ମହିଳାଙ୍କ ଝୁଲନ୍ତା ମୃତ ଦେହ ଜବତ..

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ନନ୍ଦଗିରି ଗ୍ରାମରେ ଆଜି ସକାଳୁ ଜଣେ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି I ଗ୍ରାମବାସୀଙ୍କ ସୂଚନା ପ୍ରକାରେ ଘଟଣା ସ୍ଥଳରେ ଥାନା ଅଧିକାରୀ ଅଜୟ କୁମାର…

ଦୀର୍ଘ 10 ମାସରୁ ଉର୍ଦ୍ୱ ସମୟ ହେଲା , ମନରେଗା ରେ କାମ କରି ପ୍ରାପ୍ୟ ପାଇ ନାହାନ୍ତି ଶ୍ରମିକ

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ସମୁଦାୟ 65 ଗୋଟି ଅଭିଯୋଗ ର ଶୁଣାଣି ବରଗଡ଼ :- ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମୋନିଶା ବାନାର୍ଜୀ ଙ୍କର ଆଜି ପାଇକମାଲ ବ୍ଲକ ଅଫିସ ରେ ମିଳିତ ଜଣ ଶୁଣାଣି ଶିବିର ରହିଥିଲା । ଏହି ଶିବିର ରେ ସମୁଦାୟ 65 ଗୋଟି ଅଭିଯୋଗ ର ଶୁଣାଣି ହୋଇଥିବା…

ଚିଲିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର!!

ଚିଲିକା/ଖୋର୍ଦ୍ଧା:-(ସେକ୍ କୌସର) ଆଜି ସକାଳେ ଚିଲିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ନାଭାଲ ଫାଣ୍ଡି ପୋଲିସ। ଖବର ମୁତାବକ ଗତକାଲି ରାତିରେ ବଡ଼କୁଳ ଗ୍ରାମର ବାସୁଦେବ ନାୟକ (୪୦) ଶୌଚ ପାଇଁ ପାନ୍ଥନିବାସ ଜେଟି ନିକଟକୁ ଯାଇଥିବା ବେଳେ ଚିଲିକା ପାଣିରେ କୌଣସି କାରଣ ବଶତଃ ପଡି ଯାଇଥିଲେ।…

ଆଶା ହରେଇଲା ପରେ ସାହା ହେଲା ବି.ଏସ.କେ.ୱାଇ

 କଲକତାର ନାରାୟଣ ହୃଦୟାଳୟରେ ହେଲା ସଞ୍ଜୟଙ୍କ  ଚିକିତ୍ସା ଭୁବନେଶ୍ଵର: “ଭେଲୋର,କଲକତା ଓ ଚଣ୍ଡୀଗଡର ବଡବଡ ଡାକ୍ତରଖାନାରୁ ଫେରି ଜୀବନ ଆଶା ହରେଇଲା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ.କେ.ୱାଇ) ମୋର ସାହା ହେଲା । କଲକତାର ନାରାୟଣ ହୃଦୟାଳୟରେ ମୋର ଉପଯୁକ୍ତ ଚିକିତ୍ସା ହେଲା ।…

କାମାକ୍ଷାନଗର @ ୨୦୨୪ : ବଢୁଛି ତାତି, କାହା ମୁଣ୍ଡରେ ହାତ ରଖିବେ ଶଙ୍ଖପତି

ଅସଜଡ଼ା କାମାକ୍ଷାନଗରରେ କିଏ ହେବେ ପ୍ରଫୁଲ୍ଲଙ୍କ ବିକଳ୍ପ ! ଭୁବନେଶ୍ୱର(ଗିରିଜା ଦାଶ):: ଓଡ଼ିଶା ରାଜନୀତିରେ ବିଜେଡ଼ି ଗଡ଼ ଭାବେ ପରିଚିତ ହୋଇ ଆସୁଥିବା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ହେଉଛି ଅନ୍ୟତମ । ଏହି ନିର୍ବାଚନ ମଣ୍ଡଳୀରେ ୨୦୦୦ ମସିହା ଠାରୁ ଲଗାତାର…

