ସୁସ୍ଥ ଓ ସୁଖୀ ଜୀବନଯାପନ ପାଇଁ ଯୋଗ ହିଁ ମାଧ୍ୟମ – ଧର୍ମେନ୍ଦ୍ର ପ୍ରଧାନ

ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟରେ ‘ଆନ୍ତର୍ଜାତିକ ଯୋଗ ଦିବସ’ ପାଳିଲେ କେନ୍ଦ୍ରମନ୍ତ୍ରୀ ପୁନେ, ଜୁନ ୨୧ – ‘ନବମ ଆନ୍ତର୍ଜାତିକ ଯୋଗ ଦିବସ’ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ସାବିତ୍ରୀବାଇ ଫୁଲେ ପୁନେ…

ଶ୍ରୀବାଣୀକ୍ଷେତ୍ରରେ ଘୋଷଯାତ୍ରା

ଭୁବନେଶ୍ୱର, ୨୦ ।୬: ପ୍ରତିବର୍ଷ ପରି କିସ୍ ଶ୍ରୀବାଣୀ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଯାଇଛି । ପୂର୍ବାହ୍ନରେ ମଙ୍ଗଳ ଆରତି, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥ ପ୍ରତିଷ୍ଠା ଆଦି ନୀତିକାନ୍ତି ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ…

ରଥଯାତ୍ରା ସମୟରେ ଉନ୍ନତମାନର ଯାତ୍ରୀ ପରିସେବା ତୀର୍ଥଯାତ୍ରୀଙ୍କ ଆକାଂକ୍ଷାକୁ ସମର୍ପିତ: ରେଳ ମନ୍ତ୍ରୀ

ଗତକାଲି ସନ୍ଧ୍ୟାରେ ପୁରୀ ରେଳ ଷ୍ଟେସନ ଯାଞ୍ଚ ଏବଂ ରଥଯାତ୍ରା ସମୟରେ ତୀର୍ଥଯାତ୍ରୀ ମାନଙ୍କ ପାଇଁ ରେଳବାଇ ଦ୍ୱାରା ସୁବିଧା ଗୁଡିକର ସମୀକ୍ଷା | ପୁରୀ: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଗସ୍ତରେ ଆସି ଗତକାଲି…

ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ରେ ମହାଆଡ଼ମ୍ବରରେ ଘୋଷଯାତ୍ରା ଅନୁଷ୍ଠିତ

 ଜିଗ୍ନୀପୁର ବଳଦେବଜୀଉ ଙ୍କୁ ଦର୍ଶନ କରିବା ସହିତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା l (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ପବିତ୍ର…

ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ରୁ ଜଗନ୍ନାଥ ମହାପ୍ରଭୁ ଙ୍କର ରଥଯାତ୍ରା

ଦୀର୍ଘ ସାଢ଼େ ଚାରି କିଲୋମିଟର ର ର ଯାତ୍ରା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ରେ ପହଞ୍ଚିଲେ ମହାପ୍ରଭୁ ବରଗଡ : ପବିତ୍ର ଗୁଣ୍ଡିଚା ଯାତ୍ରା କିନ୍ତୁ ସକାଳୁ ପ୍ରବଳ ଖରା । ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ବେ ମହାପ୍ରଭୁ ନୃସିଂହନାଥ ଙ୍କର ମନ୍ଦିର ରୁ ପ୍ରାୟ ସାଢ଼େ ୪ କିମି ରାସ୍ତାରେ ତିନି…

ବଡଦାଣ୍ଡରେ ଭକ୍ତ ଓ ଭଗବାନ ଏକାକାର

ଗୁଣ୍ଡିଚାଘରେ ବଡ ଭାଇ, ବାଟରେ ଅଟକିଲେ ମାଆ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥ ପୁରୀ/ଅନିମେଷ ପଟ୍ଟନାୟକ : ପବିତ୍ର ବଡଦାଣ୍ଡରେ ଏକାକାର ହେଲେ ଭକ୍ତ ଓ ଭଗବାନ। ଘଣ୍ଟ ଘଣ୍ଟା, ଶଙ୍ଖ, କାହାଳୀର ନାଦରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ । ଲୋକାରଣ୍ୟ ବଡଦାଣ୍ଡରେ ଗୁଞ୍ଜରିତ ହେଉଥିଲା ଜୟ ଜଗନ୍ନାଥ ଧ୍ୱନି…

ପୁରୀ: ଦଳାଚକଟାରେ ୭ ଆହତ

https://youtu.be/0n3Qs_LPV9I ପୁରୀ/ଅନିମେଷ ପଟ୍ଟନାୟକ : ରଥଟଣା ବେଳେ ଅଘଟଣ । ରଥଟଣା ବେଳେ ଘଟିଥିଲା ଅଭାବନୀୟ ଘଟଣା । ତାଳଧ୍ଵଜ ରଥ ମରଚିକୋଟ ଛକରେ ଥିବା ବେଳେ ରଥଟାଣକୁ ନେଇ ଘଟିଛି ଦୂର୍ଘଟଣା । ଟାଣୁଥିବା ବେଳେ ଜଣେ ମହିଳା ତଳେ ପଡିଯିବା ଫଳରେ ଦଳାଚକଟାରେ ପରି ପରିସ୍ଥିତି ସୃଷ୍ଟି…

କଥାଦେଇ କଥା ରଖିଲେ ସରକାର

ପୂରଣ ହେବାକୁ ଯାଉଛି ଝାରବନ୍ଧ ବାସୀ ଙ୍କର ବହୁ ପ୍ରତୀକ୍ଷିତ ଦାବି ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ ରେ ରହିଛି ଏକ ବିରାଟ ଜଳାଶୟ ( ପୋଖରୀ ) । ପ୍ରାୟ 25 ଏକଡ଼ ରେ ରହିଥିବା ଏହି ଜଳାଶୟ ଉପରେ ପୁରା ଝାରବନ୍ଧ ଗ୍ରାମ ନିର୍ଭର କରିଥାଏ । ଗତ…

ନୟାଗଡ଼ରେ ଦୁଇଦିନ ରଥଯାତ୍ରା: ଆନନ୍ଦଉଲ୍ଲାସରେ ପାଳିଲେ ଜିଲ୍ଲାବାସୀ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ସହରରେ ବଡ଼ ଧୁମଧାମ ଏବଂ ଆନନ୍ଦ ଉଲ୍ଲାସର ସହିତ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ ହୋଇଛି। ଏଠାରେ ରଥଯାତ୍ରା ଦୁଇଦିନ ଧରି ଚାଲିଥାଏ। ରଥଯାତ୍ରା ଦିନ ସକାଳ ୯.୦୦ରେ ରଥ ପ୍ରତିଷ୍ଠା କାର୍ଯ୍ୟ ସମାପନ୍ନ ହୋଇଥିଲା । ଦିନ ୧୦.୩୦ ସମୟରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ…

ଏକାଦଶ ଶ୍ରେଣୀ ପାଇଁ SAMS ପୋର୍ଟାଲ ଜରିଆରେ ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର : ଏକାଦଶ ଶ୍ରେଣୀ ପାଇଁ SAMS ପୋର୍ଟାଲ ଜରିଆରେ ଆବେଦନ ତାରିଖକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁନ୍ ୨୦ ତାରିଖ ପରିବର୍ତ୍ତେ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଥମ ମେଧା ତାଲିକା ଜୁଲାଇ ୨ ତାରିଖ ଦିନ ପ୍ରକାଶ ପାଇବ।ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ…