ଭୁବନେଶ୍ଵର ଏକ ନମ୍ବର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୪ ଜାନୁୟାରୀ ୧୩ରେ
ଭୁବନେଶ୍ବର: ଆଜି ଏକ ନମ୍ବର ଉଚ୍ଚ ବାଳକ ବିଦ୍ୟାଳୟ, ଭୁବନେଶ୍ୱର ଠାରେ ପୁରାତନ ଛାତ୍ର ସଂଘର ସଭାପତି ଡଃ ମଧୁ ମାଧବ ଜେନା ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ! ଏହି ସଭାରେ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୨୦୨୪ ଜାନୁଆରୀ ମାସ ୧୩ ତାରିଖ (ଶନିବାର) ରେ ସ୍କୁଲର ସମସ୍ତ ପ୍ରାକ୍ତନ…