କ୍ଳଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ନଭେମ୍ବର୍ ମାସରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ଏହି ପ୍ରରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ନଅ ତାରିଖରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ କ୍ଲଷ୍ଟର୍ ରେ…

ବେଲଗୁଣ୍ଠାରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସହକାରୀ ନିର୍ବାହି ଯନ୍ତ୍ରୀଙ୍କ ଯୋଗଦାନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ରେ ଆଜି ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୂପେ ଭାରତୀ ଦେବୀ କାର୍ଯ୍ୟରେ ଯୋଗ ଦେଇଛନ୍ତି I ଏହା ପୂର୍ବରୁ ସେ ରାୟଗଡ଼ା ଜିଲ୍ଳା ଗୁଡାରୀ ତହସିଲ୍ ର ତହସିଲଦାର ରୂପେ କାର୍ଯ୍ୟରତ ଥିଲେ I ତାଙ୍କର ବଦଳି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠାକୁ ହେବା…

ବିଳମ୍ବିତ ରାତିରେ ଦୁର୍ବୁତଙ୍କ ଆତଙ୍କରାଜ : ଦମ୍ପତିଙ୍କୁ ଆକ୍ରମଣ ,ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ କୋଲଣପୁର ପଂଚାୟତ ମାର୍କେଟ କମ୍ଳେକ୍ସ କୁଳିଆ ବଜାର ଠାରେ ଜଳଖିଆ ଦୋକାନ କରିଥିବା ହରେକୃଷ୍ଣ ପୃଷ୍ଟି (୬୩) ଏବଂ ତାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ପୃଷ୍ଟି (୫୮) କୁ ବୁଧବାର ବିଳମ୍ବିତ ରାତିରେ ଦୋକାନ ଘର ଭିତରେ ମରଣାନ୍ତକ…

ଗଡିଲା ସାଇବର ସଚେତନା ରଥ

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ର ବିଭିନ୍ନ ଅଞ୍ଚଳ ପରିକ୍ରମା କଲା ସାଇବର ସୁରକ୍ଷା ରଥ । ସୂଚନା ଅନୁସାରେ ଦେଶ ତଥା ରାଜ୍ୟରେ ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ରାଜ୍ୟ ପୁଲିସ୍ ତରଫରୁ ସାଇବର ସଚେତନା ମୂଳକ…

ଭଞ୍ଜନଗରରେ ଯୁବ ବ୍ୟାଙ୍କ୍ କର୍ମଚାରୀ ଙ୍କ ଅକାଳ ବିୟୋଗ

ଭଞ୍ଜନଗରରୁ { ଉଦୟନାଥ ପଣ୍ଡା }: କଥାରେ ଅଛି,ମୃତ୍ୟୁ କି ଜାଣେ କଞ୍ଚା ପାଚିଲା। କେତେବେଳେ ଯେ କାହାର ମୃତ୍ୟୁ ର ଡାକରା ଆସିଯିବ କେହି କହିପାରିବେ ନାହିଁ। ଶୈଶବରୁ ଆରମ୍ଭ କରି ଯୁବକ ଓ ବୃଦ୍ଧ, ମୃତ୍ୟୁ ପାଇଁ ସମସ୍ତେ ସମାନ। କେବଳ ସମାଜ ଓ ଏଥିରେ ବସବାସ କରୁଥିବା ସବୁ ଜନସାଧାରଣ ଆଶ୍ଚର୍ଯ୍ୟ…

ଏ ଏନଏମ ସେଣ୍ଟରର ନିମ୍ନ ମାନ କାର୍ଯ୍ୟ କୁ ନେଇ କାମ ବନ୍ଦ କଲେ ଗ୍ରାମ ବାସୀ।

ବାଲେଶ୍ବର,ସିମୁଳିଆ (ଅକ୍ଷୟ କୁମାର ଜେନା): ମଇତାପୁର ପଂଚାୟତ ହାଟ ମଇତାପୁର ରେ ନବ ନିର୍ମାଣ ଏ ଏନ୍ ଏମ ସେଣ୍ଟର୍ ର କାର୍ଯ୍ୟ ଏବେ ଚାଲୁ ରହିଛି । ନବ ନିର୍ମାଣ ଏହି କୋଠା ଘର ଠିକାଦାର ଏବଂ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କ ଅପାରଗତା କୁ ପଦା ରେ ପକାଉଛି। ନୂତନ କରି ହେଉଥିବା ଏ ଏନ୍ ଏମ…

