କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀ ନିବାସର ଅନ୍ତେବାସିନୀଙ୍କ ସୁରକ୍ଷା ଏବଂ ନିରାପତ୍ତା ସମ୍ବନ୍ଧୀୟ ନିୟମାବଳୀ ଉପରେ…
ଭୁବନେଶ୍ୱର: ରାଜ୍ୟ ପ୍ରକଳ୍ପ କାର୍ଯାଳୟ, ଓସେପା ସମ୍ମିଳନୀ କକ୍ଷରେ କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀନିବାସର ଅନ୍ତେବାସିନୀଙ୍କ ନିମନ୍ତେ ଏକ ୪ଦିନିଆ କର୍ମଶାଳା ଆଜି ଉଦଯାପିତ ହୋଇଯାଇଛିା ଉକ୍ତ କର୍ମଶାଳାରେ ଛାତ୍ରୀନିବାସରେ ରହୁଥିବା ଅନ୍ତେବାସିନୀମାନଙ୍କର ସାଇବର ସଚେତନତା, POCSO Act.…