ବିଜୁ ଜନତା ଦଳ ତରଫରୁ ପଞ୍ଚାୟତସ୍ତରୀୟ ଅମରେନ୍ଦ୍ରଙ୍କ ବନ୍ଧୁମିଳନ ଓ ବୃକ୍ଷରୋପଣ ଅନୁଷ୍ଠିତ
ଜଗତସିଂହପୁର,ତା-୦୩.୦୯.୨୦୨୩/ସୁମନ୍ତ କୁମାର ଦାସ: ନାଉଁଗା ବ୍ଲକ ଅନ୍ତର୍ଗତ ଗଜରାଜପୁର ପଞ୍ଚାୟତର ପବିତ୍ର ଶୈବ ପୀଠ ତୁମ୍ବେଶ୍ୱର ମହାଦେବ ମନ୍ଦିର ପରିସରରେ ଅମରେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ନାଉଁଗା ପଞ୍ଚାୟତ ର ୪ ପଞ୍ଚାୟତ ଗଜରାଜପୁର, ରୋହିଆ , ଗଳଧାରି ଓ ବଛାଳ ପଞ୍ଚାୟତ କୁ ନେଇ ବିଜୁ…