ଜନ ସଚେତନତା ରେ ହିଁ ସଂକୀର୍ତନ ସଂସ୍କୃତି ର ସୁରକ୍ଷା ସମ୍ଭବ
ଜିଲ୍ଲା ସଂକୀର୍ତନ ସଂସ୍କୃତି ଜାଗରଣ ଉତ୍ସବ ରେ ମତ ପ୍ରକାଶ
ବରଗଡ :- ଭାବ ଭକ୍ତି ର ସମ୍ମିଶ୍ରଣ ହେଉଛି ସଂକୀର୍ତନ ମାତ୍ର ସମ୍ପ୍ରତି ସଂକୀର୍ତନ ଧୀରେ ଧୀରେ ଅପସଂସ୍କୃତି ଆଡକୁ ଠେଲି ହୋଇଯାଉଥିବା ବେଳେ ବରଗଡ଼ ଜିଲ୍ଲା ପାଇକମାଲ ନୃସିଂହନାଥ ପିଠ ରେ ଜିଲ୍ଲା ସଂକୀର୍ତନ ପରିଷଦ ଆନୁକୂଲ୍ୟ ରେ…