ଓସେପା ୱେବସାଇଟ୍‌ରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି

-୧୩ରୁ ଆବେଦନ କରିବେ ଆଶାୟୀ -୧୦ ଅକ୍ଟୋବର ଆବେଦନର ଶେଷ ତାରିଖ  ଭୁବନେଶ୍ୱର, ୧୧ା୯: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ (ସିମାଟିକ୍‌) ନିଯୁକ୍ତି ପାଇଁ ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)…

ଧର୍ମପରାୟଣ ମହିଳା ଙ୍କ ପରଲୋକ

ସତ୍ୟବାଦୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ରାୟଚକ୍ରଧରପୁର ଗ୍ରାମର ଧର୍ମପରାୟଣ ବୃଦ୍ଧା ରମାମଣି ମିଶ୍ରଙ୍କ ଭୁବନେଶ୍ୱର ର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥା ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ଅଶୀ ବର୍ଷ ବୟସ ହୋଇଥିଲା।ନିଜର ଅମାୟିକ ବ୍ୟବହାର ସ୍ନେହୀ ସ୍ବଭାବ ତଥା…

ବେଆଇନ୍ ଭାବେ ଖଣିଜ ସମ୍ପଦର ଲୁଟ୍ କରୁଥିବା କମ୍ପାନୀମାନଙ୍କ ଏଜେଂଟ ସାଜିଛନ୍ତି ସରକାର – ପ୍ରଶାନ୍ତ ଭୂଷଣ

ଶ୍ରୀ ଜଗନ୍ନାଥ ଓ ଚାଷୀଙ୍କର ଜମି ୭ ଦିନ ଭିତରେ ଫେରସ୍ତ ନ କଲେ ସରକାରଙ୍କୁ ନୋଟିସ୍ ଦିଆଯିବା ସହିତ ଅଦାଲତ ଅବମାନନା କେସ୍ ଦାଖଲ କରାଯିବ ଭୁବନେଶ୍ୱର - ରାଜ୍ୟ ସରକାରଙ୍କ ଅତ୍ୟଧିକ ବେଦାନ୍ତ ପ୍ରୀତି ଯୋଗୁଁ ପୁରୀ କୋଣାର୍କ ବେଳାଭୂମି ଉପକଣ୍ଠରେ ୧୦ ହଜାର ଏକର ଚାଷଜମିକୁ ହଡ଼ପ କରିବାପାଇଁ…

ରକ୍ତଦାନ କ୍ଷେତ୍ରରେ ବଳିଷ୍ଠ ଉଦାହରଣ ସୃଷ୍ଟି କରିଛି ରାଳବ

ହିଞ୍ଜିଳିକାଟୁ /ରଜତ ପଟ୍ଟନାୟକ: ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ରାଳଵ ପଞ୍ଚାୟତ ରେ ରକ୍ତଦାନ ଏବଂ ରାଳବ ଗ୍ରାମର ସମ୍ପର୍କର ନିବିଡ଼ତା ସମସ୍ତେ ଏଥିରୁ ବୁଝି ପାରିବେ ଯେ କେବଳ ଦୁଇ ବର୍ଷ ମଧ୍ୟରେ ଚାରୋଟି ସଫଳ ରକ୍ତଦାନ ଶିବିର ଆୟୋଜନ ପୂର୍ବକ ରକ୍ତଦାନର ଜାଗରଣକୁ ପ୍ରତ୍ୟେକ ପ୍ରାଣରେ…

ଯୁବକଙ୍କୁ ହତ୍ଯା କରି ନଦୀକୁ ଫିଙ୍ଗି ଦେଲେ ଅଜଣା ଦୁର୍ବୁତ୍ତ

ଏସଡିପିଓଙ୍କ ତଦନ୍ତ ଆରମ୍ଭ, ପଛରେ ବସିଥିବା ପିଲାକୁ ଅଟକ ରଖି ପଚରା ଉଚରା ଜାରୀ ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକ ଅନ୍ତର୍ଗତ ବାରସିଙ୍ଗି ପୋଲ ଉପରେ ଗତକାଲି ଅପରାହ୍ନ ସାଢେ ୪ଟା ବେଳେ ବିଭତ୍ସ ହତ୍ଯା କାଣ୍ଡ ଘଟିଛି। ହତ୍ଯା କାଣ୍ଡ ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ କୁମାର ପାଣି…