ସନ୍ଧ୍ୟା ସାଥୀ କ୍ଲବ ପକ୍ଷରୁ ଗଣେଶ ପୂଜା ଅବସରରେ ପ୍ରସାଦ ସେବନ ଆୟୋଜିତ !!!

0

ବାଣପୁର/ଖୋର୍ଦ୍ଧା:(ସେକ୍ କୌସର)-ଶ୍ରୀଗଣେଶ ପୂଜାରେ ସମଗ୍ର ବାଣପୁର ସହର ଉତ୍ସବ ମୁଖର ଏହି ଅବସରରେ ବାଣପୁର ସହରର, ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ ପୂଜାର୍ଚ୍ଚନା ଚାଲୁଥିବା ବେଳେ। ଆଜି ସନ୍ଧ୍ୟା ସାଥୀ କ୍ଲବ ଜଗନ୍ନାଥପୁର ସାହିର ପୂଜା କମିଟି ପକ୍ଷରୁ ଗଣେଶ ପୂଜା ଅବସରରେ ଆନନ୍ଦ ବଜାର ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି । ଶହ ଶହ ଶ୍ରଦ୍ଧାଳୁ ଆସି ପ୍ରସାଦ ସେବନ କରିବା ସହିତ ତୃପ୍ତି ଲାଭ କରିଛନ୍ତି।

Leave A Reply

Your email address will not be published.