ଏସ୍‌ପିସିବି ପକ୍ଷରୁ ନୀଳ ଆକାଶ ପାଇଁ ନିର୍ମଳ ବାୟୁ ସମ୍ପର୍କିତ ଅନ୍ତର୍ଜାତୀୟ ଦିବସ ପାଳିତ

ନିର୍ମଳ ବାୟୁ ପାଇଁ ଜନ ସହଭାଗିତା ଜରୁରୀ ରାଉରକେଲା, (ବସନ୍ତ କୁମାର ଜେନା) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ରାଉରେକଲା ଆଂଚଳିକ ଶାଖା ପକ୍ଷରୁ " ନୀଳ ଆକାଶ ପାଇଁ ନିର୍ମଳ ବାୟୁ ସମ୍ପର୍କିତ ଅନ୍ତର୍ଜାତୀୟ ଦିବସ" ଆଜି ଆରଏସପି ର ସିପିଟିଆଇ ଅଡିଟୋରୀୟମ ଠାରେ ଅନୁଷ୍ଠିତ…

ସୁବର୍ଣ୍ଣରେଖା ଓ ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ ନାଟକର ପାଣ୍ଡୁଲିପି ଉନ୍ମୋଚନ

ରାଉରକେଲା(ବସନ୍ତ କୁମାର ଜେନା):- ସହରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖା ଓ ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ ଗୁରୁଦିବସ ପାଳନ ସଭାପତି ମନୋରଞ୍ଜନ ଦାସ ଙ୍କ ପୌରହିତ୍ବତରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଉପସ୍ଥିତ ସଦସ୍ୟ ସଦସ୍ୟା ଓ…

ବ୍ୟାଙ୍କ ଆକାଉଣ୍ଟରେ ଅଚାନକ ପହଞ୍ଚିଲା ହଜାର ହଜାର ଟଙ୍କା, ବ୍ୟାଙ୍କରେ ଗ୍ରାହକଙ୍କ ଭିଡ ।

କେନ୍ଦ୍ରାପଡା:/ପ୍ରଫୁଲ୍ଲ କୁମାର ମଲ୍ଲ ଅଚାନକ ବ୍ୟାଙ୍କ ଆକାଉଣ୍ଟରେ ହଜାର ହଜାର ଟଙ୍କା ଡିପୋଜିଟ ହୋଇଥିବା ନେଇ ମୋବାଇଲକୁ ମେସେଜ ଆସିବା ପରେ ଆଜି ବ୍ୟାଙ୍କରେ ଗ୍ରାହକ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଜଣେ ନୁହେଁ କି ଦୁଇ ଜଣ ନୁହେଁ ଶତାଧିକ ଲୋକଙ୍କ ଆକାଉଣ୍ଟକୁ ଆସିଥିଲା ଟଙ୍କା ।…

ନିୟମଗିରି ର ପାରସେଲି ଅଞ୍ଚଳ ରେ ପ୍ରଫୁଲ ସାମନ୍ତରାୟ ବିରୋଧ ରେ ପୋଷ୍ଟର ।

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କଲ୍ୟାଣ ସିଂପୁର ଅଞ୍ଚଳରେ ବିଶିଷ୍ଟ ସମାଜସେବୀ ପ୍ରଫୁଲ ସାମନ୍ତରାୟଙ୍କ ବିରୋଧୀ ଅଞ୍ଚଳ ର ନିରୀହ ଆଦିବାସୀ ଲୋକଙ୍କୁ ଢାଲ ସଜାଇ ଟଙ୍କା ଲୁଟ ଦର୍ଶାଯାଇଥିବା ପାର୍ଷଲି ପଞ୍ଚାୟତରେ ପୋଷ୍ଟର ବିଭିନ୍ନ କାଁଥ ବାଡ଼ ରେ ଲଗାଯାଇଥିବା ଦେଖିବାକୁ ମିଳିଛି…

