ସନ୍ଧ୍ୟା ସାଥୀ କ୍ଲବ ପକ୍ଷରୁ ଗଣେଶ ପୂଜା ଅବସରରେ ପ୍ରସାଦ ସେବନ ଆୟୋଜିତ !!!
ବାଣପୁର/ଖୋର୍ଦ୍ଧା:(ସେକ୍ କୌସର)-ଶ୍ରୀଗଣେଶ ପୂଜାରେ ସମଗ୍ର ବାଣପୁର ସହର ଉତ୍ସବ ମୁଖର ଏହି ଅବସରରେ ବାଣପୁର ସହରର, ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ ପୂଜାର୍ଚ୍ଚନା ଚାଲୁଥିବା ବେଳେ। ଆଜି ସନ୍ଧ୍ୟା ସାଥୀ କ୍ଲବ ଜଗନ୍ନାଥପୁର ସାହିର ପୂଜା କମିଟି ପକ୍ଷରୁ ଗଣେଶ ପୂଜା…