କମ୍ୟୁନିଟି ହଲ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟିକା

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୦୨ ଶାନ୍ତିନଗର ଠାରେ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟଅତିଥି ଭାବେ ଯୋଗଦେଇ ଏକ କମ୍ୟୁନିଟି ହଲ୍ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l ସମ୍ମାନିତ ଅତିଥି ଭାବେ ଏନ୍.ଏ.ସି ଅଧ୍ୟକ୍ଷା ସାବିତ୍ରୀ ବାଗ,…

ମିଶନ ଶକ୍ତି କାଫେ ଦ୍ବାରା ମହିଳା ମାନେ ସ୍ବାବଲମ୍ବୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମିଶନ ଶକ୍ତି ବିଭାଗର ସହାୟତା ଏବଂ ଜିଲ୍ଲା ପ୍ରଶାସନ ଗଜପତିର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗଜପତିର ବିଭିନ୍ନ ଜାଗାରେ ମିଶନ ଶକ୍ତି କାଫେ ତିଆରି କରାଯାଇ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ବାବଲମ୍ବୀ କରାଯାଇଛି। ପ୍ରତି ପଞ୍ଚାୟତ ସମିତିର…

ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ନାଟକ ମଞ୍ଚଠାରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ,…

କାର ଧକ୍କାରେ ବରିଷ୍ଠ ନେତା ଭାସ୍କର ପତି ଙ୍କ ମୃତ୍ୟୁ

ଗଂଜାମ,(ନିଲୁ ବିଷୋୟୀ ): କାର ଧକ୍କାରେ ଭଞ୍ଜନଗର ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ଭାସ୍କର ପତି (୬୩)ଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଅପରାହ୍ନରେ ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡା ଗ୍ରାମ ନିକଟରେ ଥିବା ନିଜ ଚାଷ ଜମିରେ ରୁଆ କାଯ୍ୟ ହେଉଥିବା ରାସ୍ତା କଡରେ ନିଜ ବାଇକ ଉପରେ ବସି ତାହାର…

ବିଶାଖାପାଟନାମ ଡ଼ିଭିଜନ ଡିଆରଏମ ଙ୍କ ପାରଳାଖେମୁଣ୍ଡି ଗସ୍ତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶାଖାପାଟନାମ ଡିଆରଏମ ସୌରଭ ପ୍ରସାଦ ମଙ୍ଗଳବାର ଦିନ ଏକ ସ୍ବତନ୍ତ୍ର ଟ୍ରେନରେ ଦିନିକିଆ ପାରଳାଖେମୁଣ୍ଡି ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ସେ ନୌପଡ଼ା ଠାରୁ ଗୁଣୁପୁର ଲାଇନର  ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକୁ ଦେଖିବା ସହ ପାରଳାଖେମୁଣ୍ଡି…

ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମ ତିଥି ରେ ଜାତୀୟ ଖେଳ ଦିବସ ପାଳିତ।

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କେନାଢିପା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆଜି ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମ ତିଥି ରେ ଜାତୀୟ ଖେଳ ଦିବସ ,ପ୍ରଧାନ ଶିକ୍ଷକ ଅମୋଘ ବିହାରୀ ବୈରୀଗଞ୍ଜନ ନାୟକଙ୍କ ଅଧ୍ୟକ୍ଷତା ପାଳିତ ହୋଇଯାଇଛି। ସଭାକାର୍ଯ୍ୟ ପ୍ରାରମ୍ଭରେ ଧ୍ୟାନଚାନ୍ଦ ଙ୍କ…

ସୋଆ ଫ୍ୟାକଲ୍ଟି ଅଫ୍ ନର୍ସିଂ ଏବଂ ଫାର୍ମାସୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୯/୦୮: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି) ଓ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଙ୍ଗଳବାର ଏକ ସ୍ୱତନ୍ତ୍ର ଉତ୍ସବରେ…

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର, ୨୯/୦୮: ଆରବ ସାଗରରୁ ଜଳୀୟ ବାଷ୍ପ ସହ ପ୍ରବାହିତ ହେଉଥିବା ଦକ୍ଷିଣ ପଶ୍ଚିମ ବାୟୁ ଅନେକ ଦିନ ପର୍ଯ୍ୟନ୍ତ ଅନ୍ତର୍ଦ୍ଧ୍ୟାନ ହୋଇଯିବା ଫଳରେ ମୌସୁମୀ ଦୁର୍ବଳ ହୋଇପଡ଼ିଛି । ମାତ୍ର ସାରା ଭାରତରେ ପଶ୍ଚିମ ଓ ଉତର ପଶ୍ଚିମ ବାୟୁର ପ୍ରବାହ ଅଗଷ୍ଟ ୩୧ ତାରିଖ ଯାଏଁ ଜାରୀ ରହିବ ବୋଲି…

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ କୃଷିଭିତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୨୯/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍) ଅଧିନସ୍ଥ କୃଷି ବିଭାଗ ପକ୍ଷରୁ ୨୦ ଜଣିଆ ପ୍ରତିନିଧି ଦଳକୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ପାଣିକଟା ଗ୍ରାମର…

ଆଦର୍ଶ ପ୍ରଧାନଶିକ୍ଷକ ହିମାଂଶୁ ମହାନ୍ତିଙ୍କ ବିୟୋଗରେ ଶୋକ !

 (ମାହାଙ୍ଗା-ଶାସକ ପ୍ରଶାସକ): ବିରୂପା ଗେଙ୍ଗୁଟି ଦ୍ଵୀପାଞ୍ଚଳ ଅନ୍ତର୍ଗତ ବାଲିପଡ଼ିଆ ଗ୍ରାମର ଜଣାଶୁଣା ଶିକ୍ଷାବିତ୍ ତଥା ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ କୋଠପଦାର ପ୍ରାକ୍ତନ ପ୍ରଧାନଶିକ୍ଷକ ହିମାଂଶୁ କୁମାର ମହାନ୍ତିଙ୍କ ୭୩ ବର୍ଷ ବୟସରେ କଟକ ଠାରେ ପରଲୋକ ଘଟିଛି l ସେ ଜଣେ ଆଦର୍ଶ…