ବ୍ୟାଙ୍କବିହୀନ ଜିପିରେ ବ୍ୟାଙ୍କିଂ ସୁବିଧା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଏକ ଯୁଗାନ୍ତକାରୀ ପଦକ୍ଷେପ

ବ୍ୟାଙ୍କ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଦ୍ୱାରା ୬ଟି ପବ୍ଲିକ୍ ସେକଫର ବ୍ୟାଙ୍କ ଯଥା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ,ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ,ୟୁକୋ ବ୍ୟାଙ୍କ, ବ୍ୟାଙ୍କ…

ଭାରତୀୟ ରେଳବାଇର କ୍ୟାପେକ୍ସ ବୃଦ୍ଧି ପାଇଁ ପୂର୍ବତଟ ରେଳପଥର ଯୋଗଦାନ ମହତ୍ଵପୁର୍ଣ |

► ଭାରତୀୟ ରେଳବାଇ (ଆଇଆର) 46.6% ଏବଂ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ 46.4% କ୍ୟାପେକ୍ସରେ ଦ୍ରୁତ ଅଭିବୃଦ୍ଧି ଘଟାଇଛି | ► ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ରୁ ଅଗଷ୍ଟ ମାସ ମଧ୍ୟରେ ପୂର୍ବତଟ ରେଳପଥ ବଜେଟ୍ ଲକ୍ଷ୍ୟର ପ୍ରାୟ 46.51% ପୁଞ୍ଜି ଖର୍ଚ୍ଚ କରିଛି | ► ଚଳିତ…

ଦୁଇଦିନିଆ ଉଦ୍ୟାନ କୃଷି ଦକ୍ଷତା ବୃଦ୍ଧି ତାଲିମ କର୍ମ ଶିବିର ଉଦଯାପିତ

ଓଡ଼ଗାଁ, ୧୩।୯ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରାବରା ପଞ୍ଚାୟତ ସଭାଗୃହ ଠାରେ ଦୁଇ ଦିନ ଧରି ଚାଲିଥିବା ଦକ୍ଷତା ବୃଦ୍ଧି ଉଦ୍ୟାନ କୃଷି ତାଲିମ କର୍ମଶାଳା ଶିବିର ବୁଧବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି। ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ଉଦ୍ୟାନ କୃଷି…

ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ନବୀକରଣ ପାଇଁ ଅନୁଦାନ ୧୦ ଲକ୍ଷ : ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟିକା l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ନବୀକରଣ କାର୍ଯ୍ୟ ପାଇଁ ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ କାଉନ୍ସିଲର ଚିନ୍ମୟ ପଣ୍ଡା ଯୋଗ ଦେଇଥିବା ବେଳେ…

ଝାଡ଼ଖଣ୍ଡ ପୁଲିସ କୁ ଅନୁକମ୍ପା ଦେଖାଇ ଚର୍ଚ୍ଚାରେ ଗୃହରକ୍ଷୀ !

ସାରସକଣା ରୁ ଦିପୁ ମହାପାତ୍ର : ମୟୂରଭଞ୍ଜ ଜିଲ୍ଲା ତିନିରଜ୍ୟ ସୀମାନ୍ତ ଝାଡପୋଖରିଆ ସମ୍ବେଦନଶୀଳ ଥାନା ର ନିର୍ଦ୍ଦିଷ୍ଟ ଗୃହରକ୍ଷୀ ବେଆଇନ ବାଲି ଚାଲାଣ ,ବେଆଇନ ଚଳନଙ୍କ ଠାରୁ ଅର୍ଥ ଆଦାୟ ଭଳି ଘଟଣା ପୂର୍ବରୁ ନଜିର ରହିଥିବା ବେଳେ ପୁଣି ଜଣେ ଗୃହରକ୍ଷୀ ଥାନା ଅଧିକାରୀଙ୍କ ବିନା ଅନୁମତିରେ…

ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ

ରାଉରକେଲା, (ବସନ୍ତ କୁମାର ଜେନା):- ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ତରଫରୁ ବୃଦ୍ଧବ୍ୟକ୍ତି ତଥା ଦିବ୍ୟାଙ୍ଗ ଙ୍କ ପାଇଁ ଏକ ହୁଇଲ ଚେୟାର ରେଲୱେ ଷ୍ଟେସନର ମହାପ୍ରବନ୍ଧକ ପ୍ରଭାସ ଦାଶଙ୍କୁ ପ୍ରଦାନ କରିଥିଲେ । ଏହି…

ମଧ୍ୟାହ୍ନଭୋଜନରେ ପୋକ ; ବାରମ୍ବାର ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ; ହାତଗୁଞ୍ଜା ନେଇ ବ୍ଳକ୍ ସ୍ତରୀୟ ଅଧିକାରୀ…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, କିଛି ମାସ ତଳେ ବେଲଗୁଣ୍ଠା ବ୍ଳକ୍ ଡେଙ୍ଗାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରୁ ବୁଢିଆଣୀ ବାହାରିବା ନେଇ ବେଶ୍ ହଟଚମଟ ହୋଇଥିବା ବେଳେ ଆଜି ପୁଣି ଏହାର ପୁନରାବୃତ୍ତି ଘଟିଛି ବ୍ଳକ୍ ର ଗାଙ୍ଗପୁର ପଂଚାୟତ ଅନ୍ତର୍ଗତ ବୋରୀ ଉନ୍ନୀତ ଉଚ୍ଚ…

ବେଲଗୁଣ୍ଠା ବ୍ଲକ୍ ର ସମସ୍ତ ବିଦ୍ୟାଳୟରେ ପାଠପଢ଼ା ଠପ୍

ବିଦ୍ୟାଳୟ ଛାଡ଼ି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ପ୍ରାଥମିକ ଶିକ୍ଷକ ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ନିଜର ତିନି ଦଫା ଦାବି ପୂରଣ ପାଇଁ ପ୍ରାଥମିକ ଶିକ୍ଷକମାନେ ବାରମ୍ବାର ସରକାରଙ୍କୁ ଅନୁରୋଧ କରି ବିଫଳ ହେବା ପରେ ଆଜି ସାରା ରାଜ୍ୟର ପ୍ରାଥମିକ…

ଝିଅ ଅନ୍ୟ ଧର୍ମର ପୁଅକୁ ପ୍ରେମ ବିବାହ କଲେ ବୋଲି ଶୁଦ୍ଧିକ୍ରିୟା କଲେ ପରିବାର ଲୋକେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବଞ୍ଚି ଥାଉ ଥାଉ ଝିଅର ଦଶାକାର୍ଯ୍ୟ କଲେ ପରିବାର ଲୋକେ। ଝିଅ ଅନ୍ୟ ଧର୍ମର ପୁଅ କୁ ପ୍ରେମ ବିବାହ କଲେ ବୋଲି ପରିବାର ଲୋକେ କଲେ ଶୁଦ୍ଧିକ୍ରିୟା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗାଁରେ। ଗାଁର…

ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟରେ ଜାତୀୟ ବନ ସହିଦ ଦିବସ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ବନ ସହିଦ ଦିବସ ଅବସରରେ ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟରେ ବନ ବିଭାଗ ତରଫରୁ ଜାତୀୟ ବନ ସହିଦ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବନ ଖଣ୍ଡ ଅଧିକାରୀ ଶ୍ରୀ ଏସ୍.ଆନନ୍ଦଙ୍କ ତତ୍ତ୍ଵାବଧାନରେ ସମସ୍ତ ଷ୍ଟାଫ…