ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀରେ କ୍ରସ୍ କଂଟ୍ରି ଦୌଡ଼ ଆୟୋଜିତ

୩୦୦ ରୁ ଅଧିକ ଯୁବ କ୍ରୀଡ଼ାବିତଙ୍କ ଅଂଶଗ୍ରହଣ ଗୋପାଳପୁର, ୨୯ ଜୁଲାଇ ୨୦୨୩: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀକୁ ହର୍ଷୋଲ୍ଲାସ ସହିତ ପାଳନ କରାଯାଇଛି । ଏହି ଅବସରରେ ଯୁବପିଢ଼ିଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ ଓ…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗାଇସିଲାଟରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଗାଇସିଲାଟ: ସ୍ଥାନିୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗାଇସିଲାଟ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବରେ ଡକ୍ଟର ସୁନୀଳ କୁମାର ପଣ୍ଡା,ସମ୍ମାନୀତ ଅତୀଥି ଭାବରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ସଭାପତି ଶ୍ରୀଯୁକ୍ତ ଦିବ୍ୟକିଶୋର ପଣ୍ଡା…

୭୭ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୭ତମ ସ୍ଵାଧୀନତା ଦିବସ ଗଜପତି ଷ୍ଟାଡିୟମ୍ ଠାରେ ମହା ସମାରୋହରେ ପାଳିତ ହେବ। ଚଳିତ ବର୍ଷର ସ୍ଵାଧୀନତା ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ…

ଘୁ.ଉଦୟଗିରିର ବିଭିନ୍ନ ସମସ୍ୟାକୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କଲେ ପ୍ରେସ କ୍ଲବ ସଦସ୍ୟ

 ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଞ୍ଚଳର ବିଭିନ୍ନ ସମସ୍ୟା ସହ କାଲିଗାଡୁ ହିଲ ଭିୟୁ ପର୍ଯ୍ୟଟନ ସ୍ଥଳୀ ଓ ରାଜାଗାଡ଼ା ଜଳପ୍ରପାତର ବିକାଶ, ଘୁ.ଉଦୟଗିରି ସହରରେ ବାଇପାସ ରୋଡ଼ ନିର୍ମାଣ, ସରକାରୀ /ବେସରକାରୀ ବସଷ୍ଟାଣ୍ଡର କାର୍ଯ୍ୟକ୍ଷମକୁ ନେଇ…

ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ

ପ୍ରତିବର୍ଷ ଜୁଲାଇ ମାସ୨୯ ତାରିଖ କୁ ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ରୂପେ ପାଳନ କରାଯାଏ l ଇଂରାଜୀରେ ଏହାକୁ ଗ୍ଲୋବାଲ ଟାଇଗର ଡେ କୁହଯାଏ l ଏହି ଦିବସ ପାଳନ ନିମେନ୍ତ ୨୦୧୦ ମସିହା ରେ ସେନପିଟର ବର୍ଗ ଠାରେ ଅନୁଷ୍ଠିତ ବାଘ ଶୀର୍ଷ କ ସମ୍ମିଳନୀ ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ବ୍ୟାଘ୍ର…

ପୁନର୍ଗଠିତ ହେଲା ଟିମ ନଡ୍ଡା: ଓଡିଶାରୁ କେବଳ ବୈଜୟନ୍ତ

ଲଗାତାର ତୃତୀୟ ଥର ପାଇଁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ନିଯୁକ୍ତ file photo ନୂଆଦିଲ୍ଲୀ : ପୁନର୍ଗଠିତ ହେଲା ବିଜେପିର ଜାତୀୟ ଟିମ | ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ପୁନର୍ଗଠିତ ଏହି ୩୮ ଜଣିଆ ନୂଆ ଟିମ୍ ଘୋଷଣା କରିଛନ୍ତି ଓଡ଼ିଶାର ଏକମାତ୍ର ସଦସ୍ୟ ବୈଜୟନ୍ତ…

ପିଡ଼ିଏସ୍ ଚାଉଳ ବିତରଣ କେନ୍ଦ୍ର ଉଦଘାଟନ କଲେ ବିଧାୟିକା

ପଦ୍ମପୁର :- ସ୍ଥାନୀୟ ରଜାପଡା ଠାରେ ୦୧,୦୮,୦୯,୧୦ ଓ ୧୧ ନମ୍ବର ୱାର୍ଡ ପାଇଁ ଏକ ପିଡିଏସ ଚାଉଳ ବିତରଣ କେନ୍ଦ୍ର ଉଦଘାଟିତ ହୋଇଛି l ଏହି ବିତରଣ କେନ୍ଦ୍ର କୁ ବିଧାୟିକା ବର୍ଷା ସିଂ ବରିହା ଉଦଘାଟନ କରିଥିଲେ l ରାଜ୍ୟ ସମ୍ପାଦକ ରାଜୁ ଘିଭେଲା, ସହକାରୀ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ପ୍ରଧାନ…

ଖଣି ପରେ ଏବେ କଣ ଭୁବନେଶ୍ୱର ଜମି ଉପରେ ପ୍ରଭାକରନଙ୍କ ଲୋଲୁପ ନଜର ??

ଉଦବେଗ ପ୍ରକାଶ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଭୁବନେଶ୍ୱର : ଗତ କିଛି ବର୍ଷ ଧରି ବେଆଇନ ଖଣି କାରବାରରେ ଲିପ୍ତ ଥିବା ଅଭିଯୋଗ ହେଉଥିବା ତାମିଲ ଖଣି ବେପାରୀ ପ୍ରଭାକରନଙ୍କୁ ନେଇ ସଦ୍ୟ ଏକ ଅଭିଯୋଗ ଆସିଛି ରାଜନୀତିରେ ଏକାଧିକ ଜମି ହାତେଇବା ଘଟଣାକୁ ନେଇ | ସରକାରୀ ପ୍ରୋତ୍ସାହନରେ…

ଜିଲ୍ଲାସ୍ତରୀୟ ବିଶ୍ଵ ହେପାଟାଇଟିସ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ଦିନ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ହେପାଟାଇଟିସ ଦିବସ…

ମେଧା ସମ୍ମାନ ସମାରୋହ ୨୦୨୩ ଅନୁଷ୍ଠିତ

ବାସୁଦେବପୁର - ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ବାସୁଦେବପୁର ରେ ବିଜୟ ଶ୍ରୀ ରାଉତ ରାୟ ଙ୍କ ୭୧ ତମ ଜନ୍ମ ଜୟନ୍ତୀ ପାଳନ ଅବସର ରେ ବିଜୟ ଶ୍ରୀ ରାଉତ ରାୟ ସ୍ମୃତି ସଂସଦ ବାସୁଦେବପୁର ପକ୍ଷ ରୁ ବାସୁଦେବପୁର ଅଞ୍ଚଳ ର ଦଶମ ଶ୍ରେଣୀ ପରୀକ୍ଷା ରେ ବ୍ଲକ୍ ଟପ୍ ମାନଙ୍କୁ ନେଇ ମେଧା ସମ୍ମାନ…