ସୌମ୍ୟରଞ୍ଜନଙ୍କୁ ଓଝାଳିଲେ ଅରୁଣ

ସୌମ୍ୟଙ୍କ କାଉଣ୍ଟର ପାଇଁ ଅରୁଣଙ୍କୁ ଉତାରିଲା ବିଜେଡି https://youtu.be/5MR5znG_ENk ଭୁବନେଶ୍ୱର : ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ସୌମ୍ୟରଞ୍ଜନ ହାରିହାରି ବିଜୁ ଜନତାଦଳରୁ ପ୍ରାର୍ଥୀ ହୋଇ ଖଣ୍ଡପଡାରୁ ଜିତିଥିଲେ…

ଶିଶୁମାନେ ରାଧାକୃଷ୍ଣ ବେଶ ଧାରଣ କରି ପାଳନ କଲେ ନନ୍ଦଉତ୍ସବ : ଜାଗ୍ରତ କରାଇଲେ, ଆଧ୍ୟାତ୍ମିକ ଚେତନା

  ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠାନ ର ସମ୍ପାଦକ ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ବ ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ନନ୍ଦ ଉତ୍ସବ ପାଳନ ହୋଇଯାଇଅଛି। ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ଙ୍କ…

ପୂର୍ବ ତଟ ରେଳପଥ ଦ୍ୱାରା କ୍ଷେତ୍ରୀୟ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC) ବୈଠକ

ଭୁବନେଶ୍ୱର: ପୂର୍ବ ତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ରେଳପଥର ମୁଖ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥ ରେଳ ସଦନ ଠାରେ ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC) ବୈଠକ ଅନୁଷ୍ଠିତ ହୋଇଯାଇଅଛି | ଏହି ବୈଠକରେ ମାନ୍ୟବର ସାଂସଦ ଶ୍ରୀ…

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ

ଜମନକିରା / ଲିପନ ନାୟକ : ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କୁନ୍ତରା ରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହ ରେ ପାଳନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ରାଧାକୃଷ୍ଣ ବେଶରେ 98 ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ମୁଖ୍ୟ ଅତିଥି ରୂପେ ଶ୍ରୀ ଯୋଗେଶ୍ୱର ବାରିକ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ…

ଦୁଃଖୀ ଦିନ ଦରିଦ୍ର ଅସହାୟ ଦୁଇ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ୟୁନାଇଟେଡ ପ୍ରେସକ୍ଲବ ଏଵଂ ସହୃଦ ସମାଜ ସେବୀ।

ସିମୁଳିଆ, ବାଲେଶ୍ବର (ଅକ୍ଷୟ କୁମାର ଜେନା)- ଘଟଣା ଦୁଇଟି ସିମୁଳିଆ ବ୍ଲକ ବଙ୍ଗାଳ ପୂର ଏବଂ ଇଶ୍ଵର ପୁର ପଞ୍ଚାୟତ ରେ ଯାହାକି ପ୍ରଶାସନ ର ପ୍ରହସନ ରେ ଗତି କରୁଥିବା ଦୁଇ ପରିବାର ର କରୁଣ କାହାଣୀ। ଇଶ୍ୱରପୂର ପଞ୍ଚାୟତ କଳାସୁଣୀ ଗ୍ରାମ ର ଯମୁନା ସ୍ୱାମୀଙ୍କ ଅକାଳ ମୃତ୍ୟୁ ପରେ ଦୁର୍ବିଷହ ହୋଇ…

ରାଜ୍ୟର ସମସ୍ତଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରକ୍ରିୟାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି :…

୧୭୨ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଭୁବନେଶ୍ୱର: ରାଜ୍ୟର କୋଣ ଅନୁକୋଣର ଜନସାଧାରଣଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରକ୍ରିୟାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତିା ସବୁ ପଞ୍ଚାୟତରେ ବ୍ୟାଙ୍କିଂଙ୍କ ସେବା ପାଇଁ ଉଦ୍ୟମ ଅବ୍ୟାହତ ରହିଛିା ରାଜ୍ୟର ଆର୍ଥିକ…