ସୋଆର କୃଷି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗି୍ରକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ରୁ ଶିକ୍ଷା ସମାପ୍ତ କରିଥିବା ୨୦୨୩ ବ୍ୟାଚର ବିଏସ୍ସି (ଏଗି୍ରକଲ୍ଚର) ଓ ଏମ୍ଏସ୍ସି (ଆଗ୍ରୀକଲ୍ଚର) ଛାତ୍ରଛାତ୍ରୀ ମାନଙ୍କୁ ବୁଧବାର ଏକ ସ୍ୱତନ୍ତ୍ର…

ସୋଆ କୃଷି ଛାତ୍ରମାନଙ୍କ ଦ୍ୱାରା ଗୋଖାଦ୍ୟ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୩୦/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍)ର ଶେଷ ବର୍ଷ ସ୍ନାତକ ଛାତ୍ରମାନଙ୍କ ଦ୍ୱାରା “ଗୋ ଖାଦ୍ୟ ରୂପରେ ଆଜୋଲା ଓ ନାପିଅର୍ ଘାସର ଚାଷ” ଏକ ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବାଡିରେ ଛୋଟ…

ସାହିତ୍ୟର ସ୍ୱର “ଶ୍ରାବଣୀ” ସହିତ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ନୂତନ କର୍ମକର୍ତ୍ତା ଚୟନ

ନୟାଗଡ଼ (ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଆନୁକୂଲ୍ୟରେ ଶ୍ରାବଣର ଶେଷ ସ୍ପର୍ଶ "ଶ୍ରାବଣୀ" କବିତା ଆସର ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା l ପ୍ରଥମ ପର୍ଯ୍ୟାୟର ଏହି…

ଜାତୀୟ ଶିକ୍ଷା ଯୋଜନା – ୨୦୨୦ ଉପରେ ଆଲୋଚନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵଂୟଶାସିତ ମହାବିଦ୍ୟାଳୟର ସଭାଗୃହ ଠାରେ ଜାତୀୟ ଶିକ୍ଷା ଯୋଜନା ୨୦୨୦ ଉପରେ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରକୁ ଆକ୍ୟୁଏସି…

ଓଡ଼ିଶାରେ ମିଲେଟ୍ସ ସଚେତନତା ପାଇଁ ଓ.ଏମ୍. ଏମ୍ ଓ ହୋଟେଲ ଗୁଡିକର ମିଳିତ ପ୍ରୟାସ

ଭୁବନେଶ୍ୱର– ହୋଟେଲ ଏବଂ ରେଷ୍ଟୁରାଂଟରେ ମିଲେଟ୍ସର ପ୍ରସାର ପାଇଁ ଓଡ଼ିଶା ମିଲେଟ୍ସ ମିଶନ (ଓ.ଏମ୍.ଏମ୍) ରେଷ୍ଟୁରାଂଟ ଏସୋସିଏସନ୍ ଅଫ୍ ଓଡ଼ିଶା ସହଭାଗୀତାରେ ଏକ ଅଭଯାନ ଆରମ୍ଭ କରିଛି । ମିଲେଟ୍ସ ସଚେତନତା ବୃଦ୍ଧି ପାଇଁ ଭାରତ ସରକାର ଙ୍କ ପ୍ରସ୍ତାବ ଅନୁଯାୟୀ ମିଳିତ ଜାତିସଂଘ ୨୦୨୩ ମସିହାକୁ…

“ସୃଷ୍ଟି” ସମାଜ କଲ୍ୟାଣ ଅନୁଷ୍ଠାନ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ

ଦିବ୍ୟାଙ୍ଗ ପିଲାଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଲେ ସମାଜସେବୀ ଶାନ୍ତା ଦାସ ବାଲେଶ୍ୱର, 30.08.23- ବାଲେଶ୍ୱର ଜିଲ୍ଲାର ଅଗ୍ରଣୀ ସମାଜ କଲ୍ୟାଣ ଅନୁଷ୍ଠାନ "ସୃଷ୍ଟି" ପକ୍ଷରୁ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ପ୍ରତିଷ୍ଠାନ ଠାରେ ପରିସରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି I ଏଥିରେ…

