ବର୍ଷାରେ ଶିକ୍ଷକଙ୍କ ବିଶାଳ ର୍ୟାଲି : ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର,୧୬ରୁ ଝୁଲିବ ବିଦ୍ୟାଳୟରେ ତାଲା
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟ ସରକାର କ୍ରମାଗତଭାବେ ପ୍ରାଥମିକ ଶିକ୍ଷକମାନଙ୍କୁ ଅବହେଳା କରିଚାଲିଛନ୍ତି । ଶିକ୍ଷକମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଦାବି କିମ୍ବା ଅଧିକାର ପ୍ରତି ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦେବା,ଛଅ…