ଆନ୍ତର୍ଜାତିକ ମିଲେଟ୍ ବର୍ଷ ୨୦୨୩ ପାଳନ ଅବସରରେ ମିଲେଟ୍ ବ୍ୟଞ୍ଜନ ପ୍ରସ୍ତୁତି ପ୍ରତିଯୋଗିତା

ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) /୦୫.୧୦/ ଆନ୍ତର୍ଜାତିକ ମିଲେଟ୍ ବର୍ଷ ୨୦୨୩ ପାଳନ ଅବସରରେ ସ୍ଥାନୀୟ ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନ ରେ ଜିଲ୍ଲା ସ୍ତରୀୟ ମିଲେଟ୍ ବ୍ୟଞ୍ଜନ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ର ୭ ଟି ବିଭିନ୍ନ ବ୍ଲକ୍ ରୁ ୧୫ ଜଣ ପ୍ରତିଯୋଗୀ…

ଆଵାକସ ର ଜାତୀୟ କାର୍ଯ୍ୟକ୍ରମ

ରାଉରକେଲା(ବସନ୍ତ କୁମାର ଜେନା) : ଗଣିତ ଶିକ୍ଷାଦାନ କରୁଥିବା ଆଵାକସ୍ ତରଫରୁ ଏକ ଜାତୀୟ ସ୍ତରୀୟ ଗଣିତ ଉପରେ ମାନସିକ ଅଭ୍ୟାସ କାର୍ଯ୍ୟକ୍ରମ ରାଉରକେଲାର ଭଞ୍ଜଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।ଆଵାକସ୍ ର ମୁଖ୍ୟ ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତା ଓ ରାଉରକେଲା ଅଧ୍ୟାୟର ମୁଖ୍ୟ ସନ୍ଧ୍ୟାରାଣୀ…

ଇସ୍ପାତ ଶ୍ରମିକ କର୍ମଚାରୀ ଙ୍କ ୩୯ ମାସର ଏରିଅର ଓ ପୂଜା ପୂର୍ବରୁ ବୋନସ ପ୍ରଦାନ ଦାବିରେ ସିଆଇଟିୟୁର ବିକ୍ଷୋଭ।

ରାଉରକେଲା (ବସନ୍ତ କୁମାର ଜେନା):ଷ୍ଟିଲ ଓରକର୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ଓ ସି ଆଇ ଟି ୟୁ ର ଡାକରା ରେ ଆଜି ସେଲ୍ ଅଧିନରେ ଥିବା ସମସ୍ତ ଇସ୍ପାତ କାରଖାନା ସମ୍ମୁଖରେ ଇସ୍ପାତ ଓ ଠିକା ଶ୍ରମିକ ଙ୍କ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ବେଳେ ରାଉରକେଲା ଇସ୍ପାତ କାରଖାନା ପାଓର ଗେଟ୍ ସମ୍ମୁଖରେ…

ସାର୍ବଜନୀନ ଦୂର୍ଗାପୂଜା ପାଇଁ କଳାକାର ଚୟନ l

ପଦ୍ମପୁର :- ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା ଉପଲକ୍ଷେ ହେବାକୁଥିବା ରାମ,ରାବଣ ଶୋଭାଯାତ୍ରା ନିମନ୍ତେ ସମସ୍ତ ଚରିତ୍ର ମାନଙ୍କ ପାଇଁ ଆସନ୍ତା ୦୮/୧୦/୨୦୨୩ ତାରିଖ ରବିବାର ଦିନ ଅପରାହ୍ନ ଘ ୪.୦୦ ମି : ସମୟରେ ସ୍ଥାନୀୟ ରାଜବାଟି ପଡ଼ିଆ ଦୁର୍ଗାପୂଜା କାର୍ଯ୍ୟାଳୟ ପରିସରରେ କଳାକାର ଚୟନ…