ସମରଝୋଳ ଅକ୍ସଫୋଡ ପବ୍ଲିକ୍ ସ୍କୁଲ୍ ରେ ରକ୍ଷାବନ୍ଧନ ପାଳିତ

https://youtu.be/7ercb4BYiU8 ହିଞ୍ଜିଳିକାଟୁ /ରଜତ ପଟ୍ଟନାୟକ :ହିଞ୍ଜିଳିକାଟୁ ବ୍ଲକ୍ ସମର୍ ଝୋଳ ଠାରେ ଅବସ୍ଥିତ ଅକ୍ସଫୋଡ୍ ପବ୍ଲିକ୍ ସ୍କୁଲ୍ ରେ ପିଲାମାନ ଙ୍କ ଦ୍ଵାରା ଆୟୋଜନ ହୋଇଥିଲା ରାକ୍ଷୀ ବନ୍ଧା କାର୍ଯ୍ୟକ୍ରମ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ…

ବଲାଙ୍ଗୀର ଜିଲ୍ଲା ରେ ମିଲେଟ ଚାଷକୁ ଗୁରୁତ୍ବ : ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ।

ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ବଲାଙ୍ଗୀର ଜିଲ୍ଲା କୁ ପ୍ରାୟତଃ ମରୁଡି ଜିଲ୍ଲା ଭାବରେ ଗଣନା କରାଯାଏ। କାହିଁକି ନା ଅଭାବୀ ବର୍ଷା ଯୋଗୁଁ ପ୍ରାୟତଃ ମରୁଡି ପଡିଥାଏ। ଓ ଚାଷୀ ମାନେ ଏହି ମରୁଡି ର ଶିକାର ହୋଇଥାନ୍ତି। କେତେକ ଚାଷୀ କୃଷି ରୂଣ ନେଇ ଚାଷ କରିଥାନ୍ତି ଓ ପରବର୍ତ୍ତୀ…

31 ଅଗଷ୍ଟ 2023 ରୁ ଭୁବନେଶ୍ୱର ଅଞ୍ଚଳରେ ଟ୍ରେନ୍ ସେବା ସ୍ୱାଭାବିକ ହେବ

ଭୁବନେଶ୍ୱର: ଆଜି ରେଳ ନିରାପତ୍ତା ଆୟୁକ୍ତ ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ଲାଇନ୍ ପ୍ରକଳ୍ପର ମଞ୍ଚେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟରେ ଶେଷ ପର୍ଯ୍ୟାୟ କାର୍ଯ୍ୟର ସାଙ୍କେତିକ ପ୍ରଣାଳୀକୁ ଯାଞ୍ଚ କରିବେ | ପୂର୍ବତଟ ରେଳପଥରେ ବିଭିନ୍ନ ସ୍ଥାନରେ ପ୍ରମୁଖ ସାଙ୍କେତିକ ଏବଂ ନିରାପତ୍ତା ସମ୍ବନ୍ଧୀୟ…

ଗଣେଶ ପୂଜାରେ ଶୁଭାରମ୍ଭ ହେବ ଜିଓ ଏୟାରଫାଇବର୍: ମୁକେଶ ଅମ୍ବାନି

- ୨୦ କୋଟି ଘରେ ଓ କାର୍ଯ୍ୟାଳୟରେ ପହଂଚାଇବା ଯୋଜନା - ଦୈନିକ ୧.୫ ଲକ୍ଷ ସଂଯୋଗ ଦିଆଯାଇପାରିବ - ଆକାଶ ଅମ୍ବାନିଙ୍କ ଦ୍ୱାରା ଜିଓ ଟ୍ରୁ-୫ଜି ଡେଭଲପର ପ୍ଲାଟଫର୍ମ ଓ ଜିଓ ଟ୍ରୁ-୫ଜି ଲ୍ୟାବ୍‌ର ଶୁଭାରମ୍ଭ ଘୋଷଣା - ଜିଓର ଅପ୍ଟିକାଲ୍ ଫାଇବର୍ ଭିତିଭୂମି ୧୫ ଲକ୍ଷ…