ ସୁଦ୍ଧା ୨୭୧୧.୬୭ କୋଟିରୁ ଅଧିକ ଅର୍ଥରାଶି ଇ-ଟ୍ରାନ୍ସଫର ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ଜମା ଖାତାକୁ ପଠାଯାଇଛି ୨୦୦୦-୨୦୦୧ ବଜେଟ୍ରେ ବିଭାଗ ପାଇଁ ୩୭୬.୮୬ କୋଟି ଟଙ୍କା ଥିବାବେଳେ ୨୦୨୩-୨୪ରେ ଏହା ୩,୬୭୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି…

ହାଣ୍ଡିସାଲରୁ ସିଙ୍ଗାପୁର

ବରଗଡ :- ହାଣ୍ଡିସାଲରୁ ଉଡାଯାହାଜ ଯୋଗେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା କରିବେ ବିଦେଶ ଗସ୍ତ । ବରଗଡ଼ ଜ଼ୀଲ୍ଲାସ୍ତରୀୟ ମହିଳା ମହାସଙ୍ଘର ସଭାନେତ୍ରୀ ଝରଣା ଦାଶ ଯିବେ ସିଙ୍ଗାପୁର । ମହିଳା ସଶକ୍ତିକରଣ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ନିଆରା ତଥା ଗୁରୁତ୍ୱପୂର୍ଣ୍ଣ…

କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ତ୍ୱରିତ ସେବା ପ୍ରଦାନ ନିମନ୍ତେ ଅଧିକାରୀମାନଙ୍କୁ ପରାମର୍ଶ ଭୁବନେଶ୍ୱର: କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଡଃ ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଖୋରଧା ଜିଲ୍ଲାର ରାଜସ୍ୱ ସେବା ସଂପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛିା ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଉକ୍ତ ସମୀକ୍ଷା…