ସାର୍ବଜନୀନ ଦୂର୍ଗାପୂଜା ପାଇଁ କଳାକାର ଚୟନ l

0

ପଦ୍ମପୁର :- ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା ଉପଲକ୍ଷେ ହେବାକୁଥିବା ରାମ,ରାବଣ ଶୋଭାଯାତ୍ରା ନିମନ୍ତେ ସମସ୍ତ ଚରିତ୍ର ମାନଙ୍କ ପାଇଁ ଆସନ୍ତା ୦୮/୧୦/୨୦୨୩ ତାରିଖ ରବିବାର ଦିନ ଅପରାହ୍ନ ଘ ୪.୦୦ ମି : ସମୟରେ ସ୍ଥାନୀୟ ରାଜବାଟି ପଡ଼ିଆ ଦୁର୍ଗାପୂଜା କାର୍ଯ୍ୟାଳୟ ପରିସରରେ କଳାକାର ଚୟନ କରାଯିବା ପାଇଁ ସ୍ଥିର ହୋଇଛି ।ଉକ୍ତ ଚୟନ ପ୍ରକ୍ରିୟାରେ ପଦ୍ମପୁରର କଳାକାର ମାନେ ଅଂଶଗ୍ରହଣ କରିବା ପାଇଁ କମିଟି ତରଫରୁ ଅନୁରୋଧ କରାଯାଇଛି l

Leave A Reply

Your email address will not be published.