ବନଦୁର୍ଗା ମନ୍ଦିର ରେ କଳସ ସ୍ଥାପନ ସହ ଆରମ୍ଭ ହେଲା ନବରାତ୍ର ଦୁର୍ଗାପୂଜା l
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବନଦୁର୍ଗା ମନ୍ଦିର ରେ କଳସ ଶୋଭାଯାତ୍ରା ଓ କଳସ ସ୍ଥାପନ ସହ ଆଜି ଠାରୁ ନବରାତ୍ର ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି l ଚଳିତ ବର୍ଷ କମଳ ଶର୍ମା ଧର୍ମପତ୍ନୀ ପ୍ରିୟା ଶର୍ମା, ରଜନୀ ଦାସ ଓ ଧର୍ମପତ୍ନୀ ଉର୍ମିଳା ପଣ୍ଡା , କ୍ଷମାନିଧି ପଧାନ ଓ ଧର୍ମପତ୍ନୀ…