ନବ ନିଯୁକ୍ତ ୧୯ ଜଣ ଓଡିଶା ସୂଚନା ସେବା ଅଧିକାରୀ ରାଜ୍ୟର ବିଭିନ୍ନ ଉପଖଣ୍ଡ ଓ ଜିଲ୍ଲା ସଦର ମହକୁମାରେ ଅବସ୍ଥାପିତ ହେବେ…

ଭୁବନେଶ୍ୱର:ଓଡିଶା ସୂଚନା ସେବା (ଦ୍ୱିତୀୟ ଶ୍ରେଣୀ)ବର୍ଗରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀପଦରେ ନିଯୁକ୍ତି ପାଇଥିବା ୧୯ଜଣ ଅଧିକାରୀଙ୍କୁ ବିଭିନ୍ନ ଉପଖଣ୍ଡ ତଥା ଜିଲ୍ଲାରେ ଅବସ୍ଥାପିତ ହେବା ସଂପର୍କରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜଣାଯାଇଛି । ଗତକାଲି…

ସିଏସଆଇଆର୍-ଆଇଏମଏମଟି ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର:- ନିମ୍ନମାନର ଲୁହାପଥର, ଲୁହାପଥର ପେଲେଟ୍ ପ୍ରକ୍ରିୟାକରଣ କ୍ଷେତ୍ରରେ ଗବେଷଣା ଓ ବିକାଶ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏଏମ୍/ଏନ୍ଏସ୍ ଇଣ୍ଡିଆର ଓଡିଶା ଆସେଟସ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି. ସୁରେଶା ଏବଂ ସିଏସଆଇଆର୍-ଆଇଏମଏମଟିର ଖଣିଜ ପ୍ରକ୍ରିୟାକରଣ ଓ ବ୍ୟବସାୟ…

ଏକାମ୍ର ନିଳୟରେ ଯୋଗ ଶିକ୍ଷା

ଭୁବନେଶ୍ୱର : ଆଗାମୀ ଜୁନ୍ ୨୧ ତାରିଖ ଆନ୍ତର୍ଜାତିକ ଯୋଗଦିବସ ପାଳନ ଅବସରରେ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ‘ବନ୍ଧୁ ୱେଲଫେୟାର ଟ୍ରଷ୍ଟ’ ଆନୁକୂଲ୍ୟରେ ଜୁନ୍ ୧୫ ତାରିଖରୁ ଯୋଗ ସପ୍ତାହ ଆରମ୍ଭ ହୋଇଛି । ରବିବାର ଏହି ଉପଲକ୍ଷେ ରଙ୍ଗ ବଜାର ନିକଟସ୍ଥ ‘ଏକାମ୍ର ନିଳୟ’ ଠାରେ ଥିବା…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ପରିମଲା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ,…

ବଡ଼ଗାଁ ବ୍ଳକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, 19/06(ବସନ୍ତ କୁମାର ଜେନା): ବଡ଼ଗାଁ ବ୍ଳକ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାପାଳ ଡା. ପରାଗ ଗଭାଲି ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣି…

ବର୍ଷା ଜଳ ଅମଳ ସଂରଚନାର ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର :ମୁକ୍ତା ଅନ୍ତର୍ଗତ ବର୍ଷା ଜଳ ଅମଳ ସଂରଚନା ନିର୍ମାଣ ମାଧ୍ୟମରେ "କ୍ୟାଚ୍ ଦ ରେନ୍" ଅଭିଯାନ ଯାତ୍ରାକୁ ତୃଣମୂଳ ସ୍ତରରୁ ବିପୁଳ ସମର୍ଥନ ସହ ସଫଳତା ପାଇଁ ପ୍ରଶଂସା ମିଳିଅଛି | ଫଳସ୍ୱରୂପ, ଗତ ଦୁଇ ବର୍ଷ ୨୦୨୧ ଏବଂ ୨୦୨୨ ମଧ୍ୟରେ ବିଭାଗ ରାଜ୍ୟର ୧୧୧ଟି ପୌରସଂସ୍ଥାରେ ପ୍ରାୟ…

ମୋଦି ସରକାରଙ୍କ ୯ ବର୍ଷରେ ଜନଜାତିବହୁଳ ଓଡିଶା ରାଜ୍ୟ ସର୍ବାଧିକ ଲାଭାନ୍ୱିତ: ନିତ୍ୟାନନ୍ଦ ଗଣ୍ଡ

 ଓଡ଼ିଶାର ଆଦିବାସୀ ମହିଳାଙ୍କୁ ଦେଶର ପ୍ରଥମ ନାଗରିକ ବା ରାଷ୍ଟ୍ରପତି ପଦରେ ଅଳଙ୍କୃତ କରିବା ଓଡିଶାର ଜନଜାତିଙ୍କ ପାଇଁ ସବୁଠୁ ବଡ ପୁରସ୍କାର  ଆଦିବାସୀଙ୍କ ବିକାଶରେ ରାଜ୍ୟ ସରକାର ବାଧକ  ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବିଭିନ୍ନ ଜନଜାତି ବିକାଶ ଯୋଜନାକୁ ରାଜ୍ୟରେ ବିଜେଡି…

ବୁକୁରାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୈଠକରେ ବିଧାୟିକାଙ୍କ ଯୋଗଦାନ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ଯାଣ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଛି l ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ସ୍ଵାସ୍ଥ୍ୟ ସେବା ଉପରେ ମେଡିକାଲ ଅଧିକାରୀଙ୍କ ସହିତ…

ରଥଯାତ୍ରା ଅବସରରେ ପୁରୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ

ପୁରୀ : ପବିତ୍ର ପୁରୀ ରଥଯାତ୍ରା-୨୦୨୩ ଅବସରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର…